ତରବରିଆ ଭାବେ ମୁମ୍ବାଇ ପହଞ୍ଚିଲେ ବିରାଟ
ମୁମ୍ବାଇ,୨।୧୦: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ବୋଲି ଖବର ଆସିବା ପରେ ଏବେ ସେମାନେ ହେଡଲାଇନକୁ ଆସିଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମଧ୍ୟ ଦାବି କରିଥିଲା କି…
ଅଦା ଶର୍ମା ‘ଦ ଭ୍ୟାକ୍ସିନ ଓ୍ବାର’ ବିଷୟରେ କିଛି କହିବାକୁ ମନା କଲେ…
ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର’ ପ୍ରେକ୍ଷାଳୟରେ ଚାଲିଛି। ଅନୁପମ ଖେର, ନାନା ପାଟେକର ଏବଂ ପଲ୍ଲବୀ ଯୋଶୀଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହି ସମୟରେ ‘…
ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ…
ଲଣ୍ଡନ,୨।୧୦: ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ ଆରମ୍ଭ ହୋଇଛି। ଏଥିରେ ଅନେକ ଭାରତୀୟ ସଙ୍ଗୀତ ଏବଂ ନୃତ୍ୟ କଳା ପ୍ରଦର୍ଶିତ ହେବ। ଚରିତ୍ରଗୁଡ଼ିକରେ ସାରା ବିଶ୍ୱରୁ ଅଭିନେତାମାନେ ସାମିଲ ହେବେ। ଏହି ମ୍ୟୁଜିକାଲ ଆସନ୍ତା ସପ୍ତାହରେ ବାରବିକାନ ଥିଏଟରରେ ବ୍ରିଟେନରେ…
ଡାକିଆଣି ନାଟକ ଦେଖାଇ କରତାଳି ନେବାରେ ଲାଭ ନାହିଁ
ନାଟକ, ସାହିତ୍ୟ ଓ ସିନେମା କ୍ଷେତ୍ରରେ ଶଙ୍କର ତ୍ରିପାଠୀ ହେଉଛନ୍ତି ଜଣେ ଜଣାଶୁଣା ନାମ। ଏହି ୩କ୍ଷେତ୍ରରେ ତାଙ୍କର ଅନନ୍ୟ ସୃଷ୍ଟି ଲୋକଙ୍କ ପାଖେ ତାଙ୍କୁ ପରିଚିତ କରିଛି। ୧୯୭୮ରେ ତାଙ୍କର ପ୍ରଥମ ନାଟକ ‘ପୃଥିବୀ ଶରଶଯ୍ୟା’ ମଞ୍ଚସ୍ଥ ହୋଇଥିଲା। ରାଜୁ…
ଅଜୟ ଦେବଗନଙ୍କ ଭାଗ୍ୟ ବଦଳାଇଥିଲା ଏହି ଫିଲ୍ମ
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତା ଅଜୟ ଦେବଗନଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଦୀର୍ଘ ୩୦ବର୍ଷ ଧରି ସେ ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଅଦ୍ୟାବଧି ସେ ନିଜ କ୍ୟାରିୟରରେ ବକ୍ସ ଅଫିସରେ ଏକାଧିକ ଫିଲ୍ମ ଦେଇଛନ୍ତି,…
ଦମ୍ପତିଙ୍କ ଉପରେ କାର୍ ମାଡ଼ିଯିବା ଘଟଣା: ଗିରଫ ହେଲେ କନ୍ନଡ ଅଭିନେତା
ବେଙ୍ଗାଲୁରୁ,୧।୧୦: ଗାଡ଼ି ଦୁର୍ଘଟଣା ମାମଲାରେ କନ୍ନଡ ଅଭିନେତା ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ବେଙ୍ଗାଲୁରୁର ଏକ ରାସ୍ତା ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ ନାଗଭୂଷଣଙ୍କ କାର୍ ମାଡ଼ି ଯାଇଥିଲା। କାର ଦୁର୍ଘଟଣାରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ…
ମୁମ୍ବାଇ : କନ୍ନଡ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକଙ୍କୁ ଏହା ଉତ୍ସାହିତ କରିଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବର ୧୯…
ଅକ୍ଟୋବରରେ ରିଲିଜ ହେବ ‘ତେଜସ’, ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା
ମୁମ୍ବାଇ: ଏବେ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବକ୍ସ ଅଫିସରେ ଧମାଲ କରୁଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ତେଜସ’ ଅକ୍ଟୋବରରେ ମୁକ୍ତିଲାଭ କରିବ ଯେଉଁଥିରେ ଅଭିନେତ୍ରୀ ପୁଣି ଥରେ ଏକ ଦମଦାର ଚରିତ୍ରରେ ଅଭିନୟ କରିବେ।…
ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ କାର୍ ଚଢ଼ାଇଦେଲେ ଅଭିନେତା, ମହିଳାଙ୍କ ମୃତ୍ୟୁ
ଦକ୍ଷିଣ ଭାରତୀୟ ସିନେମାର ଅଭିନେତା ନାଗାଭୂଷଣ ବାଙ୍ଗାଲୋରରେ ଫୁଟପାଥରେ ଚାଲୁଥିବା ଏକ ଦମ୍ପତିଙ୍କ ଉପରେ କାର୍ ଚଢ଼ାଇବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁର୍ଘଟଣାରେ ମହିଳାଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପାର୍ଟନର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ…
ଅମିତାଭଙ୍କ ୮୧ ତମ ଜନ୍ମଦିନ ପୂର୍ବରୁ ନିଲାମ ହେବ ତାଙ୍କ ସ୍ମୃତିର କିଛି ବସ୍ତୁ!
ମୁମ୍ବାଇ: ସଦି କେ ମହାନାୟକ ଅମିତାଭ ବଚ୍ଚନ ୧୧ ଅକ୍ଟୋବର ୨୦୨୩ରେ ୮୧ ବର୍ଷରେ ପଦାର୍ପଣ କରିବେ। ଏହି ଅବସରରେ ଏକ ଭିନ୍ନ ଢଙ୍ଗରେ ତାଙ୍କ ସ୍ମୃତିର କିଛି ବସ୍ତୁକୁ ନିଲାମ ମାଧ୍ୟମରେ ଉତ୍ସବ ପାଳନ କରାଯିବ। ଏହି ଉତ୍ସବ ପୂର୍ବରୁ…
‘ଘୋଷ୍ଟ’ର ଟ୍ରେଲର ରିଲିଜ୍
କନ୍ନଡ ସୁପରଷ୍ଟାର ଶିବକୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ୍ ହୋଇଛି। ଆକ୍ସନ ପ୍ୟାକ ହୋଇଥିବା ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକ ଫିଲ୍ମକୁ ନେଇ ଉତ୍ସାହିତ ହୋଇପଡିଛନ୍ତି। ଟ୍ରେଲରରେ ଶିବକୁମାରଙ୍କ ଆକ୍ସନ-ପ୍ୟାକ…
ଗୋଟିଏ ବର୍ଷରେ ୩୯ ଫିଲ୍ମ କରିଥିଲେ ଏହି ଅଭିନେତା
ମୁମ୍ବାଇ: ଅଭିନୟ ଦୁନିଆରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଏପରି କାର୍ଯ୍ୟ କରିଛନ୍ତି, ଯାହାଙ୍କୁ ମୃତ୍ୟୁ ପରେ ମଧ୍ୟ ସେମାନେ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ଏହିପରି ଜଣେ ଅଭିନେତା ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସୁପରଷ୍ଟାର ପ୍ରେମ୍…
Archives


