ମନୋରଞ୍ଜନ

୧୦୦ କୋଟି କ୍ଲବରେ ‘ଯବାନ’

ବଲିଉଡର କିଙ୍ଗ ଖାନ ଶାହରୁଖ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ପଠାନ’ ପରେ ‘ଯବାନ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଓପନିଂ ଡେ’ରେ ଫିଲ୍ମ ‘ଯବାନ’ ଘରୋଇ ବଜାରରେ ୭୫ କୋଟି ଟଙ୍କା…

ଏହି ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକ ଗିରଫ

ମୁମ୍ବାଇ: ବିବାହକୁ ନେଇ ଗତବର୍ଷ ଚର୍ଚ୍ଚାରେ ଥିବା ସାଉଥ ପ୍ରଯୋଜକ ରବୀନ୍ଦ୍ର ଚନ୍ଦ୍ରଶେଖରଙ୍କ ବିଷୟରେ ଏବେ ଏକ ବଡ଼ ଖବର ଆସୁଛି। କୁହାଯାଉଛି, ସେ ଜଣେ ବ୍ୟବସାୟୀଙ୍କ ସହ ୧୫.୮୩ କୋଟି ଟଙ୍କା ଠକେଇ କରିଛନ୍ତି। ଏହି ଅଭିଯୋଗରେ ସେଣ୍ଟ୍ରାଲ କ୍ରାଇମ୍‌…

ସିନେମାଜଗତ ଛାଡ଼ିବେ ସାମନ୍ଥା ! ଆଗକୁ ଏହି ଫିଲ୍ଡରେ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଗ୍ଲାମରର୍ସ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ ପ୍ରଭୁ ଜଣେ। ସେ ନିଜର ଦମ୍‌ଦାର ଅଭିନୟ ସହ ବ୍ୟକ୍ତିତ୍ୱକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କେବଳ ସେତିକି ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହିଥାଏ…

ପରଲୋକରେ ‘ଜେଲର’ର ଅଭିନେତା

ମୁମ୍ବାଇ: ଫିଲ୍ମ ‘ଜେଲର’ ର ଅଭିନେତା ଜି ମାରିମୁଥୁଙ୍କର ହୃଦଘାତ ହେତୁ ଦେହାନ୍ତ ହୋଇଛି। ନିକଟରେ ରଜନୀକାନ୍ତଙ୍କ ବ୍ଲକବଷ୍ଟର ଫିଲ‘ଜେଲର’ରେ ତାମିଲ ଅଭିନେତା-ନିର୍ଦ୍ଦେଶକଙ୍କୁ ଦେଖିବାକୁ ମିଳିଥିଲା। ତାମିଲ ଟେଲିଭିଜନ ଧାରାବାହିକରେ ଆଥିରନିଚାଲ ଭୂମିକାରେ ଜି ମାରିମାଥୁ ବହୁ ଲୋକପ୍ରିୟତା ହାସଲ କରିଥିଲେ।…

ବିଭିନ୍ନ ଭାଷାରେ ଗୀତ ଗାଇବାକୁ ଲକ୍ଷ୍ୟ

ପିଲାଦିନୁ ସଙ୍ଗୀତ ପ୍ରତି ଥିଲା ପ୍ରବଳ ଆଗ୍ରହ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜଣେ କଣ୍ଠଶିଳ୍ପୀ ହେବାର ଇଚ୍ଛା ମଧ୍ୟ ପୂରଣ ହେଲା। ସୁମଧୁର କଣ୍ଠସ୍ବର ତାଙ୍କୁ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ଜିଲା ଓ ଜିଲା ବାହାରେ ପରିଚିତ କରାଇଛି।…

‘ପଠାନ’ ରେକର୍ଡ ଭାଙ୍ଗିଲା ‘ଯବାନ’

ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି। ଏହା ଦେଶର ସବୁଠୁ ବଡ ଓପନିଂ ଫିଲ୍ମର ରେକର୍ଡ ମଧ୍ୟ କରିଛି। ଏପରିକି ‘ଯବାନ’ ପ୍ରଥମ ଦିନରେ ‘ପଠାନ’, ‘ଗଦର…

ସ୍ବପ୍ନଠାରୁ ବାସ୍ତବତା ଚ୍ୟାଲେଞ୍ଜିଂ ଥିଲା

ଓଡ଼ିଆ ଫିଲ୍ମ ନିର୍ମାତା ଟିଟିଲାଗଡ଼ନିବାସୀ ଜିତେନ୍ଦ୍ର ମିଶ୍ର ଏବେ ଜଣେ ଇଣ୍ଟରନ୍ୟାଶନାଲ ଫେମ୍‌। ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ, ସିଆଇଏଫ୍‌ଇଜେର ବୋର୍ଡ ଅଫ୍‌ ଡାଇରେକ୍ଟର, କାନ୍ସ ପ୍ରଡ୍ୟୁସର୍ସ ନେଟ୍‌ୱର୍କର ସଦସ୍ୟ ରହିଛନ୍ତି। କାନ୍ସ ଫେଷ୍ଟିଭାଲ୍‌ରୁ ଓସ୍କାର ଯାତ୍ରା – ତାଙ୍କ ଜୀବନର…

ସବୁଠି ‘ଜୱାନ୍‌’ଯୋଶ୍‌

ଭୁବନେଶ୍ୱର,୮।୯(ଶର୍ମିଷ୍ଠା ପାଣିଗ୍ରାହୀ): ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜୱାନ୍‌’। ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦେଖିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରେକ୍ଷାଳୟରେ ସକାଳ ୬ଟାରୁ ଲାଗିଛି ଭିଡ଼। ହାଉସ୍‌ଫୁଲ୍‌ ଦର୍ଶକଙ୍କ ସାଙ୍ଗକୁ ତାଳି, ସିଟି, ଡ୍ୟାନ୍ସରେ କମ୍ପିଉଠିଛି ପ୍ରେକ୍ଷାଳୟ।…

‘ମୁଁ କଙ୍ଗନାଙ୍କୁ ଦୁଇ ଚାପୁଡ଼ା ମାରିବାକୁ ଚାହୁଁଛି’

ମୁମ୍ବାଇ: କଙ୍ଗନାଙ୍କ ମନ୍ତବ୍ୟରେ ଜଣେ ଅଭିନେତ୍ରୀ ତାଙ୍କୁ ଚାପୁଡ଼ା ମାରିବା ପାଇଁ କହିଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ମୁଁ କଙ୍ଗନା ରାଣାଓ୍ବତଙ୍କୁ ଭେଟିବାକୁ ଚାହୁଁଛି। କାରଣ ତାଙ୍କୁ ଦୁଇ ଚାପୁଡ଼ା ମାରିବି। ଏପରି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ନୌଶିନ ଶା।…

ଦେଶର ନାମକୁ ନେଇ ବିବାଦ ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି: ବଦଳାଇଲେ ଫିଲ୍ମର ନାମ

ବମ୍ବେ: ଦେଶର ନାମକୁ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରିବାକୁ ଲାଗି ରହିଛି ବିବାଦ। ଏହା ମଧ୍ୟରେ ଅନେକ କଳାକାର ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ଦେଖାଯାଉଛି। ଖିଲାଡି କିଙ୍ଗ ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ରେସ୍କ୍ୟୁ’ର…

‘ମନ୍ନତ’ ତ କେବଳ ଏକ ଝଲକ, ବଲିଉଡ୍‌ ବାଦ୍‌ଶାହା ଶାହାରୁଖଙ୍କ ରହିଛି ଅନେକ ଘର…

ବଲିଉଡ୍‌ର ବାଦ୍‌ଶାହା ହେଉଛନ୍ତି ଶାହାରୁଖ ଖାନ୍‌। ରୋମାଣ୍ଟିକ ହିରୋ ଭାବେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି ସେ। ତାଙ୍କ ଅଭିନୟକୁ ନେଇ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥାଏ। ବାସ୍‌, ଏଥିଲାଗି ମୋଟା ଅଙ୍କର ପାଉଣା ମଧ୍ୟ ନିଅନ୍ତି ସେ। ମୋଟ ଉପରେ…

କିମିଆ କରୁଛି ‘ଯବାନ’ର କାହାଣୀ, ଟୁଇଷ୍ଟ୍‌ ଆଉ ଟର୍ନ ମନ ଜିଣୁଛି

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ଚଳିତ ବର୍ଷ ଆରମ୍ଭରୁ ‘ପଠାନ’ ଜରିଆରେ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛନ୍ତି। ଏବେ ଫିଲ୍ମ ‘ଯବାନ’କୁ ନେଇ ପୁଣି ଚର୍ଚ୍ଚାରେ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ରିଲିଜ ହୋଇଛି ଶାହାରୁଖଙ୍କ ଅଭିନୀତ ଏହି ଫିଲ୍ମ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?