ମନୋରଞ୍ଜନ

ଏହି କାରଣରୁ ଆଜି ପର୍ଯ୍ୟନ୍ତ କଶ୍ମୀର ଯାଇନାହାନ୍ତି କିଙ୍ଗ୍‌ ଖାନ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ଆଜିକାଲି ତାଙ୍କ ଚଳଚ୍ଚିତ୍ର ‘ଯବାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ୩୫ ବର୍ଷ ଧରି ବଲିଉଡର ଏକ ଅଂଶ ହୋଇ ରହିଆସିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ଟି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅଭିନେତା…

ଜାକଲିନଙ୍କ ଫଟୋରେ କମେଣ୍ଟ ଦେବା ମିକାଙ୍କୁ ପଡ଼ିଲା ମହଙ୍ଗା: ସୁକେଶ ପଠାଇଲେ ଆଇନଗତ ନୋଟିସ

ଅଭିନେତ୍ରୀ ଜାକଲିନ ଫର୍ନାଣ୍ଡିଜଙ୍କ ପ୍ରେମରେ ଏକପ୍ରକାର ଦିଓ୍ବାନା ହୋଇଯାଇଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଜେଲରୁ ଅନେକ ଥର ତାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିଗୁଡ଼ିକରେ ଜ୍ୟାକଲିନଙ୍କ ପ୍ରତି ତାଙ୍କର ପ୍ରେମ ସ୍ପଷ୍ଟ ଦେଖାଯାଏ। ବର୍ତ୍ତମାନ ସୁକେଶ ଏପରି କିଛି କରିଛନ୍ତି, ଯାହା…

ମଦ ନିଶାରେ ଟଳମଳ ହେଲେ ଆମିର, ପ୍ରଶଂସକ କହିଲେ କାହାକୁ ମନେ ପକାଇ…

ବମ୍ବେ: ମଦ ନିଶାରେ ଟଳମଳ ହେଉଛନ୍ତି ବଲିଉଡ୍‌ ଅଭିନେତା ଆମିର ଖାନ୍‌। ତାଙ୍କର ଏଭଳି ଏକ ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ ହେଉଛନ୍ତି ସେ। ବୁଧବାର ଆମିର ଏକ ପାର୍ଟିରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ ସେ ହଠାତ ଝୁଣ୍ଟି…

ନନ୍ଦିତା କିଏ? ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ବିଦ୍ୟୁତ ଜାମଓ୍ବାଲ, କରିସ୍ମାଙ୍କ ପୂର୍ବସ୍ବାମୀଙ୍କ ସହ ରହିଛି ଖାସ୍‌ କନେକ୍ସନ

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ବିଦ୍ୟୁତ ଜାମଓ୍ବାଲ। ଲଣ୍ଡନରେ ପ୍ରେମିକା ନନ୍ଦିତା ମହତାନୀଙ୍କ ହାତ ଧରିବେ ସେ। ୨୦୨୧ରେ ଉଭୟ ନିର୍ବନ୍ଧ କରିସାରିଥିବା ବେଳେ ଏବେ ହଠାତ ବିବାହ ନେଇ ଖବର ଆସିବା ପରେ ବିଦ୍ୟୁତଙ୍କ ପ୍ରଶଂସକ…

ବିଦ୍ୟୁତ ଜାମୱାଲ-ନନ୍ଦିତା ମେହେତାନି କରିବେ ବିବାହ, ଶେହନାଇ ଲଣ୍ଡନରେ…

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ସେପ୍ଟେମ୍ବର ୨୦୨୧ ରେ ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହେତାନୀଙ୍କ ନିର୍ବନ୍ଧ ହୋଇଥିଲା। ଉଭୟ ନିଜ ସମ୍ପର୍କକୁ ଅଫିସିଆଲ କରି ଖବର ହେଡଲାଇନରେ ଥିଲେ। ଅବଶ୍ୟ, ସେମାନଙ୍କ ନିର୍ବନ୍ଧର କିଛି ଦିନ ପରେ, ସେମାନଙ୍କ ଅଲଗା…

‘ବର୍ଡର ୨’ ଅଫର୍‌କୁ ନା କହିଲେ କାର୍ତ୍ତିକ !

