ବିକ୍ରାନ୍ତଙ୍କ ଅଭିନୟ ମନ ଜିଣିଲା, ଆଗାମୀ ଫିଲ୍ମରେ କାଷ୍ଟ କରିବେ ରାଜକୁମାର ହିରାନୀ !
ବମ୍ବେ: ଚଳଚ୍ଚିତ୍ର ‘ଟୁଏଲ୍ଭଥ୍ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ଫିଲ୍ମନିର୍ମାତା ରାଜକୁମାର ହିରାନୀ। ସେ ବିକ୍ରାନ୍ତଙ୍କୁ ନିଜର ଆଗାମୀ ଫିଲ୍ମରେ ନେବା ଲାଗି…
ବିଗ ବସ୍ରେ ଏଣ୍ଟ୍ରି କରିବେ ଦବଙ୍ଗ ଲେଡି
ରିଅଲିଟି ଶୋ’ ବିଗ ବସ ଆଜିକାଲି ସବୁଠାରୁ ଚର୍ଚ୍ଚିତ ଶୋ’। ଏବେ ଏହି ଶୋ’କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। ବର୍ତ୍ତମାନ ଏହି ଶୋ’ରେ ଦୁଇଟି ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେବାକୁ ଯାଉଛି। ନିକଟରେ ସାମର୍ଥ ଜୁରେଲ ୱାଇଲ୍ଡ କାର୍ଡ…
ଐଶ୍ୱର୍ଯ୍ୟାଙ୍କଠାରୁ ଆରମ୍ଭ କରି ଶାହାରୁଖଙ୍କ ଯାଏ, ଏହି ସ୍କୁଲରେ ପଢ଼ିଥାନ୍ତି ବଲିଉଡ୍ର ଷ୍ଟାରକିଡ୍ସ, ଫିସ୍ ଜାଣିଲେ ଚକିତ ହେବେ
ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଲୋକ, ସମସ୍ତେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହିଁଥାନ୍ତି। ଯେତେବେଳେ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ଟଙ୍କା ହାତରେ ଥାଏ ତେବେ ଆକାଶ ବି ହାତ ମୁଠାରେ ଭଳି ଲାଗେ। ଆଜକୁ ୨୦…
ଭିଡିଓକୁ ନେଇ ଜୋର୍ରେ ରାଗିଗଲେ ରଶ୍ମିକାଙ୍କ ପ୍ରେମିକ, କହିଲେ ଏମିତି କଥା…
ମୁମ୍ବାଇ: ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କର ଡିପ୍ଫେକ୍ ଭିଡିଓ ଦେଖିବା ପରେ ଷ୍ଟାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ରଶ୍ମିକାଙ୍କର ଏକ…
ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଡିପ୍ଫେକ୍ର ଶିକାର ହେଲେ ସାରା ତେନ୍ଦୁଲକର
ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ସାରାଙ୍କ ଏକ ନକଲି ଫଟୋଶପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ…
ହାତରେ ବନ୍ଧୁକ ଧରି ନଜର ଆସିଲେ କରୀନା
ମୁମ୍ବାଇ: ଅଜୟ ଦେବଗନ, ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। ଗତ ମାସରେ ଏହି ଷ୍ଟାର୍ମାନେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ ଶୁଟିଂ ଆରମ୍ଭ କରିଥିଲେ। ଯାହାର…
ପୂର୍ବତନ ପ୍ରେମିକଙ୍କ ସହ ପ୍ୟାଚ୍ଅପ୍ କରିନେଲେ କି ସୁସ୍ମିତା? ଦୀପାବଳି ପାର୍ଟିରେ ହାତ ଧରି ଏଣ୍ଟ୍ରି କରିବା ପରେ ଚର୍ଚ୍ଚା ବଢ଼ିଲା…
ବମ୍ବେ: ଅଭିନୟକୁ ନେଇ କମ୍ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ। କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଖବର ଶିରୋନାମାରେ ରହିଆସିଛନ୍ତି ସେ।…
ଜାହ୍ନବୀଙ୍କୁ ପ୍ରେମିକ କହିଲେ- ‘ମୁଁ କେବଳ ତୁମର’
ବମ୍ବେ: ଆଗରୁ ଲୁଚାଛପାରେ ଚାଲିଥିଲା ପ୍ରେମ। ହେଲେ ଏବେ ଖୋଲାଖୋଲି ଭାବେ ଏହାକୁ ସ୍ବୀକାର କରିଛନ୍ତି ବଲିଉଡ୍ ଡିଭା ଜାହ୍ନବୀ କପୁର। ଶିଖର ପହରିଆଙ୍କ ପ୍ରେମରେ ପଡ଼ିଛନ୍ତି ସେ। ପୂର୍ବରୁ ଅନେକ ଥର ଦୁହିଁଙ୍କୁ ଏକାଠି ଦେଖାଯାଇଥିଲେ ହେଁ ସମ୍ପର୍କ ଉପରେ…
୨ ସପ୍ତାହରେ ଚର୍ବି କମାଇଥିଲେ ସାରା
ମୁମ୍ବାଇ: ସାରା ଅଲ୍ଲି ଖାନ୍ ହେଉଛନ୍ତି ବଲିଉଡ୍ର ଜଣେ ଫିଟ୍ ଏବଂ ଗ୍ଲାମରସ୍ ଅଭିନେତ୍ରୀ। ସେ ନିଜକୁ ଫିଟ୍ ରଖିବାକୁ ବହୁ ପରିଶ୍ରମ କରିଥାନ୍ତି। ତେବେ ସେ ନିକଟରେ କହିଛନ୍ତି, ମଝିରେ ଥରେ ସେ ଛୁଟିରେ ଯିବା କାରଣକୁ ତାଙ୍କ ପେଟରେ…
ଅନୁଭବ କାହା ଉଦ୍ଦେଶ୍ୟରେ ଲେଖିଲେ ‘ଡିଅର ମିଷ୍ଟର ରେକର୍ଡିଂ…’; ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଲା…
ଭୁବନେଶ୍ୱର: ଓଲିଉଡରେ ଚାଲିଥିବା ବିବାଦ ମଧ୍ୟରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଉକ୍ତ ପୋଷ୍ଟଟିକୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଅଭିନେତା ମନୋଜ ମିଶ୍ରଙ୍କୁ…
ବାମ ହାତରେ ତୁଳସୀଙ୍କୁ ଜଳ ଅର୍ପଣ କରି ଟ୍ରୋଲ ହେଉଛନ୍ତି ବିଗ୍ବି
ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ପ୍ରତିଦିନ ସେ ନିଜର କିଛି ଫଟୋ ନଚେତ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି। ହେଲେ ଏବେ ସେ ନିଜର ଏକ ପୋଷ୍ଟକୁ ନେଇ…
Honey Singh Divorce: ବିବାହର ୧୨ ବର୍ଷ ପରେ ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ହନି ସିଂହ
ନୂଆଦିଲ୍ଲୀ,୭/୧୧: ବଲିଉଡର ବହୁ ଚର୍ଚ୍ଚିତ ଗାୟକ ହନି ସିଂହ ଗତ କିଛି ବର୍ଷ ହେବ ତାଙ୍କର ବୈବାହିକ ସମ୍ପର୍କକୁ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଏହି ଖବର ଉପରେ ଅପଡେଟ ଆସିଛି। ହନି ସିଂହ ଏବଂ ତାଙ୍କର ସ୍ତ୍ରୀ ଶାଳିନୀଙ୍କ ମଧ୍ୟରେ ଛାଡପତ୍ରକୁ…
Archives


