ମନୋରଞ୍ଜନ

ମୋ ଝିଅ ମୋ ପାଇଁ ଲକି ଚାର୍ମ: ଆତିଫ ଅସଲମ

ମୁମ୍ବାଇ: ପ୍ଲେ ବ୍ୟାକ ସିଙ୍ଗର ଆତିଫ ଅସଲମ ମ୍ୟୁଜିକ ଓ୍ବାର୍ଲଡରେ ୨୦ବର୍ଷର ଏକ ଦୀର୍ଘ ଯାତ୍ରା ଶେଷ କରିଛନ୍ତି । ଗ୍ଲୋବାଲ ସିଙ୍ଗିଙ୍ଗ ଆଇଡଲ ଭାବରେ ପ୍ରସିଦ୍ଧ ଆତିଫ ଅସଲମ ତାଙ୍କର ଉତ୍କୃଷ୍ଟ ଗୀତ ସହିତ ଦର୍ଶକଙ୍କର ଖୁବ ମନୋରଞ୍ଜନ...

ମାଆଙ୍କ ପାଇଁ କାମ ମାଗୁଛନ୍ତି ଇଶା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ନାମି ନାୟିକା ହେମାମାଳିନି କିଛି ଦଶକ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ। କେବଳ ଅଭିନୟ ନୁହେଁ ରାଜନୀତିରେ ବି ହେମା ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ଫିଲ୍ମି...

ଉର୍ଫିଙ୍କୁ ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ

ବମ୍ବେ: ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଆଉ କେତେବେଳେ କାର୍‌, ସର୍ବଦା ତାଙ୍କୁ ଭିନ୍ନ ଜିନିଷ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରିଥିବା ଦେଖାଯାଏ। ଏବେ...

କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର, କାରଣ…

ମୁମ୍ବାଇ: ବଲିଉଡ୍‌ରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାନ୍‌ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ପୂର୍ବେ ତାଙ୍କ ସହ ଏମିତି କିଛି ଘଟିଥିଲା,...

‘ଯବାନ ଲାଗି ଟଙ୍କାଟିଏ ବି ନେଇନାହିଁ’

ବମ୍ବେ: ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସହ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଦୀପିକା ପାଦ୍ୟୁକୋନ। ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ହିଟ୍‌ ହୋଇଥିଲା। ସେବେଠାରୁ ଦୁହେଁ ଦୁହିଁଙ୍କୁ ‘ଲକି ଚାର୍ମ’...

ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା

ମୁମ୍ବାଇ: ନାଗା ଚୈତନ୍ୟ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତା। ସେ ଫିଲ୍ମ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ତେବେ ନାଗା ୨୦୧୭ରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ...

‘ରାଜନୀତି ମୋ ଦୁନିଆ ନୁହେଁ’

ପ୍ରସିଦ୍ଧ ହିନ୍ଦୀ ସିନେମା ଅଭିନେତା ସନ୍ନି ଦେଓଲ ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଥିଲେ। ଗତ ମାସରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର-୨ ବକ୍ସ ଅଫିସରେ ଏକ ବଡ଼ ସଫଳତା ପାଇ ୫୦୦...

ବଲିଉଡ୍‌ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ଏସ୍‌ଟିଏ ଟୋକନ କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ବଲିଉଡ ଷ୍ଟାର୍‌ ଗୋବିନ୍ଦାଙ୍କୁ...

ସ୍ପାଇ ଥ୍ରୀଲର ‘ଖୁଫିୟା’ରେ ନଜର ଆସିବେ ତବ୍ବୁ

ମୁମ୍ବାଇ: ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ମୁଭି ‘ଖୁଫିୟା’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ନିକଟରେ ଏହି ମୁଭିର ଘୋଷଣା ସହ ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଝଲକ ଦେଖାଯାଇଥିଲା। ଆଉ ଗୁରୁବାର ଅର୍ଥାତ୍‌...

ସୁପରଷ୍ଟାରଙ୍କ ଫ୍ଲପ୍‌ କନ୍ୟା, ଗୋଟିଏ ବର୍ଷରେ କିଣିଲେଣି ୨ ଫ୍ଲାଟ୍‌

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ ନିକଟରେ କିଣିଥିବା ତାଙ୍କ ନୂଆ ଆପାର୍ଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାରଣ ସୋନାକ୍ଷୀ ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ଘର କିଣିସାରିଲେଣି। ସୋନାକ୍ଷୀ ମୁମ୍ବାଇର ବାନ୍ଦ୍ରା...

ଅଭିନେତା ରିଓ କାପାଡିଆଙ୍କ ପରଲୋକ

ଭେଟେରାନ ଅଭିନେତା ରିଓ କାପାଡିଆ ଆଉ ନାହାଁନ୍ତି। ସୁପରହିଟ ଫିଲ୍ମ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ରିଓ ଆଜି ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬...

ଅମୀରଙ୍କଠାରୁ ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ କିରଣ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଦ୍ୱିତୀୟ ସ୍ତ୍ରୀ କିରଣ ରାଓ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି। ତାଙ୍କ କଥା ଶୁଣି ପ୍ରଶଂସକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୦୦୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri