ମନୋରଞ୍ଜନ

‘ଆଦିପୁରୁଷ’ ଉପରେ ଲଗାଇଥିବା ବ୍ୟାନ ହଟାଇଲା ନେପାଳ, ହେଲେ କାଠମାଣ୍ଡୁ ମେୟର ଜିଦ୍‌ରେ ଅଟଳ କହିଲେ…

କାଠମାଣ୍ଡୁ,୨୩।୬: ବିବାଦ ମଧ୍ୟରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ନେପାଳରେ କିଛି ଦିନ ପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଗୁରୁବାର ନେପାଳର କୋର୍ଟ ‘ଆଦିପୁରୁଷ’ ସମେତ ହିନ୍ଦୀ…

‘ଆଦିପୁରୁଷ’ ବିବାଦ: ମନୋଜଙ୍କ ପରେ ନିର୍ଦ୍ଦେଶକ ଓମ ରାଉତଙ୍କୁ ସୁରକ୍ଷା ଯୋଗାଇଲା ପୋଲିସ

ମୁମ୍ବାଇ: ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ କ୍ରମାଗତ ଭାବେ ବିବାଦରେ ଲାଗିରହିଛି। ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଭିପିଏକ୍ସଠାରୁ ଏହାର ଡାଇଲଗ ପର୍ଯ୍ୟନ୍ତ ଲୋକେ ବିରୋଧ କରୁଛନ୍ତି। ଏହା ବ୍ୟତୀତ ଫିଲ୍ମର ଡାଇଲଗ ଲେଖକ ମନୋଜ ମୁନ୍ତାଶିରଙ୍କ…

ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାଓ୍ବତ ଏବେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି। କିଛିଦିନ ତଳେ ଅମେଜନ ପ୍ରାଇମ ଭିଡିଓ ଅଭିନେତ୍ରୀଙ୍କ ପ୍ରଡକସନରେ ନିର୍ମିତ ମୁଭି ‘ଟିକୁ ଓ୍ବେଡସ ଶେରୁ’ର ପ୍ରମୋ ରିଲିଜ କରିଥିଲା। ଫିଲ୍ମର ପ୍ରମୋର ଆରମ୍ଭରେ ନଓ୍ବାଜୁଦ୍ଦିନ…

ଏଫିଲ ଟାଓ୍ବାରରେ ଜାହ୍ନବୀ-ବରୁଣଙ୍କ ‘ବବାଲ’

ମୁମ୍ବାଇ: ଜାହ୍ନବୀ କପୁର ଓ ବରୁଣ ଧଓ୍ବନଙ୍କ ମୁଭି ‘ବବାଲ’ର ପ୍ରିମିୟର ପ୍ୟାରିସର ଏଫିଲ ଟାଓ୍ବାରରେ ଧମାଲ କରିବାକୁ ପ୍ରସ୍ତୁତ ହୋଇ ଗଲାଣି। ଫିଲ୍ମର ନିର୍ମାତା ଏହି ମୁଭିର ପ୍ରିମିୟର ବିଶ୍ୱର ସପ୍ତାଶ୍ଚର୍ଯ୍ୟରେ ସାମିଲ ପ୍ୟାରିସର ଏଫିଲ ଟାଓ୍ବାରରେ ଦେଖାଇବାକୁ ନିଷ୍ପତ୍ତି…

ରାମାୟଣକୁ ନେଇ ସବୁବେଳେ ବିବାଦ: ଦୀପିକା

ମୁମ୍ବାଇ: ସାରା ଦେଶରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଯିବା ଦାବିରେ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଏକ ଭିଡିଓ ଚର୍ଚ୍ଚାରେ ରହିଛି। ରାମନାଥ ସାଗରଙ୍କ ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା…

ତମନ୍ନାଙ୍କୁ ନିଜର ଆଇକନ କହିଲେ ବିଜୟ

ମୁମ୍ବାଇ: କିଛି ଦିନ ମଧ୍ୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ନିଜ ଲଭ୍‌ ଲାଇଫ୍‌କୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କର ଆଗାମୀ ୱେବ ସିରିଜ ‘ଲଷ୍ଟ ଷ୍ଟୋରୀ ୨’ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଦୁହେଁ ଏକାଠି…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଶେୟାର କରିବାକୁ ସଲମାନ ନିଅନ୍ତି ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘବର୍ଷ ଧରି ତାଙ୍କ ପ୍ରଶଂସକମାନଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଏମିତି ଏକ ସମୟ ଥିଲା,…

୪ବର୍ଷ ପରେ ବଡ ପରଦାରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଜୁଲାଇ ୭ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ବୁଧବାର ବିଦ୍ୟା ଫିଲ୍ମ ‘ନିୟତ’ର ପୋଷ୍ଟର୍‌ ଏବଂ ଟିଜର୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଫାଷ୍ଟ ଲୁକ୍‌କୁ ପ୍ରଶଂସକ ମାନେ ପସନ୍ଦ କରିଛନ୍ତି। ବିଦ୍ୟା…

ତମନ୍ନାଙ୍କ ସହ ଫଟୋସୁଟ୍‌କୁ ନେଇ ବିଜୟ ହେଲେ ଟ୍ରୋଲ୍‌, ରୋମାଣ୍ଟିକ୍‌ ଅନ୍ଦାଜରେ ଟ୍ରୋଲ୍‌ରେ ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ଅଭିନେତା ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ସେମାନଙ୍କ ଲଭ୍‌ ଲାଇଫ୍‌କୁ ଅଫିସିଆଲ କରିଥିଲେ। ତେବେ ସେବେଠାରୁ ଉଭୟଙ୍କୁ ଅନେକ ସାକ୍ଷାତକାରରେ ପରସ୍ପର ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏମଧ୍ୟରେ ଅନେକ ଲୋକ ସୋସିଆଲ ମିଡିଆରେ ବିଜୟଙ୍କୁ…

ନିଜେ ପଢିଥିବା ସ୍କୁଲ୍‌ର ପିଲାଙ୍କୁ ‘ଆଦିପୁରୁଷ’ଦେଖାଇବେ କ୍ରିତି, ବୁକିଂ କଲେ ପୁରା ହଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦ ଘେରରେ ଠେଲି ହୋଇଯାଉଛି ଫିଲ୍ମ ‘ଆଦିପୁରୁଷ’। ତେବେ ଏହି ଫିଲ୍ମର ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିବା କ୍ରିତି ସାନନ ନିକଟରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ ସାସିଆଲ ମିଡିଆରେ ଫିଲ୍ମରେ ପ୍ରଦର୍ଶିତ ହେଉଥିବା…

ଖରାପ ସ୍ଥିତିରେ ଆଦିପୁରୁଷ, ୫ ଦିନରେ ହ୍ରାସ ପାଇଛି ରୋଜଗାର

ମୁମ୍ବାଇ: ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ତଥା ରାମାୟଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ବକ୍ସ ଅଫିସ୍‌ରେ ବଦନାମ ହୋଇସାରିଛି। ପ୍ରଥମ ଦିନରୁ ଫିଲ୍ମଟି ଯେତିକି ଆୟ କରିଥିଲା, ରିଲିଜ ହେବାର ୫ ଦିନ ମଧ୍ୟରେ ଏହା ୭୫ପ୍ରତିଶତ ହ୍ରାସ ପାଇଛି।…

‘ଆଦିପୁରୁଷ’ ଉପରେ ବ୍ୟାନ ଲଗାଇବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୬: ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଆବେଦନରେ ଶୀଘ୍ର ଶୁଣାଣି କରିବାର କୌଣସି ଆବଶ୍ୟକ ନାହିଁ। ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?