କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା!
ମୁମ୍ବାଇ: ଆଜିକାଲି ଅନୁଷ୍କା ଶର୍ମା ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ କ୍ରିକେଟର ସ୍ବାମୀ ବିରାଟଙ୍କ ସହ ଫଟୋ ଶେୟାର କରି ତ ଆଉ କେତେବେଳେ ଅନ୍ୟ କିଛି କାରଣକୁ ନେଇ। ଆଜିକାଲି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଅନୁଷ୍କା…
ଗୁରୁଦ୍ୱାରରେ ସୁରଜ
ମୁମ୍ବାଇ: ୨୦୧୩ରେ ଘଟିଥିବା ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ଫସିଥିବା ଅଭିନେତା ସୁରଜ ପାଞ୍ଚୋଲିଙ୍କୁ ନିକଟରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ସେ ମୁକୁଳିବା ପରେ ବୁଧବାର ଦିଲ୍ଲୀର ଗୁରୁଦ୍ୱାର ବଙ୍ଗଲା ସାହିବଠାରେ ପହଞ୍ଚି ସେଠାରେ ହଳଦିଆ କପଡ଼ା…
‘ବିଜୟ ୬୯’ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ,୪।୫: ନିଜର ଜବରଦସ୍ତ ଅଭିନୟରେ ଚର୍ଚ୍ଚାରେ ରହୁଥିବା ଅନୁପମ ଖେର ପୁଣି ଥରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବା ପାଇଁ ପ୍ରସ୍ତୁତ ହେଲେଣି। ଖୁବ ଶୀଘ୍ର ତାଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟ ୬୯’ ରିଲିଜ ହେବାକୁ ଯାଉଛି। ଅନୁପମଙ୍କ ଏହି ଫିଲ୍ମର ଫାଷ୍ଟ୍…
ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍ ଅଛନ୍ତି କହିଲେ ଶ୍ରଦ୍ଧା
ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍ କରନ୍ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି ଫ୍ରାଙ୍କ୍ଲି ଷ୍ଟେଟେମେଣ୍ଟ ଦେଇଥାନ୍ତି ଯାହା ସେମାନେ ଗଣମାଧ୍ୟମରେ ପ୍ରକାଶ କରିବାକୁ ହଡବଡ ହୋଇଯା’ନ୍ତି। ତେବେ…
ଡାକ୍ତରଙ୍କ ଗୋଟିଏ ଭୁଲ ପାଇଁ ଖରାପ ହୋଇଯାଇଥିଲା ଚେହେରା: ପ୍ରିୟଙ୍କା
ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ଜଣେ ଇଣ୍ଟରନାଶନାଲ ଷ୍ଟାର। କେବଳ ନିଜ ଦେଶ ବା ବଲିଉଡରେ ନୁହେଁ ଏବେ ହଲିଉଡରେ ବି ପ୍ରିୟଙ୍କା ଜଣେ ଆଗଧାଡିର କଳାକାର। ଏବେ ସେ ତାଙ୍କ ଓ୍ବେବ ସିରିଜ ‘ସିଡାଟେଲ’ର ଖୁବ ପ୍ରମୋଶନ କରିବା ପରେ…
‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ତାମିଲନାଡୁରେ ହାଇ ଆଲର୍ଟ
ମୁମ୍ବାଇ: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବହୁ ବିବାଦ ମୁଣ୍ଡ ଟେକିଛି। ଫିଲ୍ମକୁ ନେଇ କିଛି ରାଜନୈତିକ ଦଳ ସେମାନଙ୍କ ମତ ରଖିଥିବା ବେଳେ ଏହାକୁ ବ୍ୟାନ କରିବାକୁ ବି ଦାବି କାରାଯାଉଛି। ଫିଲ୍ମ ମେ’୫ରେ ପ୍ୟାନ…
‘କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିଶନ ଦାଖଲ, ଶୁଣାଣି କରିବାକୁ ମନା କଲେ ପ୍ରଧାନ ବିଚାରପତି
ଥିରୁଭାନନ୍ତପୁରମ୍,୪।୫: ଫିଲ୍ମ ‘କେରଲା ଷ୍ଟୋରି’ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ତେବେ ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ଜମିୟତ ଉଲେମା-ଏ-ହିନ୍ଦର ଆଇନଜୀବୀ ‘କେରଲା ଷ୍ଟୋରି’ ବିରୋଧରେ ପୁଣି ଥରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। କିନ୍ତୁ ଜମିୟତ ଓକିଲଙ୍କ ଆବେଦନ…
ନିମିଶା-ମେରିନ-ସୋନିଆଙ୍କ କାହାଣୀ: ଦି କେରଲା ଷ୍ଟୋରି…
ମୁମ୍ବାଇ,୪।୫ : ଜିହାଦର ଚକିରେ ପେଷି ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦି କେରଲା ଷ୍ଟୋରି କେରଳର ପ୍ରେମ,ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ ଜଡିତ କାହାଣୀ ଏବେ ହେଡଲାଇନରେ ସ୍ଥାନ ପାଇଛି। ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିବାଦରେ…
୩୦୦ ସ୍ପିଡ୍ରେ ବାଇକ୍ ଚଳାଇ କରୁଥିଲେ ଭିଡିଓ, ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଜୀବନ ଗଲା
ଅଲୀଗଡ଼,୩ା୫: ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ବୁଧବାର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଅଗସ୍ତ୍ୟ ଭିଡିଓ କରିବା ପାଇଁ ତାଙ୍କ ରେସିଂ ବାଇକ୍ରେ ଆଗ୍ରା ଠାରୁ ଦିଲ୍ଲୀ ଯାଉଥିଲେ। ଏହି ସମୟରେ, ଯମୁନା ଏକ୍ସପ୍ରେସଓ୍ବେର ୪୭ ମାଇଲ ଦୂରରେ ତାଙ୍କ ବାଇକ ନିୟନ୍ତ୍ରଣ…
ଦିଲ୍ଲୀରେ ବିରାଟ-ଅନୁଷ୍କା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଶେୟାର କରିଥାନ୍ତି। ଗତ ମାସରେ ଏହି କପଲ ବେଙ୍ଗାଲୁରୁରେ ଦକ୍ଷିଣ…
ଆଇପିଏଲ ବିବାଦ ପରେ ଅନୁଷ୍କାଙ୍କ ସହ ମନ୍ଦିର ପହଞ୍ଚିଲେ ବିରାଟ କୋହଲି, ୟୁଜର୍ସ କହିଲେ ପ୍ରଥମେ ଲଢେଇ କର ପୁଣି ମନ୍ଦିର ଯାଅ
ନୂଆଦିଲ୍ଲୀ,୩।୫: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ଅନୁଷ୍କାଙ୍କ ଜନ୍ମଦିନରେ ପତି ତଥା କ୍ରିକେଟର ବିରାଟ କୋହଲି ଏକ ସୁନ୍ଦର ପୋଷ୍ଟ ଶେୟାର କରିଥିଲେ। ଏବେ ଏହି କପଲଙ୍କର ଆଉ ଏକ ଭିଡିଓ…
ଖୁବ୍ଶୀଘ୍ର ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ, ସରିଲା ନିର୍ବନ୍ଧ
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତାମାନଙ୍କ ବିଷୟରେ କହିବାକୁ ଗଲେ ସନ୍ନି ଦେଓଲଙ୍କ ନାମ ସବୁବେଳେ ଆଗରେ ଥାଏ। ବର୍ତ୍ତମାନ ସନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲଙ୍କୁ ନେଇ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, କରଣ ଦେଓଲଙ୍କ ନିର୍ବନ୍ଧ…
Archives


