ମନୋରଞ୍ଜନ

ଓ୍ବେଟର ହେଲେ ଉର୍ଫି, ରେଷ୍ଟୁରାଣ୍ଟରେ ବୁଲି ବୁଲି କରୁଛନ୍ତି କାମ, ଭିଡିଓ ଭାଇରାଲ

ଉର୍ଫି ଜାବେଦ ସବୁବେଳେ ବୋଲ୍ଡ ଓ ହଟ୍‌ ଲୁକ୍‌ରେ ନଜର ଆସିଥାନ୍ତି। ତାଙ୍କର ଅଜବଗଜବ ଡ୍ରେସିଂ ଷ୍ଟାଇଲ ଯୋଗୁ ସେ ଆପେଆପେ ବିବାଦ ଘେରକୁ ମଧ୍ୟ ଚାଲି ଆସନ୍ତି। ନିକଟରେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣଙ୍କ…

ଆଲିଆଙ୍କ ପରେ ପ୍ରଥମ ଥର ଝିଅର ଚେହେରା ଦେଖାଇଲେ ବିପାଶା

ମୁମ୍ବାଇ: ଚଳିତ ବର୍ଷର ଖ୍ରୀଷ୍ଟମାସ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଖ୍ରୀଷ୍ଟମାସ ଅବସରରେ ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଉଛନ୍ତି। ଖ୍ରୀଷ୍ଟମାସରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ତାଙ୍କ ଝିଅ ରାହାଙ୍କ ଚେହେରା ପ୍ରଶଂସକଙ୍କୁ ଦେଖାଇଛନ୍ତି। ରଣବୀର…

୫୭ ବର୍ଷ ବୟସରେ ବିବାହ କଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତା ରୋନିତ ରୟ ତାଙ୍କ ବ୍ୟକ୍ତିଗତ ଜୀବନର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୫୭ ବର୍ଷୀୟ ଅଭିନେତା ପୁଣିଥରେ ତାଙ୍କ ପତ୍ନୀ ନୀଲମ ବୋଷ ରୟଙ୍କ ସହ ବିବାହ କରିଛନ୍ତି। ରୋନିତ ତାଙ୍କ ବିଂଶତମ ବିବାହ ବାର୍ଷିକୀ ଅବସରରେ ପୁନର୍ବାର…

VIRAL VIDEO: ସାଲାର ଫିଲ୍ମ ଦେଖିବାକୁ ପିଲାଙ୍କୁ ମିଳିଲାନି ଏଣ୍ଟ୍ରି, ରାଗିକି ଏଭଳି କିଛି କଲେ ମହିଳା, ଦେଖନ୍ତୁ ପୂରା ଭିଡିଓ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ମାତ୍ର ୩ ଦିନ ମଧ୍ୟରେ, ଏହି ଚଳଚ୍ଚିତ୍ରଟି ଭାରତୀୟ ପ୍ରେକ୍ଷାଳୟରେ ୨୦୦କୋଟିରୁ ଅଧିକ ବ୍ୟବସାୟ କରିଥିବାବେଳେ ବିଶ୍ୱବ୍ୟାପୀ ଏହି ଚଳଚ୍ଚିତ୍ର ୪୦୦କୋଟି ରୋଜଗାର କରିଛି। ଏହି ଫିଲ୍ମ ଦେଖିବା…

ନୂଆବର୍ଷ ସେଲିବ୍ରେଶନ କରିବାକୁ ଦୁବାଇ ଯାଉଥିଲେ ଅଭିନେତା, ବିମାନବନ୍ଦରରୁ ଗିରଫ କଲା ପୋଲିସ

ମୁମ୍ବାଇ,୨୫।୧୨: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମାଲ ରସିଦ ଖାନଙ୍କୁ ବିମାନବନ୍ଦରରୁ ମୁମ୍ବାଇ ପୋଲିସ ଗିରଫ କରିଛି। କେଆରକେ ନିଜେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କେଆରକେ କହିଛନ୍ତି, ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ…

