ଶାହାରୁଖଙ୍କୁ ଘୃଣା କରୁଥିଲେ ସ୍ତ୍ରୀ ଗୌରୀଙ୍କ ମା’; ମୁଣ୍ଡରେ ବନ୍ଧୁକ ଲଗାଇ ଭାଇ କହିଥିଲେ…
ବମ୍ବେ: ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ ଖାନ୍ ଏବଂ ଗୌରୀ ଖାନଙ୍କ ଯୋଡ଼ିକୁ ହିନ୍ଦି ସିନେମାର ସଫଳ ଯୋଡ଼ି ଭାବେ ବିବେଚନା କରାଯାଏ। ଏକ ପାର୍ଟିରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ଗୌରୀଙ୍କୁ ହୃଦୟ ଦେଇ ବସିଥିଲେ ଶାହାରୁଖ।…
ବିଗ୍ବସ୍ ଫେମ୍ ଅର୍ଚ୍ଚନାଙ୍କୁ କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଆକ୍ରମଣ, କିଏ ଭିଡିଲା ଚୁଟି ତ କିଏ ଦେଲା ଧକ୍କା
ବମ୍ବେ: ପୁଣି ଚର୍ଚ୍ଚାରେ ବିଗ୍ ବସ୍ ଫେମ୍ ଅର୍ଚ୍ଚନା ଗୌତମ। ଏଥର ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ ସହ କୋଲ୍ଡଓ୍ବାର୍କୁ ନେଇ ନୁହେଁ ବରଂ କଂଗ୍ରେସ ପାର୍ଟି ଅଫିସ ଭିତରକୁ ଯିବାକୁ ଚେଷ୍ଟା କରି ମାର୍ପିଟ୍ର ସମ୍ମୁଖୀନ ହେବା ଖବର ଶିରୋନାମା…
ପୁଣିଥରେ ପ୍ୟାରେଣ୍ଟସ ହେବେ ବିରୁଷ୍କା!
ମୁମ୍ବାଇ: ବଲିଉଡ ବିୟୁଟି ଅନୁଷ୍କା ଶର୍ମା ଏବଂ ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଦମ୍ପତିଙ୍କ ଝିଅ ଭାମିକା ଭଉଣୀ କିମ୍ବା ଭାଇ ଆଣିବାକୁ ଯାଉଛନ୍ତି। ହଁ, ରିପୋର୍ଟ…
ହଲିଉଡ ଷ୍ଟାରଙ୍କ ସହ ନଜର ଆସିଲେ ଜ୍ୟାକଲିନ
ମୁମ୍ବାଇ: ଶ୍ରୀଲଙ୍କାର ଅଭିନେତ୍ରୀ ତଥା ମଡେଲ ଜ୍ୟାକଲିନ ଫର୍ନାଡିଜ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ବଲିଉଡକୁ କିଛି ହିଟ ମୁଭି ଭେଟିଦେଇ ସେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମେଇବା…
ଦର୍ଶକଙ୍କୁ ପସନ୍ଦ ଆସୁନାହିଁ ‘ଦ ଭ୍ୟାକସିନ୍ ଓ୍ବାର’
ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଭ୍ୟାକସିନ୍ ଓ୍ବାର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସେପ୍ଟେମ୍ବର ୨୮ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଛି, କିନ୍ତୁ ବୋଧହୁଏ ଦର୍ଶକ ଏହି ଫିଲ୍ମକୁ ଅଧିକ…
ବିବାହ ଲେହେଙ୍ଗାରେ ଜେଜେମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି
ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଘବ ଚଢା ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲିଲା ପ୍ୟାଲେସରେ ଦୁଇ ଲଭବାର୍ଡଙ୍କ ବିବାହ ଧୁମ୍ଧାମରେ ଅନୁଷ୍ଠିତ ହୋଇଛି। ତେବେ ବିବାହରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି।…
୨୦୨୫ରେ ରିଲିଜ ହେବ ‘କେଜିଏଫ୍ ୩’
ହାଇଦ୍ରାବାଦ: କେଜିଏଫ୍ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା। ବକ୍ସ ଅଫିସରେ ‘କେଜିଏଫ୍-୨’ ମଧ୍ୟ ସୁପରହିଟ୍ ହେବା ସହ ୧୧୦୦ କୋଟି ବ୍ୟବସାୟ କରିଥିଲା। ଫିଲ୍ମର ଶେଷ ଆଡକୁ ଏହାର ତୃତୀୟ ଭାଗ ଆସିବ ବୋଲି କୁହାଯାଇଥିଲା। ଏବେ…
ଟ୍ରୋଲର୍ଙ୍କୁ ଜବାବ ଦେଲେ ଶେହନାଜ
ବମ୍ବେ: ବିଗ୍ବସ୍ ଭାଗ୍ୟ ବଦଳାଇବା ପରେ ଏବେ ବଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ। ଅକ୍ଟୋବର ୬ରେ ତାଙ୍କ ଫିଲ୍ମ ‘ଥ୍ୟାଙ୍କ ୟୁ ଫର କମିଂ’ ରିଲିଜ ହେବ। ଫିଲ୍ମରେ ସେ ବୋଲ୍ଡ ଲୁକ୍ରେ ନଜର ଆସିବେ,…
ଇମ୍ପ୍ରେସ ହେଲେ ବିଜୟ
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ରଣବୀର କପୁର ଆଜିକାଲି ତାଙ୍କର ଆଗାମୀ ମୁଭି ‘ଆନିମଲ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରଣବୀରଙ୍କ ସହ ଏହି ମୁଭିରେ ମୁଖ୍ୟ ଭୂମିକାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ରଶ୍ମିକା ମନ୍ଦାନା ନଜର ଆସିଛନ୍ତି। ‘ଆନିମଲ’ର…
ଡିସେମ୍ବରରେ ରିଲିଜ ହେବ ସାଲାର
ମୁମ୍ବାଇ: ଶାହରୁଖ ଖାଁଙ୍କ ‘ପଠାନ’ ଏବଂ ‘ଯବାନ’ ବ୍ଲକବଷ୍ଟର ହୋଇସାରିବା ପରେ ଏବେ ଅଭିନେତା ରାଜକୁମାର ହିରାନୀଙ୍କ ମୁଭି ‘ଡଙ୍କି’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏବେ ନିଶ୍ଚିତ ହୋଇଛି ଯେ ଏହି ଖ୍ରୀଷ୍ଟମାସରେ ଶାହାରୁଖ ଖାଁ…
ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର୍ ରିଲିଜ୍
ଶେଷରେ ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ: ଏ ହିରୋ ଇଜ୍ ବର୍ନ’ର ଚମତ୍କାର ଟିଜର ମୁକ୍ତିଲାଭ କରିଛି। ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ’ର ରୋମାଞ୍ଚକର ଟିଜର ରିଲିଜ ହେବା ସହିତ ଫିଲ୍ମକୁ ନେଇ ଦର୍ଶକଙ୍କୁ ଉତ୍ସୁତା ଆହୁରି…
ଏହି ଫିଲ୍ମକୁ ନା କରିଥିଲେ ଐଶ୍ୱର୍ଯ୍ୟା-କାଜଲ, ହଁ କହିଥିଲେ ଅମୀଷା, ଫିଲ୍ମ ହୋଇଥିଲା ବ୍ଲକ୍ବଷ୍ଟର
ମୁମ୍ବାଇ: ବଲିଉଡ୍ରେ ଏପରି ଅନେକ ଷ୍ଟାର୍ ଅଛନ୍ତି, ଯେଉଁମାନେ ନିର୍ମାତାଙ୍କ ସ୍କ୍ରିପ୍ଟ ଶୁଣିବା ପରେ ଅନେକ ଥର ଫିଲ୍ମକୁ ନା କହିଥିଲେ ଏବଂ ସେହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର କରିଥିଲା। ୨୦୦୧ରେ ଅନିଲ ଶର୍ମା ଏକ ଫିଲ୍ମ ଆଣିଥିଲେ, ଯାହା…
Archives


