ମନୋରଞ୍ଜନ

ଆରମ୍ଭ ହେଲା ପରିଣିତି-ରାଘବଙ୍କ ପ୍ରି ଓ୍ବେଡିଂ ଫଙ୍କସନ, କିର୍ତ୍ତନ ପରେ ଏବେ ଚୋପ୍ରା-ଚଢା ଫ୍ୟାମିଲିଙ୍କ ମଧ୍ୟରେ ହେବ କ୍ରିକେଟ ମ୍ୟାଚ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା ଏବେ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ। ଆଉ ମାତ୍ର କେଇ ଦିନ ମଧ୍ୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। କପଲ ୧୩…

ଶବାନା ଆଜମୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନେତ୍ରୀ ଶବାନା ଆଜମୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୮୦ ଏବଂ ୯୦ ଦଶକରେ ନିଜର ଶକ୍ତିଶାଳୀ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ ଶବାନା। ପ୍ରସିଦ୍ଧ କବି କୈଫି ଆଜମିଙ୍କ ପରିବାରରେ ଜନ୍ମ ହୋଇଥିବା…

ଏହି ଦିନ ରିଲିଜ୍‌ ହେବ ରଣବୀରଙ୍କ ଫିଲ୍ମ ‘ଆନିମଲ’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍‌କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି। ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍‌ ତାରିଖ ଆଗକୁ ବଢାଇଉନ୍ତି। ‘ଆନିମଲ’ ଅପେକ୍ଷା କରୁଥିବା ଦର୍ଶକଙ୍କ ପାଇଁ ଏକ…

ଜରିନ ଖାଁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାଁଙ୍କୁ ନେଇ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, କୋଲକାତାର ସିୟାଲଦହ କୋର୍ଟ ଜରିନଙ୍କ ନାମରେ ଏକ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଅଭିନେତ୍ରୀଙ୍କ ନାଁରେ ଏଠାରେ ଏକ କମ୍ପାନୀ ଅଭିଯୋଗ ଦାଖଲ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଲମାନ, ଶାହାରୁଖ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସମଗ୍ର ଦେଶରୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର। କିଙ୍ଗ୍‌ଖାନ ଶାହାରୁଖ…

ବିମାନବନ୍ଦରରେ ନଜର ଆସିଲେ କରୀନାଙ୍କ ପୂରା ପରିବାର

ମୁମ୍ବାଇ: ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ରବିବାର ନଜର ଆସିଛନ୍ତି। କେଉଁଆଡ଼େ ଛୁଟି ମନାଇବା ପାଇଁ ବାହାରିିଥିବା ଅନୁମାନ କରାଯାଉଛି। ସୈଫ୍‌ ଏକ ମେରୁନ୍‌…

ହାତୀ କି ଘୋଡା ନୁହେଁ ଭିନ୍ନ ଏକ ରାଜକୀୟ ଢଙ୍ଗରେ ପରିଣିତିଙ୍କୁ ବିବାହ କରିବାକୁ ଶୋଭାଯାତ୍ରାରେ ଆସିବେ ରାଘବ

ମୁମ୍ବାଇ: ବଲିଉଡ କୁଇନ ପରିଣିତି ଚୋପ୍ରା ଓ ରାଜନେତା ରାଘବ ଚଢା ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ଏମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ସେପ୍ଟେମ୍ବର ୨୪ରେ ଏମାନେ ଉଦୟପୁରରେ ରାଜକୀୟ…

ଆସିବ ‘ଜବ୍‌ ଉଇ ମେଟ୍‌’ ସିକୁଏଲ, ପୁଣି ଏକାଠି ନଜର ଆସିବେ ଶାହିଦ-କରିନା !

ବମ୍ବେ: ଇମ୍‌ତିଆଜ ଅଲ୍ଲିଙ୍କ ଚଳଚ୍ଚିତ୍ର ‘ଜବ ଉଇ ମେଟ୍‌’ ବଲିଉଡର ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏଥିରେ ଶାହିଦ କପୁର ଏବଂ କରିନା କପୁରଙ୍କ ଯୋଡ଼ି ଜବରଦସ୍ତ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟ ଜିତିଥିଲା। ବିଶେଷକରି ‘ଗୀତ୍‌’ ଚରିତ୍ରକୁ ନେଇ ଆକାଶ…

ବିବାହ ପୂର୍ବରୁ ‘ଆର୍‌’ ଟୋପି ପିନ୍ଧିଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୪ ସେପ୍ଟେମ୍ବରରେ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟରେ ପରିଣୀତିଙ୍କୁ…

ପରଦାକୁ ଆସିବ ସିଂଘମ ଏଗେନ୍‌

ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଦର୍ଶକଙ୍କ ପାଇଁ ଫିଲ୍ମ ‘ସିଂଘମ ଏଗେନ୍‌’ ଭେଟି ଦେବାକୁ ଯାଉଛନ୍ତି। ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଅଜୟ ଦେବଗାନଙ୍କ ସମେତ ଅନେକ ତାରକା ପୁଣିଥରେ ‘ସିଂଘମ ଏଗେନ୍‌’ରେ ଦେଖିବାକୁ ଯାଉଛନ୍ତି। ନିକଟରେ ଶୁଭ ମହୁରତ ସମୟରେ…

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ପଠାଉଛନ୍ତି।…

ସଲମାନଙ୍କ ମୋଟ୍‌ ସମ୍ପତ୍ତି କେତେ ଜାଣନ୍ତି…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri