ପ୍ରେମରେ ଉବୁଟୁବୁ ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ୍
ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁ। ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଡେଟ୍ କରୁଛନ୍ତି ସେ। ସବୁବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏନେଇ ପଚରାଯିବାରେ କିନ୍ତୁ ଦୁହେଁ…
ମେଗାଷ୍ଟାର ସୂର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ପାଇଁ ମେକର୍ସଙ୍କ ବଡ ସରପ୍ରାଇଜ
ଚେନ୍ନାଇ: ମେଗାଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମକୁ ତାଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଥାଆନ୍ତି। ତାଙ୍କ ଅପକମିଂ ମୁଭି ‘କାଂଗୁଭା’କୁ ବି ବେଶ କିଛିଦିନ ହେବ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ଏବେ ଏହାର ଟିଜର ରିଲିଜ କରି ମେକର୍ସ ତାଙ୍କ…
‘ଏମିତିି କିଛି ଅଛି ଯାହା ତୁମେ କରିପାରିବ ନାହିଁ’, ଟାଇଗରଙ୍କ ପାଇଁ କହିଲେ ଦିଶା
ମୁମ୍ବାଇ: ବଲିଉଡ ନାୟିକା ଦିଶା ପାଟନି ଓ ଟାଇଗର ଶ୍ରଫଙ୍କୁ ଆଗଭଳି ଏକାଠି ଦେଖିବାକୁ ମିଳୁନି ସତ। ଏମାନଙ୍କ ବ୍ରେକଅପ ଖବର ଭିତରେ ବି ଏମାନଙ୍କ ମଧ୍ୟରେ ଭଲପାଇବା ଓ ସମ୍ମାନ ପୂର୍ବପରି ରହିଛି। ଟାଇଗର ଜହରା ଏସ ଖାଁଙ୍କ ସହ…
ବିଗ୍ବସ୍ରୁ ବିଦା ହେବେ ଏହି ଦୁଇ ପ୍ରତିଯୋଗୀ
ମୁମ୍ବାଇ: ଟିଭି ପରି, ‘ବିଗ୍ ବସ୍’ ମଧ୍ୟ ଓଟିଟିରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ସଫଳ ହେଉଛି। ବିବାଦୀୟ ଶୋ ‘ବିଗ ବସ୍ ଓଟିଟି-୨’ ଆଗକୁ ବଢୁଥିବା ବେଳେ ପ୍ରତିଦିନ ବିବି ଘରେ ଘଟୁଥିବା ହାଇ ଭୋଲଟେଜ୍ ଡ୍ରାମା ଦର୍ଶକଙ୍କ ପାଇଁ ଅଧିକ…
ଆଦିତ୍ୟଙ୍କ ସହ ଡ୍ରାଇଭିଂରେ ଗଲେ ଅନନ୍ୟା
ଆଜିକାଲି ବି’ଟାଉନ୍ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ନିକଟରେ ଦୁହେଁ ସ୍ପେନ୍ରେ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ଏବେ ମୁମ୍ବାଇ ସଡ଼କରେ ଉଭୟ ଗୋଟିଏ ଗାଡିରେ ବୁଲୁଥିବା ଦେଖାଯାଇଛି। କ୍ୟାମେରାକୁ…
ସାଉଥ୍ ସୁପରଷ୍ଟାର ସୁରିୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ସୁପରଷ୍ଟାର ସୁରିୟାଙ୍କୁ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଏବଂ ଦୁଇଟି ଜାତୀୟ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତ।…
ସ୍ତ୍ରୀଙ୍କ ସାଙ୍ଗ ପାଇଁ ୨୨ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଦେଇଥିଲେ ହିମେଶ
ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ସଂଗୀତ ସହିତ ସମସ୍ତଙ୍କ ହୃଦୟ ଜିତଥିବା ହିମେଶ ଜୁଲାଇ ୨୩, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସଂଗୀତ ବ୍ୟତୀତ ହିମେଶ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ…
ବିମାନରେ ଉର୍ଫିଙ୍କୁ ଅସଦାଚରଣ
ମୁମ୍ବାଇ: ନିକଟରେ ମୁମ୍ବାଇ- ଗୋଆ ବିମାନ ଯାତ୍ରା ସମୟରେ ଅଭିନେତ୍ରୀ ଉର୍ଫି ଜାଭେଦ ଅସଦାଚରଣର ଶିକାର ହୋଇଥିବା ସେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ଉର୍ଫି ଇକୋନୋମି କ୍ଲାସ୍ରେ ଯାତ୍ରା କରୁଥିବାବେଳେ ସେଠାରେ ଏକ ନିଶାସକ୍ତ ଗ୍ରୁପ୍ ତାଙ୍କୁ ଅସଦାଚରଣ କରିଥିଲେ।…
ନିଜ ନାମ ପରିବର୍ତ୍ତନ କରିଥିଲେ ଅକ୍ଷୟ କୁମାର…
ମୁମ୍ବାଇ : ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସମୟ ଥିଲା ଯେତେବେଳେ ଅଭିନେତାମାନେ ଷ୍ଟାର ହେବା ପୂର୍ବରୁ ନିଜ ନାମ ପରିବର୍ତ୍ତନ କରୁଥିଲେ। ଦିଲୀପ କୁମାର, ମଧୁବାଲା, ଜିତେନ୍ଦ୍ର, ରାଜେଶ ଖାନ୍ନା, ଏହି ସୂତ୍ର ସମସ୍ତ ତାରକାଙ୍କ ପାଇଁ ଏକ ହିଟ…
ସଚିବଙ୍କ ସହ ରେଖାଙ୍କ ସମ୍ପର୍କକୁ ଭୁଲ୍ କହିଲେ ୟାସିର
ମୁମ୍ବାଇ: ଭାରତୀୟ ସିନେମାରେ ଏଭର ଗ୍ରୀନ୍ ଅଭିନେତ୍ରୀ ରେଖା ସୌନ୍ଦର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ। ତାଙ୍କ ନାମ ଅନେକ କଳାକାରଙ୍କ ନାଁ ସହ ଜଡ଼ିତ। ବିଗ୍ ବି’ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ସମ୍ପର୍କ ସେତେବେଳେ ଚର୍ଚ୍ଚାରେ ଥିଲା। ଏବେ ପୁଣି…
ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିଲେ ଆମ୍ରପାଲି-ନିରହୁଆ
ବମ୍ବେ: ବାଗେଶ୍ୱର ଧାମ୍ର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିଛନ୍ତି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ(ନିରହୁଆ) ଏବଂ ଅଭିନେତ୍ରୀ ଆମ୍ର୍ରପାଲି ଦୁବେ। ଏହାର ଫଟୋ ଅଭିନେତ୍ରୀ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ତିନିଜଣ ଯାକ ହାତ ଯୋଡ଼ି…
ସୁମ୍ବୁଲଙ୍କୁ ମିଳିଲା ବଡ ଶୋ’
ବମ୍ବେ: ବିଗ୍ବସ୍ରୁ ଆସିବା ପରେ ମିଳିଲା ବଡ ବ୍ରେକ୍। ଆମେ କହୁଛୁ ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁଙ୍କ ବିଷୟରେ। ‘ଇମଲି’ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ସୁମ୍ବୁଲ ଖୁବ୍ଶୀଘ୍ର ସୋନି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏକ ଧାରାବାହିକରେ ନଜର…
Archives


