ମନୋରଞ୍ଜନ

ବିପର୍ଯ୍ୟସ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ଆମୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନ୍‌ କିଛି ସମୟ ଧରି ପରଦାରୁ ଦୂରରେ ଅଛନ୍ତି। କୁହାଯାଉଛି ସେ ଏବଂ ନିଜ ପରିବାର ଓ ପିଲାଙ୍କ ସହ ସମୟ ବିତାଉଛନ୍ତି। ଏଥିସହ ସେ ଝିଅର ବିବାହ ପାଇଁ ମଧ୍ୟ ବ୍ୟସ୍ତ ରହିଛନ୍ତି। ଏସବୁ…

ମା’ ହେଲେ ସ୍ବରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ମା’ ହୋଇଛନ୍ତି। ଅଭିନେତ୍ରୀ ସେପ୍ଟେମ୍ବର ୨୩ ଅର୍ଥାତ୍‌ ଶନିବାର ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଅଭିନେତ୍ରୀ ନିଜେ ପ୍ରଶଂସକଙ୍କୁ ଏହି ଖୁସିଖବର ଦେଇଛନ୍ତି। ଫଟୋରେ ସ୍ବରା ତାଙ୍କୁ…

ବିବାହ ପରେ ଦିଲ୍ଲୀରେ ପହଞ୍ଚିଲେ ପରିଣୀତି-ରାଘବ

ମୁମ୍ବାଇ: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ରାଜ୍ୟସଭା ଏମ୍‌ପି ରାଘବ ଚଢ଼ା ଉଦରପୁରର ଲୀଲା ପ୍ୟାଲେସରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବା ପରେ ସୋମବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଉଭୟ ଭାରତୀୟ ପୋଷାକରେ ନଜର ଆସିଛନ୍ତି। ପରିଣୀତି ହଳଦିଆ ରଙ୍ଗର…

ସିନ୍ଦୁର, ମଙ୍ଗଳସୁତ୍ର ପିନ୍ଧି ଶାଶୁ ଘରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରବିବାର ରାଜସ୍ଥାନର ଉଦୟପୁରରେ ଉଭୟଙ୍କ ବିବାହ ହୋଇଛି। ପ୍ରଶଂସକମାନେ ପରିଣୀତିଙ୍କୁ କନ୍ୟା ଏବଂ ରାଘବଙ୍କୁ ବର ବେଶରେ ଦେଖିବାକୁ ବହୁ ଦିନରୁ ଅପେକ୍ଷା କରିଥିଲେ। ବର୍ତ୍ତମାନ…

ଖୁବ୍‌ଶୀଘ୍ର ପରଦାକୁ ଫେରୁଛନ୍ତି ଏହି ସୁପରହିଟ୍‌ ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଯୋଡ଼ି ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି। ଉଭୟଙ୍କର ଲକ୍ଷଲକ୍ଷ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ଉଭୟ ଷ୍ଟାର୍‌ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ବକ୍ସ ଅଫିସରେ ରାଜ୍‌ କରିଥାନ୍ତି। ସଲମାନ…

ଏହି କାରଣରୁ ପରିଣୀତିଙ୍କ ବିବାହରେ ସାମିଲ ହୋଇ ନ ଥିଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଉଦୟପୁରରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତିଙ୍କ ବିବାହରେ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯୋଗ ଦେଇଥିବାବେଳେ ଅଭିନେତ୍ରୀଙ୍କ ମିମି ଦିଦି ଅର୍ଥାତ୍‌…

ବିବାହ ଫଟୋ ଶେୟାର କଲେ ରାଗନୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କରିଥିଲେ। ପ୍ରଶଂସକମାନେ ରାଗନୀତିଙ୍କ ବିବାହ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ସୋମବାର ସକାଳେ ଏହି ନବ ବିବାହିତ ଦମ୍ପତି ଶେଷରେ ସେମାନଙ୍କର ଡ୍ରିମ୍‌ ଓ୍ବେଡିଂର ପ୍ରଥମ…

ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଡିଏଫ୍‌ଏଫ୍‌ବି) ରବିବାର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ଫିଲ୍ମ…

ପରିଣୀତି-ରାଘବଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ

ଆମ ଆଦମୀ ପାର୍ଟି ରାଜ୍ୟସଭା ଏମ୍‌ପି ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତିି ଚୋପ୍ରା ବିବାହ କରିବାକୁ ଯାଉଛନ୍ତି। ଉଭୟ ରବିବାର ଅର୍ଥାତ୍‌ ଆଜି ଉଦୟପୁରର ଲୀଲା ପ୍ୟାଲେସରେ ବିବାହ କରୁଛନ୍ତି। ଏହି ସମୟ ମଧ୍ୟରେ ରାଜନୈତିକ ବ୍ୟକ୍ତିତ୍ୱ ଠାରୁ…

ଗଣପତର ଟିଜର ସେପ୍ଟେମ୍ବର ୨୭ରେ…

ମୁମ୍ବାଇ : ଟାଇଗର ଶ୍ରଫ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଣପତ: ଏ ହିରୋ ଇଜ ବର୍ନ ପାଇଁ କିଛି ସମୟ ପାଇଁ ହେଡଲାଇନରେ ରହିଆସିଛନ୍ତି। ଏହି ଚଳଚ୍ଚିତ୍ରରେ ନିଜର ପାୱାର୍‌ ପ୍ୟାକ ହୋଇଥିବା ଅବତାର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଅଭିନେତା…

ଏହି ଦିନ ହେବ ‘ବିଗ ବସ ୧୭’ର ପ୍ରିମିୟର

ପ୍ରତିବର୍ଷ ପରି ଏଥର ମଧ୍ୟ ‘ବିଗ ବସ’ର ନୂଆ ସିଜିନ୍‌କୁ ନେଇ ଅନେକ ଆଲୋଚନା ହେଉଛି। ପ୍ରଶଂସକମାନେ ଉତ୍ସାହର ସହିତ ‘ବିଗ ବସ ୧୭’ କୁ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ କଲର୍ସ ଟିଭି ଶୋ’ର ଏକ…

ରଣବୀରଙ୍କ ସହ ରୋମାନ୍ସ କରିବେ ରଶ୍ମିକା

ମୁମ୍ବାଇ: ରଣବୀରଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଧାନା। ସୂଚନା ଅନୁଯାୟୀ, ସାଉଥ ଅଭିନେତ୍ରୀ ରଶ୍ମିକା ଖୁବ ଶୀଘ୍ର ଏକ ବଲିଉଡ ମୁଭିରେ ନଜର ଆସିବେ। ଏଥର ରଶ୍ମିକା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri