ମନୋରଞ୍ଜନ

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଇଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା କୋପ୍ପିକର ଗତ କିଛି ବର୍ଷ ହେବ ଇଣ୍ଡଷ୍ଟ୍ରିଠାରୁ ଦୂରରେ ରହିଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କ ସହ ଯୋଡି ହୋଇ…

ନେପାଳରେ ହିନ୍ଦୀ ଫିଲ୍ମର ସ୍କ୍ରିନିଂ ଆରମ୍ଭ, ହେଲେ ‘ଆଦିପୁରୁଷ’ ଉପରେ ରହିଛି ନିଷେଧାଦେଶ

କାଠମାଣ୍ଡୁ,୨୪।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଦେଶରେ ଏହି ଫିଲ୍ମକୁ ବିରୋଧ କରାଯାଉଥିବାବେଳେ ବିରୋଧ ଯୋଗୁଁ ନେପାଳରେ ଫିଲ୍ମର ସ୍କ୍ରିନିଂ ଉପରେ କିଛି ଦିନ ନିଷେଧ କରାଯାଇଛି। କାଠମାଣ୍ଡୁ ମେୟର ‘ଆଦିପୁରୁଷ’ ସହ ଅନ୍ୟ ହିନ୍ଦୀ…

ଡରୁଛନ୍ତି ଇଲିଆନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏବେ ମଦର ହୁଡ ଏନଜୟ କରୁଛନ୍ତି। ଖୁବଶୀଘ୍ର ଏହି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି। ପ୍ରେନ୍ନେସି ମଧ୍ୟରେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ଏହି ଅଭିନେତ୍ରୀ। ସମୟ ସମୟରେ ସେ ତାଙ୍କ ପ୍ରେଗ୍ନେସିର…

୯୮ ହଜାର ଟଙ୍କାର ମିନି ସ୍କଟ ପିନ୍ଧି ଚର୍ଚ୍ଚାରେ କିଆରା

ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ଅପକମିଂ ମୁଭି ‘ସତ୍ୟପ୍ରେମ କି କଥା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋଶନ ଇଭେଣ୍ଟରେ କିଆରା ପ୍ରତିଦିନ ଏକ ସେ ବଢକର ଏକ ସାଦନାର ଲୁକରେ ନଜର…

ଓଡ଼ିଶାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ବ୍ୟାନ୍‌ କରାଯାଉ

ପୁରୀ,୨୩ା୬(ଅଜିତ୍‌ ମହାନ୍ତି):‘ଆଦିପୁରୁଷ’ ଚଳଚ୍ଚିତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ମହାବୀର ହନୁମାନ ଏବଂ ରାବଣଙ୍କ ଚରିତ୍ରକୁ କଦର୍ଥ ଭାବେ ଚିତ୍ରଣ କରାଯାଇ ଅପମାନିତ କରାଯାଇଛି ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଏହି ଚଳଚ୍ଚିତ୍ରକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ…

ଏହି ଅଭିନେତାଙ୍କ ଝିଅ କିଣିଲେ ୨ କୋଟି ୯୧ ଲକ୍ଷ ଟଙ୍କାର ଜମି

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ଜୋୟା ଅଖତରଙ୍କ ସହ ଫିଲ୍ମ ‘ଦି ଆର୍ଚିଜ୍‌’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ମଧ୍ୟ ବଲିଉଡ୍‌ ଷ୍ଟାର୍‌ଙ୍କ ଭଳି ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି।…

ଦି କପିଲ ଶର୍ମା ଶୋ’ର ଏହି ସିଜିନ୍‌ର ଶେଷ ଏପସୋଡ ହେଲା ସୁଟ୍‌

ମୁମ୍ବାଇ: ଲୋକପ୍ରିୟ ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରିଚିତ। ତେବେ ଏହି ଶୋର ଏହି ସିଜିନ୍‌ ଶେଷ ହେବାକୁ ଯାଉଛି। କପିଲ ଶର୍ମା ଶୋର ଶେଷ ଏପିସୋଡ ଗୁରୁବାର ସୁଟ୍‌ ହୋଇଛି। ଶୋ’ର ସବୁ ଅଭିନେତା ଏବଂ…

କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି ରାଜୀବ ଖଣ୍ଡେଲୱାଲ!

ମୁମ୍ବାଇ: ରାଜୀବ ଖଣ୍ଡେଲୱାଲ ଟିଭି, ଚଳଚ୍ଚିତ୍ର ଏବଂ ଓଟିଟି ଦୁନିଆରେ ଏକ ଜଣାଶୁଣା ନାମ। ତାଙ୍କର ଚମତ୍କାର ପ୍ରଦର୍ଶନରେ ସେ ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଖାସ୍‌ କରି ଝିଅମାନେ ତାଙ୍କର ବଡ ଫ୍ୟାନ୍‌। ନିକଟରେ ଏକ ସାକ୍ଷାତକାରରେ…

ଫାର୍ମଲ୍ୟାଣ୍ଡ କିଣିଲେ ସୁହାନା

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ଇଣ୍ଟିରିୟର ଡିଜାଇନର ଗୌରି ଖାଁଙ୍କ ଝିଅ ସୁହାନା ଖାଁ ଏବେ ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଷ୍ଟାର କିଡ ଭାବେ ରହୁଛନ୍ତି ଚର୍ଚ୍ଚାରେ। ଏହି ଷ୍ଟାର କିଡ ଖୁବଶୀଘ୍ର ‘ଆର୍ଚିଜ’ ସହ ବଲିଉଡରେ ଡେବ୍ୟୁ କରିବାକୁ…

‘ଟାଇଗର-୩’ପାଇଁ ଡବିଂ କରୁଛନ୍ତି ସଲମାନ, ଫିଲ୍ମର ଭିପିଏକ୍ସ ଉପରେ ମଧ୍ୟ କାମ ଆରମ୍ଭ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଭାବରେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। କେତେବେଳେ ଏହି ଚଳଚ୍ଚିତ୍ର ସହ ଜଡିତ ଭିଡିଓ ସାମ୍ନାକୁ ଆସେ,…

ଝିଅକୁ କୋଳରେ ଧରି ପତ୍ନୀ ଉପାସନାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଲେ ରାମ ଚରଣ

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ରାମ ଚରଣ ଏବେ ଚର୍ଚ୍ଚାରେ। ତେବେ ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ପର୍ସନାଲ ଲାଇଫକୁ ନେଇ। ବିବାହର ଦୀର୍ଘ ୧୧ ବର୍ଷ ପରେ ରାମ ଚରଣ ଓ ପତ୍ନୀ…

ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହେଲା ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ପିଏସ୍‌-୨ ହିନ୍ଦୀରେ ରିଲିଜ ହୋଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶନାରେ ଚୋଳ ସାମ୍ରାଜ୍ୟ ଉପରେ ନିର୍ମିତ ଏହି ଫିଲ୍ମ ଗତ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା। ହିନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?