ମନୋରଞ୍ଜନ

ମୋ ହ୍ୟାଣ୍ଡ୍‌ବ୍ୟାଗ୍‌ ଏବେ ମୋର ନୁହେଁ, ରାହାର ହୋଇଯାଇଛି

ଚୁଲ୍‌ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ନିଜ ଝିଅ ରାହାଙ୍କ ପାଇଁ ସମୟ ବାହାର କରିବାକୁ ଆଦୌ…

‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ ଟ୍ରେଲର ରିଲିଜ୍‌

ଅଭିନେତ୍ରୀ ରବିନା ଟଣ୍ଡନ ଦୀର୍ଘ ଦିନ ପରେ ଚମତ୍କାର ଅନ୍ଦାଜ୍‌ରେ ପରଦାକୁ ଫେରିଛନ୍ତି। ଖୁବ ଶୀଘ୍ର ସେ ଫିଲ୍ମ ‘ଓ୍ବାନ୍‌ ଫ୍ରାଇ ଡେ’ ନାଇଟ୍‌’ରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର୍‌ ସସପେନ୍ସ ଏବଂ ରୋମାଞ୍ଚରେ…

କଙ୍ଗନାଙ୍କୁ ଧମକ: ଅଗଷ୍ଟ ୫ ରେ କୋର୍ଟରେ ହାଜର ହେବେ ଜାଭେଦ ଅଖତର…

ମୁମ୍ବାଇ,୨୭।୭ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଧମକ ଦେଇ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରିବାର ଯଥେଷ୍ଟ କାରଣ ରହିଛି ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଅଖତରଙ୍କୁ କୋର୍ଟ ମଧ୍ୟ ନୋଟିସ ଜାରି କରିଛନ୍ତି। ତେବେ ଗୀତିକାରଙ୍କ…

୧୨୫ କୋଟି ପାର କଲା ‘ସତ୍ୟପ୍ରେମ କି କଥା’

ବମ୍ବେ: କଳାକାରଙ୍କ ଚମତ୍କାର ଅଭିନୟ ସାଙ୍ଗକୁ ଦମ୍‌ଦାର କାହାଣୀ। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମନ କିଣୁଛି ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’। କାର୍ତ୍ତିକ ଆର୍ୟନ ଏବଂ କିଆରା ଆଡଭାଣୀ ଅଭିନୀତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ଭଲ ବ୍ୟବସାୟ…

ରିଲିଜ୍‌ ହେଲା ହିରଣ୍ୟକଶ୍ୟପ କନସେପ୍ଟ ଟିଜର, ଦମଦାର ଅବତାରରେ ନଜର ଆସିଲେ ରାଣା ଡାଗଗୁବତି

ଆମେରିକାରେ ଆୟୋଜିତ ସାନ ଡିଏଗୋ କମିକ-କନ୍ରେରେ ଯୋଗ ଦେଇ ସାଉଥ ସୁପରଷ୍ଟାର୍‌ ରାଣା ଡାଗଗୁବତିି ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତା ତାଙ୍କର ଆଗାମୀ ଫିଲ୍ମ ହିରଣ୍ୟକଶ୍ୟପ ବିଷୟରେ ଘୋଷଣା କରିଛନ୍ତି। ତେବେ ରାଣାଙ୍କୁ ଏଥିରେ ରାକ୍ଷାସ ଭୂମିକାରେ ଦେଖିବାକୁ…

ଦିନେ ପେଟ୍ରୋଲ ପମ୍ପରେ କାମ କରି ଦିନକୁ ୧୦୦ ଟଙ୍କା କରୁଥିଲେ ରୋଜଗାର, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ବଲିଉଡ୍‌ ଅଭିନେତ୍ରୀ ମୁଗ୍ଧା ଗଡ୍‌ସେ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୨୬,୧୯୮୬ରେ ପୁଣେରେ ଜନ୍ମ ହୋଇଥିବା ମୁଗ୍ଧା ଅନେକ ସଂଘର୍ଷର ସାମ୍ନା କରି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଦିନ ଥିଲା ସେ ପେଟ୍ରୋଲ ପମ୍ପରେ କାମ…

ସାଇଲେନ୍ସ-୨କୁ ନେଇ ଆଶାବାଦୀ ମନୋଜ ବାଜପେୟୀ…

ମୁମ୍ବାଇ : ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର ସାଇଲେନ୍ସର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପ୍ରତୀକ୍ଷା ଶେଷ ହୋଇଛି। ଏହି ଅଭିନେତା ପୁଣି ଥରେ ଏସିପି ଅବିନାଶଙ୍କ ଭୂମିକାରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି। ନିର୍ମାତା…

ଝିଅ ପ୍ରେମରେ ନ ପଡ଼ିବା ପାଇଁ ଏମିତି କାମ କରୁଥିଲେ ଶ୍ୱେତା ତିଓ୍ବାରୀ

ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟରେ ସେ ଯେତିକି ଗମ୍ଭୀର ବ୍ୟକ୍ତିଗତ ଜୀବନରେ ମଧ୍ୟରେ ସେ ସେତିକି ଧୈର୍ଯ୍ୟଶୀଳ। ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍‌…

ଯମଜ ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଯମଜ ସନ୍ତାନର ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ…

ପଞ୍ଜାବର ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କ ପରଲୋକ

ମୁମ୍ବାଇ: ପଞ୍ଜାବୀ ସଙ୍ଗୀତ ଶିଳ୍ପରୁ ଖରାପ ଖବର ଆସିଛି। ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କର ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଏବଂ ମୃତ୍ୟୁ ସହ…

ରାମ୍ପ ଓ୍ବାକ୍‌ ସମୟରେ ଶାଶୁଙ୍କୁ ଫାଇଙ୍ଗ୍‌ କିସ୍‌ ଦେଲେ କିଆରା, ୟୁଜର୍ସ କହିଲେ ପରଫେକ୍ଟ ବୋହୂ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। କିଆରା ଚଳିତ ବର୍ଷ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ…

ତମନ୍ନାଙ୍କ ପାଖରେ ଅଛି ବିଶ୍ୱର ୫ମ ବୃହତ୍ତମ ହୀରାର ମୁଦି? ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଏବଂ ବଲିଉଡ ଚଳଚ୍ଚିତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଠି କରିଛନ୍ତି ତମନ୍ନା ଭାଟିଆ। ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳ, ତମନ୍ନା ଭାଟିଆ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?