ମନୋରଞ୍ଜନ

ଜି-୨୦ ବୈଠକ ଯୋଗୁ ଦିଲ୍ଲୀ ଥିଏଟର ରହିବ ବନ୍ଦ, କ୍ଷତି ସହିପାରେ ଶାହାରୁଖଙ୍କ ‘ଜୱାନ’

ମୁମ୍ବାଇ: ‘ପଠାନ’ ପରେ ବଲିଉଡ ଅଭିନେତା ଶାହାରୁଖ ଖାନ ଏବେ ତାଙ୍କ ଫିଲ୍ମ ‘ଜୱାନ’ ସହିତ ଫେରୁଛନ୍ତି। ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଶାହାରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରକୁ ବିଭିନ୍ନ ଉପାୟରେ ପ୍ରମୋଟ କରିବାରେ…

ଇଣ୍ଡିଆକୁ ଭାରତ ଲେଖିବା ନେଇ ଜ୍ୟାକି ଦାଦା ଦେଲେ ଏଭଳି ଜବାବ…

ମୁମ୍ବାଇ : ସମ୍ପ୍ରତିି ଇଣ୍ଡିଆ ବନାମ ଭରତ ବିଷୟରେ ଦେଶରେ ଏକ ନୂଆ ବିତର୍କ ଚାଲିଛି। ବିରୋଧୀଦଳ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଇଣ୍ଡିଆ ଶବ୍ଦକୁ ସମ୍ବିଧାନରୁ ହଟାଇ ଭାରତ ଭାବେ ବଦଳାଇବାକୁ ଯାଉଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତାମାନେ ମଧ୍ୟ ନେତାଙ୍କ…

ଅମିଶାଙ୍କ କନ୍ୟାଦାନ କରିବାକୁ ଚାହୁଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ‘ଗଦର ୨’ର ଅଭିନେତ୍ରୀ ଅମିଶା ପଟେଲ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ କିଛି କହିଛନ୍ତି। ସଞ୍ଜୟ ତାଙ୍କ ପାଇଁ ୨୦ ବର୍ଷ ହେବ ଉପଯୁକ୍ତ ସାଥୀ ଖୋଜୁବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଅମିଶା ସାଦା ସିଧା,…

ଶୁଟିଂ ବେଳେ ଶୁଣିଥିଲେ ଗାଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍‌ ନିକଟରେ ଚଳଚ୍ଚିତ୍ର ‘ମିମି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ କ୍ରୀତି ଏକ ସାକ୍ଷାତ୍‌କାରରେ ତାଙ୍କ ପୁରୁଣା ଦିନକୁ ମନେପକାଇଛନ୍ତି। ସେ ମୁମ୍ବାଇରେ ଗ୍ରାଜୁଏଟ ମ୍ୟାନେଜମେଣ୍ଟ ଆଡ୍‌ମିଶନ ଟେଷ୍ଟ…

ଆୟୁଷ୍ମାନଙ୍କୁ ସଫଳତା ଆଣିଦେଲା ଡ୍ରିମ୍‌ ଗାର୍ଲ ୨: ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗାର୍ଲ ୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ଆୟ କରୁଛି । ଏହି ଚଳଚ୍ଚିତ୍ରଟି ଅଆୟୁଷ୍ମାନଙ୍କ କ୍ୟାରିଅରର ଫ୍ଲପ ଫିଲ୍ମର ସିରିଜକୁ ଶେଷ କରିଛି । ତାଙ୍କୁ ସଫଳତା ଆଣିଦେଇଛି। ଡ୍ରିମ ଗାର୍ଲ ୨କୁ…

ସଞ୍ଜୟ ଦତ୍ତ ଚାହୁଁଥିଲେ କରିଥାଆନ୍ତେ ଅମିଶା ପଟେଲଙ୍କ କନ୍ୟାଦାନ

ମୁମ୍ବାଇ: ବଲିଉଡର ତିନୋଟି ବଡ ତାରକା ଆମୀର ଖାଁ, ସଲମାନ ଖାଁ ଏବଂ ସଞ୍ଜୟ ଦତ୍ତଙ୍କ ସହ କାମ କରିବାର ସୁଯୋଗ ପାଇଥିବା ଅମିଶା ପଟେଲ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ପ୍ରତ୍ୟେକଙ୍କ ଉପରେ ନିଜର ଦୃଷ୍ଟିକୋଣ ସେୟାର କରିଛନ୍ତି।…

ନେଗେଟିଭ ରୋଲ ଖୋଜୁଛନ୍ତି ଆୟୁଷ୍ମାନ!

