ମନୋରଞ୍ଜନ

ମୃଣାଳଙ୍କୁ ଡେଟ୍‌ କରୁଛନ୍ତି ରାପର ବାଦ୍‌ଶାହା! ଦୀପାବଳି ପାର୍ଟିରେ ହାତରେ ହାତ ଛନ୍ଦି ବୁଲୁଥିବା ବେଳେ…

ବମ୍ବେ: ଲୋକପ୍ରିୟ ରାପର ବାଦ୍‌ଶାହା ପଡ଼ିଛନ୍ତି ପ୍ରେମରେ। ତାଙ୍କ ମନର ନାୟିକା ଆଉ କେହି ନୁହନ୍ତି ବରଂ ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ ହାତରେ ହାତ ଛନ୍ଦି ବୁଲୁଥିବାର ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା…

ବିଜୟଙ୍କ ସହ ଦୀପାବଳି ପାଳିଲେ ତମନ୍ନା

ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହେଉଛି। ବିଜୟ ତାଙ୍କ ପ୍ରେମକୁ ଖୋଲାଖୋଲି ପ୍ରକାଶ କରିବା ପରେ ସେମାନେ ଏବେ ପ୍ରଶଂସକଙ୍କ ପସନ୍ଦର ଯୋଡ଼ି ପାଲଟିଛନ୍ତି। ଏବେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ…

ଚର୍ଚ୍ଚାରେ ବିଜୟ ତମନ୍ନାଙ୍କ ଏଣ୍ଟ୍ରି

ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହେଉଛି। ବିଜୟ ତାଙ୍କ ପ୍ରେମକୁ ଖୋଲାଖୋଲି ପ୍ରକାଶ କରିବା ପରେ ସେମାନେ ଏବେ ପ୍ରଶଂସକଙ୍କ ପସନ୍ଦର ଯୋଡ଼ି ପାଲଟିଛନ୍ତି। ଏବେ ଦୁହିଁଙ୍କର ଏକ ଭିଡିଓ…

ରେକର୍ଡ ଭାଙ୍ଗିଲେ ସଲମାନ, ପ୍ରଥମଦିନରୁ ହିଟ୍‌

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ଦୀପାବଳିରେ ରିଲିଜ ହୋଇଛି। ଏହା ପ୍ରଥମ ଦିନରୁ ହିଁ ଜବରଦସ୍ତ ହୋଇଛି। ୨୦୨୩ ଇଦ୍‌ ସଲମାନଙ୍କ ପାଇଁ ଫିକା ପଡ଼ିଥିବା ବେଳେ ଦୀପାବଳିରେ ଧମାକା କରିଛନ୍ତି। କାରଣ…

ଟ୍ରୋଲ ହେଲେ ହିନା

ମୁମ୍ବାଇ: ଗତକାଲି ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥିଲା। ଏହାର କ୍ରେଜ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରେଟମାନଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା…

ସଲମାନ ଖାନଙ୍କ ଫିଲ୍ମ ଦେଖି ହଲ୍‌ ଭିତରେ ବାଣ ଫୁଟାଇଲେ ପ୍ରଶଂସକ, ହେଲା କାର୍ଯ୍ୟାନୁଷ୍ଠାନ ଦାବି

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩’ ରବିବାର ରିଲିଜ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଛନ୍ତି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା…

ଅଙ୍କିତା-ଭିକିଙ୍କ ମଧ୍ୟରେ ଝଗଡା: ବିଗବସ୍‌ ସିଜିନ ୧୭ ପାଲଟିଲା ଦମ୍ପତିଙ୍କ ପାଇଁ ଯୁଦ୍ଧ କ୍ଷେତ୍ର…

ମୁମ୍ବାଇ : ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ’ଟାଇଗର ୩’ ଅଭିନେତା ସଲମାନ ଖାନଙ୍କ ବିବାଦୀୟ ରିୟଲିଟି ଶୋ ‘ବିଗ ବସ ୧୭’ ଧୀରେ ଧୀରେ କିଛି ପ୍ରତିଯୋଗୀଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଶୋ’ରେ ଥିବା ଦମ୍ପତିମାନଙ୍କ ମଧ୍ୟରେ…

ତମନ୍ନା ଭାଟିଆ-ବିଜୟ ବର୍ମା ପାର୍ଟିରେ କଲେ ରୋମାଣ୍ଟିକ ଏଣ୍ଟ୍ରି, ଭିଡିଓ ଭାଇରାଲ…

ମୁମ୍ବାଇ : ସମ୍ପ୍ରତି ବି-ଟାଉନର ନୂଆ ପ୍ରେମ ପକ୍ଷୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ଆୟୋଜିତ ଦିୱାଲୀ ପାର୍ଟିରେ ତାରକାଙ୍କ ସମାବେଶ…

ଦୀପାବଳିରେ ପ୍ରଥମ ରଙ୍ଗୋଲି କଲେ ପିସିଙ୍କ କୁନି ଝିଅ ମାଳତୀ, ଫଟୋ ଦେଖି ପ୍ରଶଂସକ କହିଲେ ‘wow’

ବମ୍ବେ: ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ହୋଲି ହେଉ କି ଦୀପାବଳି ସେ ବେଶ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ…

ଲୋକପ୍ରିୟ ଓ୍ବେବ ସିରିଜ ‘ଫୌଦା’ର କ୍ରୁ ମେମ୍ବର ମାତନ ମିରଙ୍କ ପରଲୋକ, ହମାସ ବିରୋଧରେ ଲଢୁଥିଲେ ଯୁଦ୍ଧ

ତେଲ ଆଭିଭ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଥି ସହିତ, ଗାଜାରେ ହୋଇଥିବା ଅପରେସନ ସମୟରେ ଇସ୍ରାଏଲର ଲୋକପ୍ରିୟ ୱେବ ସିରିଜ…

କରୀନାଙ୍କ ଦିଓ୍ବାଲୀ ପାର୍ଟି, ଯୋଗଦେଲେ ବି’ ଟାଉନର ଏସବୁ ଷ୍ଟାର୍‌

ମୁମ୍ବାଇ: ବର୍ତ୍ତମାନ ଦେଶର ଚାରିଆଡ଼େ ଦୀପାବଳି ଉତ୍ସବ ପାଳନ କରାଯାଉଛି। ସମସ୍ତେ ଏହି ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ଏହି ଉତ୍ସାହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ସେମାନଙ୍କର ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର ଲୋକମାନଙ୍କ ପାଇଁ…

ଘର କିଣିଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଲାଇମଲାଇଟ୍‌ରେ ଅଛନ୍ତି। ଧନ୍‌ତେରସ ଅବସରରେ ଅନନ୍ୟା ନିଜ ପାଇଁ ଏକ ଘର କିଣି ଗୃହ ପ୍ରବେଶ କରିଛନ୍ତି। ସେ ପୂଜା କରୁଥିବା ଫଟୋ ସୋସିଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri