ମନୋରଞ୍ଜନ

‘ମୁଁ ଅଭିନୟ କରିବାକୁ ଚାହୁଁନାହିଁ’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଯିଏ ତାଙ୍କ ପରିବାରର ‘ବ୍ୟବସାୟିକ ଦିଗ’ ପ୍ରତି ଅଧିକ ଆଗ୍ରହୀ। ସେ କହିଛନ୍ତି, ତାଙ୍କ ପରିବାର ତାଙ୍କୁ ଝିଅ ଭାବରେ ସବୁବେଳେ ସାହାଯ୍ୟ କରିଆସିଛନ୍ତି। ସେ କହିଛନ୍ତି, ମୁଁ…

ବହୁପ୍ରତୀକ୍ଷିତ ‘ପ୍ରୋଜେକ୍ଟ କେ’ ଫିଲ୍ମର ବଦଳିଲା ନାମ

ଫିଲ୍ମ ‘ପ୍ରୋଜେକ୍ଟ କେ’ ନାଁ ବଦଳିଛି। ଫିଲ୍ମର ନିର୍ମାତାମାନେ ଫିଲ୍ମର ଟାଇଟଲ ‘ପ୍ରୋଜେକ୍ଟ କେ’ ରୁ ‘କଲ୍କି ୨୮୯୮ ଏଡି’ ରେ ପରିବର୍ତ୍ତନ କରିଛନ୍ତି। ନାଁ ପରିବର୍ତ୍ତନ ହୋଇ ଫିଲ୍ମର ଟିଜର ରିଲିଜ ହୋଇଛି। ୧୧ ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା…

‘ଆଦିପୁରୁଷ’ ନିର୍ମାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ହାଇକୋର୍ଟଙ୍କ ଆଦେଶ ଉପରେ ଲଗାଇଲେ ରୋକ

ନୂଆଦିଲ୍ଲୀ,୨୧।୭: ଫିଲ୍ମ ‘ଆଦିପୁରୁଷ’ ନିର୍ମାତା ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର’ଆଦିପୁରୁଷ’ର ସିବିଏଫସି ସାର୍ଟିଫିକେଟ ବାତିଲ କରିବାକୁ ଦାବି ଶୁଣିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର କାମ କରେ। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର…

ଆଲିଆଙ୍କୁ କାନଫୁଲ ଗିଫ୍ଟ ଦେଲେ ପ୍ରଶଂସକ, ଏହା ଦେଖି ଦୀପିକାଙ୍କୁ ମନେ ପକାଇଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର ସିଂ ଏବଂ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜୁଲାଇ ୨୮ ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଏବଂ କିଛି ଗୀତ ରିଲିଜ ହୋଇଛି ଯେଉଁଥିରେ…

ମଣିପୁର ଘଟଣାରେ ନ୍ୟାୟ ଦାବି କଲେ ପ୍ରିୟଙ୍କା

ମୁମ୍ବାଇ: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ସମଗ୍ର ଦେଶକୁ ଚକିତ କରିଛି। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ବୁଧବାର ଭାଇରାଲ ହୋଇଛି। ସେବେଠାରୁ ଲୋକମାନେ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି ଏବଂ ଅଭିଯୁକ୍ତଙ୍କ…

ଆଶ୍ରମରେ ଧ୍ୟାନରତ ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ନିକଟରେ ତାଙ୍କ ସିରିଜ୍‌ର ଶୁଟିଂ ସାରି କିଛି ସମୟ ପାଇଁ ଚଳଚ୍ଚିତ୍ର ଜଗତରୁ ବ୍ରେକ୍‌ ନେଇଛନ୍ତି। ସେ ଏବେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ…

ସ୍ତ୍ରୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ରାମ ଚରଣ

‘ଆରଆରଆର’ ଫେମ୍‌ ରାମ ଚରଣ ସ୍ତ୍ରୀ ଉପାସାନା କୋନିଦେଲାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇଛନ୍ତି। ଏହି ବିଶେଷ ଦିନରେ ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ସ୍ତ୍ରୀଙ୍କ ସହିତ ତାଙ୍କ ଝିଅ ଜନ୍ମର ଝଲକ ମଧ୍ୟ ଦେଖାଇଛନ୍ତି। ଏହି…

ବିବାହ ନ କରି ଦ୍ୱିତୀୟଥର ପିତା ହେଲେ ଅର୍ଜୁନ

ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ ଦ୍ୱିତୀୟ ଥର ମାତାପିତା ହୋଇଛନ୍ତି। ଗାବ୍ରିଏଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଅର୍ଜୁନ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ମୁଁ ଏବଂ ମୋ ପରିବାର ଆଜି ଏକ ସୁନ୍ଦର…

‘ଷ୍ଟୁଡେଣ୍ଟ ଅଫ ଦ ଇୟର ୩’ରେ ଆଉ ଜଣେ ଷ୍ଟାର କିଡଙ୍କୁ ଲଞ୍ଚ କରିବେ କରଣ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ମେକର କରଣ ଜୋହର ତାଙ୍କର ହାଇସ୍କୁଲ କମେଡି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ତୃତୀୟ ଭାଗ ଆଣିବାକୁ ଯାଉଛନ୍ତି। ପ୍ରଥମ ଭାଗରେ ସେ ଆଲିଆ ଭଟ୍ଟ, ବରୁଣ ଧଓ୍ବନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଫିଲ୍ମ…

ଅମରନାଥ ଧାମରେ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଜଣେ ମୁସଲମାନ ହୋଇପାରନ୍ତି, କିନ୍ତୁ ସେ ହିନ୍ଦୁ ଧର୍ମକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ ପୂଜା କରୁଥିବାର ଦେଖାଯାଏ। ଏଥି ସହିତ ନିକଟରେ ସେ ଜମ୍ମୁ-କଶ୍ମୀରର ଅମରନାଥ ଧାମ…

ଏହି ଦିନ ରିଲିଜ ହେବ ‘ଗଦର-୨’ ଟ୍ରେଲର

ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ର ରିଲିଜକୁ ନେଇ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ୧୧ଅଗଷ୍ଟରେ ରିଲିଜ ହେବାକୁ ଯାଉଛ। ନିକଟରେ ଫିଲ୍ମର ଖରିୟତ୍‌ ଗୀତ ମଧ୍ୟ ରିଲିଜ ହୋଇଥିଲା, ଯାହାକୁ ପ୍ରଶଂସକ ବେଶ୍‌…

ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ନାସିରୁଦ୍ଦିନ ଶାହା ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ କେବଳ ଭଲ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ବୋଲ୍ଡ ଏବଂ ଚମତ୍କାର ଶୈଳୀ ପାଇଁ ମଧ୍ୟ ଜଣାଶୁଣା। ସେ ଯେକୌଣସି ପ୍ରସଙ୍ଗ ହେଉ ନାସିର ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?