ବମ୍ବେ: ‘ଗଦର ୨’ର ସଫଳତା ପରେ ନିର୍ମାତାମାନେ ‘ବର୍ଡ଼ର ୨’ ଆଣିବାକୁ କରୁଛନ୍ତି ଯୋଜନା। ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ବେଳେ ଅଭିନେତା ସନ୍ନି ଦେଓଲଙ୍କ ସହ ଯୁବ କଳାକାରଙ୍କୁ ଯୋଡ଼ାଯିବ। ଏଥିଲାଗି ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ ଆର୍ୟନ। ହେଲେ…

ଫିଜିକ୍ସରେ ଫେଲ୍‌ ହୋଇଥିଲେ ଅମିତାଭ୍‌

ବମ୍ବେ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ରେ ଛାତ୍ରଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଗ୍ରାଜୁଏଶନ ଲାଗି ଫିଜିକ୍ସ(ପଦାର୍ଥ ବିଜ୍ଞାନ)କୁ ବାଛିଥିଲେ। ହେଲେ ଏହି ବିଷୟ ସେତେଟା ସହଜ ନ ଥିଲା। ଏହାକୁ ନେଇ ସେ…

ମା’ ହେଲେ ରୋଚେଲ, ଘରକୁ ଆସିଲା ରାଜକୁମାରୀ

ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଆଉ ଜଣେ ଅଭିନେତ୍ରୀ। ବିଗ୍‌ବସ୍‌ ଏବଂ ଦ କପିଲ ଶର୍ମା ଶୋ’ରେ ନଜର ଆସିଥିବା ରୋଚେଲ ରାଓଙ୍କ ଘରକୁ ରାଜକୁମାରୀ ଆସିଛି। ଏନେଇ ରୋଚେଲ ଏବଂ ସ୍ବାମୀ କିଟ୍‌ ସେକିରା ସୋସିଆଲ ମିଡିଆରେ ପୋଷ୍ଟ…

ରଣବୀର କପୁରଙ୍କୁ ଇଡି ସମନ, ଅକ୍ଟୋବର ୬ ରେ ଅନଲାଇନ ଗେମିଂ ମାମଲାରେ ପଚରାଉଚରା…

ନୂଆଦିଲ୍ଲୀ/ମୁମ୍ବାଇ,୪।୧୦ : ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଳ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ରଣବୀର କପୁରଙ୍କୁ ଇଡିରୁ…

ଅଭିନେତ୍ରୀଙ୍କ କାର୍‌ ଧକ୍କାରେ ୨ ମୃତ

ମୁମ୍ବାଇ,୪।୧୦: ଅଭିନେତା ଗାୟତ୍ରୀ ଯୋଶୀଙ୍କ କାର୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀରେ ଯାତ୍ରା କରୁଥିବା ସମୟରେ ଗାୟତ୍ରୀ ଏବଂ ତାଙ୍କ ସ୍ବାମୀ ବିକାଶ ଓବରୟଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ସମୟରେ ଉଭୟ ସାର୍ଡିନାରେ ଛୁଟି…

ସୁନ୍ଦରୀ ଯେତିକି, ବିବାଦୀୟ ମଧ୍ୟ ସେତିକି; ଏକଦା ଏଫଆଇଆର୍‌ ଯାଏ ପହଞ୍ଚିଥିଲା କଥା

ବମ୍ବେ: ଟେଲିପରଦାର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ୱେତା ତିଓ୍ବାରୀ ଜଣେ। ୪୦ ପାର୍‌ କରିଥିଲେ ସୁଦ୍ଧା ତାଙ୍କଠାରେ ବୟସର ଛାପ ପଡ଼ିନାହିଁ। ଏବେ ବି ସେ ପୂର୍ବଭଳି ଗ୍ଲାମରର୍ସ ଏବଂ ହଟ୍‌ ଲାଗନ୍ତି। ଅଭିନେତ୍ରୀ ନିଜର କାମ ସହ ବ୍ୟକ୍ତିଗତ ଜୀବନକୁ…

ଅକ୍ଟୋବର ୨୬ରୁ ‘କଫି ଉଇଥ୍‌ କରନ୍‌ ସିଜନ ୮’

ବମ୍ବେ: ଆସିବ କଫି ଉଇଥ୍‌ କରନ୍‌ର ନୂଆ ସିଜନ। ସୋସିଆଲ ମିଡିଆରେ ପ୍ରୋମୋ ଶେୟାର କରି ଏନେଇ ଜଣାଇଛନ୍ତି ହୋଷ୍ଟ କରନ୍‌ ଜୋହର। ହଟ୍‌ଷ୍ଟାରରେ ଶୋ’ରର ୮ମ ସିଜନ ଅକ୍ଟୋବର ୨୬ରୁ ଷ୍ଟ୍ରିମ୍‌ ହେବ। ଏହାଛଡ଼ା ଭିଡିଓରେ କରନ୍‌ ‘ନେପୋ ବେବିଜ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?