ମନୋରଞ୍ଜନ

ବୟଫ୍ରେଣ୍ଡ ଜ୍ୟାକିଙ୍କୁ ବିବାହ କରିବେ ରକୁଲପ୍ରୀତ!

ମୁମ୍ବାଇ: ଅନେକ ବଲିଉଡ ସେଲିବ୍ରିଟି ୨୦୨୪ରେ ବିବାହ କରିବାକୁ ଯାଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି…

ପିଲାଙ୍କ ସହ ନୂଆବର୍ଷ ପାଳିଲେ ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଅଟନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରନ୍ତି। ଏହା ସହିତ ସେ ନିଜ…

ନୂଆ ଘର କିଣିଲେ ଜନ ଆବ୍ରାହମ: ଦାମ୍‌ ଜାଣିଲେ…

ଗତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ପ୍ରପର୍ଟିରେ ବିନିଯୋଗ କରିଥିଲେ। ଆଲିଆ ଭଟ୍ଟଙ୍କଠାରୁ ଅନନ୍ୟା ପାଣ୍ଡେ ପର୍ଯ୍ୟନ୍ତ ନୂଆ ଆପାର୍ଟମେଣ୍ଟ କିଣିଥିଲେ। ବର୍ତ୍ତମାନ ‘ପଠାନ’ ଅଭିନେତା ଜନ ଆବ୍ରାହମ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ଜନ ମୁମ୍ବାଇର ଲିଙ୍କିଂ ରୋଡରେ…

କେବଳ ଭଡାରୁ ଅମିତାଭ ଆୟ କରୁଛନ୍ତି ୨ କୋଟି

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଶୋହରତର ଉଁଚାଇକୁ ଛୁଇଁ ସାରିଛନ୍ତି। ଏହା ପରେ, ତାଙ୍କ ଜୀବନରେ ଏକ ସମୟ ଆସିଥିଲା ଯେତେବେଳେ ସେ ଅର୍ଥାଭାବର ସମ୍ମୁଖୀନ ହୋଇଥିଲେ। ତାଙ୍କର ପ୍ରଡକଶନ କମ୍ପାନୀ ଏବିସିଏଲ ନ ଚାଲିବା ହେତୁ ସେ ଋଣରେ…

ସ୍ତ୍ରୀଙ୍କ ଗୁମର ଖୋଲିଦେଲେ କେଏଲ୍‌ ରାହୁଲ

ନୂଆଦିଲ୍ଲୀ,୩୧।୧୨: ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି। କେଏଲ ରାହୁଲ ପ୍ରକାଶ କରିଛନ୍ତ, ବିଶ୍ୱକପ…

ଦକ୍ଷିଣଆଫ୍ରିକାରେ ନୂଆବର୍ଷ ପାଳିବେ ବିରୁଷ୍କା

ମୁମ୍ବାଇ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକଙ୍କର ପ୍ରିୟ ଦମ୍ପତି। ଏହି ଦମ୍ପତି ନିଜ ନିଜ ବୃତ୍ତିରେ ବ୍ୟସ୍ତ ତଥାପି ସେମାନଙ୍କ ବଣ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶୁଣିବାକୁ ମିଳିୁଛି। ସୋସିଆଲ…

ବିବାହକୁ ନେଇ କନଫ୍ୟୁଜନରେ ଅଛନ୍ତି ମଲାଇକା

ମୁମ୍ବାଇ: ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ…

ଦ୍ୱିତୀୟ ସ୍ତ୍ରୀଙ୍କ ସହ ହନିମୁନ୍‌ରେ ବାହାରିଲେ ଅରବାଜ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ମେକଅପ୍‌ କଳାକାର ଶୌରା ଖାନ୍‌ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍‌ ପାଇଁ ବାହାରିଛନ୍ତି। ଶନିବାର ତାଙ୍କୁ ସ୍ତ୍ରୀଙ୍କ…

ରଣବୀରଙ୍କ ସହ କାମ କରିବାକୁ ଚାହାନ୍ତି ଶେହନାଜ

ମୁମ୍ବାଇ: ବିଗ୍‌ ବସ୍‌ ସିଜନ-୧୩ ଫେମ୍‌ ତଥା ବଲିଉଡ୍‌ ଅଭିନେତ୍ରୀ ଶେହନାଜ ଗିଲ୍‌ ଚଳିତବର୍ଷ ସଲ୍‌ମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଜରିଆରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। ଏଥିରେ ତାଙ୍କୁ ଦର୍ଶକଙ୍କଠାରୁ ବେଶ୍‌ ଭଲପାଇବା…

ଗୀତ ଗାଇବେ ଆମିର

ମୁମ୍ବାଇ: ଭେଟେରାନ ଅଭିନେତା ଆମୀର ଖାନ ତାଙ୍କର ତିନି ଦଶନ୍ଧି ଧରି କ୍ୟାରିଅରରେ କ୍ରମାଗତ ଭାବରେ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଭିନ୍ନ ଭିନ୍ନ ମୁଭି ଭେଟିଦେଇ ସେ କେବଳ ଦର୍ଶକଙ୍କୁ ଆକର୍ଷିତ କରନ୍ତି ନାହିଁ ବରଂ ବକ୍ସ ଅଫିସ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ, ସୋସିଆଲ ମିଡିଆରେ ଖୁସି ଜାହିର କଲେ ଅଭିନେତ୍ରୀ ରଶ୍ମିକା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଯିଏ କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍‌କମ ସମୟ ମଧ୍ୟରେ ରଶ୍ମିକା ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଅଭିନେତ୍ରୀ ଏହି ବର୍ଷ ଇଣ୍ଡଷ୍ଟ୍ରିରେ ୭ ବର୍ଷ…

ଦୁହ୍ଲନିୟା-୩ରେ ଧମାଲ କରିବେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ଦମଦାର ଅଭିନୟ ପାଇଁ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କ କ୍ୟାରିୟରରେ ଅନେକ ହିଟ ମୁଭି ଦେଇଛନ୍ତି। ‘ହମ୍ପ୍ଟି ଶର୍ମା କି ଦୁହ୍ଲନିଆ’ ଏବଂ ‘ବଦ୍ରିନାଥ କି ଦୁହ୍ଲନିଆ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?