ଏକ୍ସ ହଜବ୍ୟାଣ୍ଡ ଅରବାଜଙ୍କ ବିବାହ ସମୟରେ କ’ଣ କରୁଥିଲେ ମଲାଇକା? ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ନାୟକ ଅରବାଜ ଖାଁ ତାଙ୍କ ଗର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରଛନ୍ତି। ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ବିବାହ, ଏହା ପୂର୍ବରୁ ସେ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି। ତାଙ୍କ ପୁଅ…

ଖ୍ରୀଷ୍ଟମାସରେ ପ୍ରଶଂସକଙ୍କୁ ଉପହାର ଦେଲେ ଆଲିଆ -ରଣବୀର

ମୁମ୍ବାଇ: ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରିୟ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି। ଏହି ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କର ଛୋଟ ରାଜକୁମାରୀଙ୍କ ଚେହେରା ଦେଖିବାକୁ…

ବାପାଙ୍କ ବିବାହରେ ସରପ୍ରାଇଜ୍‌ ଦେଲେ ପୁଅ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଦମ୍ପତି ଭଉଣୀ ଅର୍ପିତା ଖାନଙ୍କ ଘରେ ବିବାହ କରିଥିଲେ। ଅନେକ ବଲିଉଡ ତାରକା ଅରବାଜ-ଶୌରାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଦୁହିଁଙ୍କ ବିବାହର ଫଟୋ…

ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କରିଥିଲେ। ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ସଲମାନଙ୍କ ବ୍ୟତୀତ ଅନେକ ତାରକା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର…

‘ମାମୁନି ଚରିତ୍ରରୁ ମୋର ପରିଚୟ’

ଅଭିନେତ୍ରୀ ସମର୍ପିତା ଦାଶଙ୍କ ପ୍ରଥମ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ ନିକଟରେ ରିଲିଜ ହୋଇଯାଇଛି। ସ୍ଥିତି ପଟ୍ଟନାୟକ ଚରିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ସମର୍ପିତାଙ୍କୁ ନେଇ ଏବେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚାଲିଛି ଚର୍ଚ୍ଚା। ଏହି ନବାଗତା ନାୟିକାଙ୍କ ଅଭିନୟ ଯାତ୍ରା ଆରମ୍ଭରୁ…

ଦେଶର ସବୁଠାରୁ ମହଙ୍ଗା ଗୀତିକାର, ଗୋଟିଏ ଗୀତ ଲେଖିବାକୁ ନେଉଛନ୍ତି ୨୦ ଲକ୍ଷ ଟଙ୍କା!

ମୁମ୍ବାଇ: ସେହି ଦିନ ସବୁ ଅତିତ ହେଲାଣି ଯେଉଁ ଦିନ କେବଳ ଅଭିନେତା ଏବଂ ଅଭିନେତ୍ରୀମାନେ ଚଳଚ୍ଚିତ୍ରରେ କାମ କରିବା ପାଇଁ ବିପୁଳ ଫି ଆଦାୟ କରୁଥିଲେ। ସଂଗୀତକାର ଏବଂ ଗୀତିକାରମାନେ ମଧ୍ୟ ଭାରତୀୟ ସିନେମାର ଉନ୍ନତିରୁ ବହୁ ଉପକୃତ ହୋଇଛନ୍ତି।…

ବାହା ହେଲେ ଅରବାଜ, କନଫର୍ମ କଲେ ରବିନା

ମୁମ୍ବାଇ: ଅଭିନନ୍ଦନ! ଅରବାଜ ଖାନ ଏବଂ ଶୌରା ଖାନ ବର୍ତ୍ତମାନ ସାତ ଜନ୍ମର ସାଥି ହୋଇଛନ୍ତି। ୫୬ ବର୍ଷିୟ ଅରବାଜ ଖାନ ୪୧ବର୍ଷିୟ ଶୌରାଙ୍କ ସହ ବିବାହ କରିଛନ୍ତି। ଏହି ସୂଚନା ଅରବାଜ ଖାନଙ୍କ ଘନିଷ୍ଠ ବନ୍ଧୁ ରବିନା ଟଣ୍ଡନ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri