ମନୋରଞ୍ଜନ

‘ଡ୍ରିମ ଗର୍ଲ ୨’ର ଜବରଦସ୍ତ ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁାନାଙ୍କ ଅଭିନୀତ ମୁଭି ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଛି। ପୁଣିଥରେ ଆୟୁଷ୍ମାନ ପୂଜା ଅବତାରରେ ପ୍ରଶଂସକଙ୍କ ଦିଲ କି ଧଡକନ ବଢାଇ ଦେଇଛନ୍ତି। ଏଥର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ…

ରିଲିଜ ହେଲା ‘ଯବାନ’ର ପ୍ରଥମ ଗୀତ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ସୋମବାର ତାଙ୍କର ଆଗାମୀ ଫିଲ୍ମ ‘ଯବାନର’ ପ୍ରଥମ ଗୀତ ରିଲିଜ କରିଛନ୍ତି। ଏହି ଗୀତର ନାମ ହିନ୍ଦୀରେ ‘ଜିନ୍ଦା ବନ୍ଦା’ ରହିଥିବା ବେଳେ ତାମିଲରେ ‘ଭାଣ୍ଢା ଏଡାମ’ ଏବଂ ତେଲଗୁରେ ‘ଧୂମେ ଧୂଲିପିଲା’। ଇନ୍‌ଷ୍ଟାଗ୍ରାମରେ ‘ଜିନ୍ଦା ବନ୍ଦା’…

ତୃତୀୟ ସ୍ତ୍ରୀଙ୍କଠାରୁ ବି ଛାଡପତ୍ର ନେବେ ରାହୁଲ ମହାଜନ

ବିଗ ବସ ଜରିଆରେ ଖ୍ୟାତି ଅର୍ଜନ କରିଥିବା ରାହୁଲ ମହାଜନ ଏବେ ଚର୍ଚ୍ଚାରେ ଅଛନ୍ତି। ରାହୁଲ ତାଙ୍କ ତୃତୀୟ ସ୍ତ୍ରୀ ତଥା କାଜାଖସ୍ତାନର ମଡେଲ ନାତାଲ୍ୟା ଇଲିନା ଛାଡପତ୍ର ନେବେ ବୋଲି ଆଲୋଚନା ହେଉଛି। ଉଭୟ ଚାରି ବର୍ଷ ପର୍ଯ୍ୟନ୍ତ ଏକ…

ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ନୋରା ଫତେହି

ନୂଆଦିଲ୍ଲୀ,୩୧।୭: ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ…

କରନ ଜୋହର ଟଙ୍କା ବଳରେ କରି ପାରିବେ ସବୁ କିଛି: କଙ୍ଗନା ରାଣାଓ୍ବତ…

ମୁମ୍ବାଇ : ନିକଟରେ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ ରିଲିଜ ହୋଇଛି, ଯାହା ଦିନକୁ ଦିନ ଭଲ ରୋଜଗାର କରୁଛି। ଆରମ୍ଭରୁ ୧୧ କୋଟି ସଂଗ୍ରହ କରିବା ପରେ, ବର୍ତ୍ତମାନ ଏହି ଚଳଚ୍ଚିତ୍ର ତିନି…

ଏତିକି କୋଟି ଟଙ୍କାର ମାଲିକାଣୀ କିଆରା

ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ସେ କଠିନ ପରିଶ୍ରମ ଆଧାରରେ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଫୁଗଲି’ (୨୦୧୪) ଜରିଆରେ ବଲିଉଡରେ ଡେବ୍ୟୁ…

ପାର୍ଟଟାଇମ୍‌ ଆକ୍ଟିଂ କରିବାକୁ ଆଗ୍ରହୀ ଦିଆ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ ସ୍ବର ଉତ୍ତୋଳନ କରିଥାନ୍ତି। ସେ ନିଜ କ୍ୟାରିୟରରେ ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ…

‘ଗନ୍ସ ଆଣ୍ଡ ଗୁଲାବ୍ସ’ର ନୂଆ ମୋଶନ ପୋଷ୍ଟର ରିଲିଜ

ମୁମ୍ବାଇ: ରାଜ କୁମାର ରାଓଙ୍କ ମୋଷ୍ଟ ଆଓ୍ବେଟଡ ଓ୍ବେବ ସିରିଜ ‘ଗନ୍ସ ଆଣ୍ଡ ଗୁଲାବ୍ସ’ର ଟ୍ରେଲରର କାଉଣ୍ଟ ଡାଉନ ଆରମ୍ଭ ହେଇଗଲାଣି। ଏହାର ଟ୍ରେଲର ଅଗଷ୍ଟ ୨ରେ ରିଲିଜ ହେବ। ଟ୍ରେଲର ପୂର୍ବରୁ ନେଟଫ୍ଲିକ୍ସ ୱେବ ସୋ ସହିତ ଜଡିତ ଏକ…

ମତେ ସିକ୍ରେଟ ଡେଟିଂରେ ଡାକିଥିଲେ ଜଣେ ପ୍ରସିଦ୍ଧ ବଲିଉଡ ଅଭିନେତା: ନାମ ନ ନେଇ ଇଶାରା ଦେଲେ କଙ୍ଗନା ରାଣାଓ୍ବତ…

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ତାଙ୍କ ଚଳଚ୍ଚିତ୍ର ବିଷୟରେ ସୂଚନା ଦେବା ବ୍ୟତୀତ ଅଭିନେତ୍ରୀ ତଥା ଅଭିନେତାଙ୍କ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା କରୁଥିବା ନଜର…

ରୋମାଣ୍ଟିକ ହେଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ପତି ଆନନ୍ଦ ଆହୁଜା ୨୯ ଜୁଲାଇରେ ତାଙ୍କର ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ଅବସରରେ ସୋନମ କପୁର ସୋସିଆଲ ମିଡିଆ ମଧ୍ୟମରେ ତାଙ୍କ ବେଟର ହାଫଙ୍କୁ ଦିଲ ଖୋଲି ବଧାଇ ଦେଇଛନ୍ତି। ଅଭିନେତ୍ରୀ ଆନନ୍ଦ…

ବଲିଉଡ କମେଡିଆନ୍‌ଙ୍କ ବାର୍ବି ଲୁକ୍‌, ଜନି ଲେଭେରଙ୍କ ଠାରୁ କପିଲ ଶର୍ମା ଏହି ଲୁକ୍‌ରେ ଆସିଛନ୍ତି ନଜର

ମୁମ୍ବାଇ: ବର୍ତ୍ତମାନ ବଲିଉଡ ହେଉ କି ହଲିଡଡ ସେଲିବେଟ୍ରିଙ୍କ ବାର୍ବି ଲୁକ୍‌ ଏବେ ଚର୍ଚ୍ଚାରେ। କେବଳ ଅଭିନେତ୍ରୀ ନୁହେଁ ଅଭିନେତାମାନେ ମଧ୍ୟ ବାର୍ବି ଲୁକ୍‌ରେ ନଜର ଆସିଛନ୍ତି। ଖାସ୍‌ କରି ଏହି ପପୁଲାର କମେଡିଆନଙ୍କ ବାର୍ବି ଲୁକ୍‌କୁ ଫ୍ୟାନ୍ସ ବହୁତ ପସନ୍ଦ…

ଲୁଗିଂ ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାରେ ରଣବୀର

ମୁମ୍ବାଇ: ନିଜ ଫିଲ୍ମି ଅନ୍ଦାଜ ଏବଂ ଷ୍ଟାଇଲିସ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସୁପରଷ୍ଟାର ରଣବୀର କପୁର। ଇଣ୍ଡିଆନ କୋର୍ଚର ଓ୍ବିକ୍‌ରେ ତାଙ୍କୁ ରାମ୍ପ ଶୋ କରୁଥିବାର ଦେଖିବାକୁ ମିଳିଥିଲା। ସେଥିରେ ସେ ଲୁଗିଂ ଷ୍ଟାଇଲ ପ୍ୟାଣ୍ଟ ଏବଂ ବ୍ଲୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri