ମନୋରଞ୍ଜନ

ପରିଣୀତିଙ୍କ ହାତ ଧରିବେ ରାଘବ

ମୁମ୍ବାଇ: ଆସନ୍ତା ୨୪ ତାରିଖରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ଲିଡର ରାଘବ ଚଢ଼ାଙ୍କ ବିବାହ ଉତ୍ସବ ରାଜସ୍ଥାନର ଉଦୟପୁରଠାରେ ହେବ। ଏଥିପାଇଁ ଗତ ୧୭ ତାରିଖରୁ ବିବାହ ମହୋତ୍ସବ ଆରମ୍ଭ ହୋଇଯାଇଛି। ଉଦୟପୁରର ପିଛୋଲା ହ୍ରଦ ପାଖରେ…

ସଞ୍ଜୟଙ୍କ ପୁଅ ସାଜିବେ ଟାଇଗର

ମୁମ୍ବାଇ: ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ୍‌ ଫିଲ୍ମ ନିର୍ମାତା ଫିରୋଜ ଏ ନାଡ଼ିଆଡୱାଲା ପୁଣି ଦର୍ଶକଙ୍କ ମନୋରଞ୍ଜନର ଯୋଜନା କରୁଛନ୍ତି। ସେ ଏନେଇ ବଡ଼ ଘୋଷଣା କରିଛନ୍ତି। ବଲିଉଡ୍‌ର ୨ ଭିନ୍ନ ପିଢ଼ିର ଆକ୍ସନ…

ଲାଇଭ୍‌ ପ୍ରୋଗ୍ରାମରେ ଏହି ଅଭିନେତ୍ରୀଙ୍କ ସହ ଘଟିଲା ଏମିତି…

ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରି ଗାୟିକା ତଥା ଅଭିନେତ୍ରୀ ଅକ୍ଷରା ସିଂଙ୍କ ଲୋକପ୍ରିୟତା କୌଣସି ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ କମ୍‌ ନୁହେଁ। ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ବାହାରକୁ ଆସିବା ମାତ୍ରେ ହିଟ୍‌ ହୋଇଯାଏ। ସେ ଯୁଆଡେ ଯାଆନ୍ତି, ହଜାର ହଜାର ସଂଖ୍ୟାରେ…

ସଲମାନଙ୍କୁ ଗାଳି ଦେଇନାହିଁ,ମୋ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିଲା: ସୋମି ଅଲ୍ଲୀଙ୍କ ସଫେଇ…

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସୋମି ଅଲ୍ଲୀ ଖାନ୍‌। ପ୍ରଥମେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ନିଜର କଥିତ ପ୍ରେମିକାମାନଙ୍କୁ ମାର୍‌ପିଟ୍‌ କରିଥିବା ସେ ପୋଷ୍ଟ କରିଥିଲେ। ହେଲେ ଏବେ…

ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି। ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି। ଗୌହର ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ ଏହି ଘଟଣା ଘଟିଛି। ସେ ଏକ୍ସରେ ଏୟାରଲାଇନ୍ସକୁ ଟ୍ୟାଗ କରି…

ଉଦୟପୁରରେ ପରିଣିତି-ରାଘବଙ୍କର ହେବ ଗ୍ରାଣ୍ଡ ଓ୍ବେଲକମ, ସ୍ବାଗତ ପାଇଁ ଲାଗିଲା ବଡ ପୋଷ୍ଟର

ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ କିଛି ଦିନ ମଧ୍ୟରେ ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପାରିଣିତି…

ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ ଟାଇଗର

ମୁମ୍ବାଇ: ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ ଫିଲ୍ମ ନିର୍ମାଣ କରିଥିବା ଫିରୋଜ ଏ ନାଡିଆଡୱାଲା ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ନିକଟରେ ନିର୍ମାତା ଏକ ଧମାକାଦାର ଘୋଷଣା କରିଛନ୍ତି।…

ଜୟାପ୍ରଦାଙ୍କ ନାଁରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ଆବେଦନ ଓ୍ବାଣେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବା ଏବଂ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ…

୧୨ ବର୍ଷ ପରେ ଫେରୁଛି ଏହି ଶୋ’, ସଲମାନଙ୍କୁ ଦେବ ଟକ୍କର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଶୋ’ ବିଗ ବସ୍‌ ସିଜନ-୧୭କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରମାନ ମଲିକଙ୍କ ନାମ ଏହି ଶୋ’ରେ ଫାଇନାଲ ପ୍ରତିଯୋଗୀ ଭାବରେ ନାମ ପ୍ରାୟ ଚୂଡ଼ାନ୍ତ ବୋଲି କୁହାଯାଉଛି। ବର୍ତ୍ତମାନ…

ଗୋଟିଏ ବର୍ଷରେ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଅଭିନେତା ହେଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ଯବାନ ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ କରି ଚାଲିଛି। ଏହି ମୁଭିଟି ବର୍ତ୍ତମାନ ଓ୍ବାର୍ଲଡ ଓ୍ବାଇଡ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗଦେବା ପାଇଁ ଅତି ନିକଟତର ହୋଇଛି। ଏହି ଫିଲ୍ମ ଘରୋଇ ବକ୍ସ…

ସଂଗିତା, ଶାହିନ୍ ଏମିତିକି କଟ୍ରିନାଙ୍କୁ ମଧ୍ଯ ମାରପିଟ୍ କରିଛନ୍ତି ସଲମାନ: ସୋମି ଅଲ୍ଲୀ

ବମ୍ବେ: ବିଗତ ଦିନରେ ଅଭିନେତା ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି। ସେଥିରୁ ଜଣେ ହେଉଛନ୍ତି ସୋମି ଅଲ୍ଲୀ। ଅନ୍ୟ ଅଭିନେତ୍ରୀ ଭାଇଜାନଙ୍କ ସହ ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ପସନ୍ଦ କରୁଥିବା ବେଳେ ସୋମି ଖୋଲାେଖାଲି…

ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?