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ୧୦ବର୍ଷ କ୍ୟାରିୟରର ପ୍ରତ୍ୟେକ ଭୂମିକା ସହିତ ତାଙ୍କର ବହୁମୁଖୀ ପ୍ରତିଭାର ପ୍ରମାଣ ଦେଇଛନ୍ତି। କେବଳ ତାଙ୍କର ପସନ୍ଦ ସଂପୂର୍ଣ୍ଣ ଅସାମ୍ବିଧାନିକ ନୁହେଁ, ବରଂ ସେ ସର୍ବଦା ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।…

ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ବଳ ହେଲେ ଆଲିଆ

ବମ୍ବେ: ଶ୍ୱଶୁରଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା। ଏହି ଅବସରରେ ତାଙ୍କୁ ସ୍ତ୍ରୀ ନୀତୁ କପୁର, ବୋହୁ ଆଲିଆ ଏବଂ ଝିଅ ରିଦ୍ଧିମା ମନେ ପକାଇଥିଲେ। ସୋସିଆଲ…

‘ଆଶିକି -୩’ରେ ନାୟକ ହେବେ କାର୍ତ୍ତିକ!

ବମ୍ବେ: ‘ଲଭ ଆଜକଲ୍‌ ୨’ପରେ ଏବେ ପୁଣିଥରେ ପରଦାରେ ରୋମାନ୍ସ କରିବେ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ସାରା ଅଲ୍ଲି ଖାନ୍‌। ଫିଲ୍ମ ‘ଆଶିକି ୩’ରେ ଉଭୟ ନଜର ଆସି ପାରନ୍ତି। ଟି ସିରିଜ ଅଫିସରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ…

ପୂର୍ବତନ ବୋହୂଙ୍କ କଥା ପଚାରି ବୁଝିଲେ ନାଗାର୍ଜୁନ

ସାଉଥ ସୁପରଷ୍ଟାର ନାଗାର୍ଜୁନ ରିଆଲିଟି ଶୋା ବିଗ ବସ ତେଲୁଗୁ ୭ର ହୋଷ୍ଟ କରିବାକୁ ଯାଉଛନ୍ତି। ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ବିଜୟ ଦେବରାକୋଣ୍ଡା ତାଙ୍କ ଫିଲ୍ମ ‘କୁଶି’ର ପ୍ରମୋଶନ ପାଇଁ ଶୋ’ର ପ୍ରିମିୟରରେ ପହଞ୍ଚି ଥିବାର ଦେଖାଯାଇଛି।…

ଫିଲ୍ମ ରିଲିଜ୍‌ ପୂର୍ବରୁ ଝିଅ ସୁହାନାଙ୍କ ସହ ତିରୁପତି ମନ୍ଦିରରେ ପହଞ୍ଚିଲେ ଶାହରୁଖ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ଜଓ୍ବାନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଆଡଭାନ୍ସ ବୁକିଂ ଦେଖି ଏହା କୁହାଯାଇପାରେ ଯେ ଜଓ୍ବାନ ବଡ଼ ସଂଗ୍ରହ କରିବାକୁ ଯାଉଛି। ଫିଲ୍ମ ରିଲିଜ୍‌…

ଗଣେଶ ଚତୁର୍ଥୀରେ ‘ଚନ୍ଦ୍ରମୁଖୀ ୨’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ବହୁ ପ୍ରତୀକ୍ଷିତ ମୁଭି ‘ଚନ୍ଦ୍ରମୁଖୀ-୨’ ଆସନ୍ତା ଗଣେଶ ଚତୁର୍ଥୀରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର ଚେନ୍ନାଇରେ ରିଲିଜ୍‌ ହୋଇଛ, ଯେଉଁଥିରେ କଙ୍ଗନା ଭିନ୍ନ ଏକ ଲୁକ୍‌ରେ ଦେଖିବାକୁ ମିଳିଛନ୍ତି। ତାଙ୍କର ଏହି ଚରିତ୍ରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri