ନିର୍ବାଚନ ଲଢ଼ିବେ ଉର୍ବଶୀ

ନୂଆଦିଲ୍ଲୀ,୨୨ା୩: ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି। ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ ଭାଷାରେ ଅଭିନୟ କରି ସାରିଲେଣି। ଏବେ ଖବର ଆସୁଛି ଉର୍ବଶୀ ରାଜନୀତିରେ ପ୍ରଵେଶ କରିବାକୁ ଯାଉଛନ୍ତି। ଏହା କୌଣସି ଗୁଜବ ନୁହେଁ ସେ ନିଜେ ଏହି କଥା କହିଛନ୍ତି।

ଇନଷ୍ଟାଣ୍ଟ ବଲିଉଡକୁ ଦେଇଥିବା ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି ରାଜନୀତିରେ ପ୍ରବେଶ କରିବା ପାଇଁ ମତେ ଟିକେଟ୍ ମିଳିଛି। ଏବେ ଏହି ନିଷ୍ପତି ମୋରହେବ ଯେ ମୁଁ ରାଜନିତୀକୁ ଆସିବି ନା ନାହିଁ। ତେବେ ମୁଁ ନିଶ୍ଚିତ ନୁହେଁ ମୁ ରାଜନୀତିକୁ ଆସିବି କି ନାହିଁ। ଏଥିପାଇଁ ମୁଁ ମୋର ପ୍ରଶଂସକଙ୍କ ରାୟ ମାଗିଛି।

ଉର୍ବଶୀଙ୍କ ଅନୁରୋଧ ପରେ ତାଙ୍କର ପ୍ରସଂଶକମାନେ ରାୟ ମଧ୍ୟ ଦେଇଛନ୍ତି। ଅନେକ କହିଛନ୍ତି ଯେ ସେ ନିଶ୍ଚୟେ ରାଜନୀତିକୁ ଆସିବା କଥା। ଜଣେ ୟୁଜର କହିଛନ୍ତି ଏଭଳି ପଲିଟିସିଆନ ଥିଲେ ମୁଁ ନିଶ୍ଚିତ ଭୋଟ ଦେବାକୁ ଯିବି। ସେହିଭଳି ଅନେକ ୟୁଜର ତାଙ୍କୁ ରାଜନୀତିକୁ ନ ଆସିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। କିଛି ୟୁଜର ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମରେ କାମ ମିଳୁ ନାହିଁ ବୋଲି ରାଜନୀତିକୁ ଆସିବାକୁ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଉଛି ୨୦୨୫କୁ ନେଇ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ, କ’ଣ ବାସ୍ତବରେ ସତ ହେବାକୁ ଯାଉଛି…?

ନୂଆଦିଲ୍ଲୀ,୧୪।୬: ବାବା ଭେଙ୍ଗା ଜଣେ ବୁଲଗେରିଆନ ଭବିଷ୍ୟବକ୍ତା ଥିଲେ, ଯିଏ ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ। ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିବା ଏବଂ ୧୯୯୬...

ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଉନ୍ମୋଚନ

ଲଣ୍ଡନ,୧୪ା୬: ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ପ୍ରସ୍ତାବିତ ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ କରି ଦିଆଯାଇଛି। ସୂଚନା ମୁତାବକ, ଇଂଲଣ୍ଡ ଓ...

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

କାଠ ଫାଳିଆରେ ପିଟି ବାପାଙ୍କୁ ହତ୍ୟା

ବାରିପଦା,୧୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସାରସକଣା ବ୍ଲକ ଯୋକା ଗ୍ରାମରେ ଜଣେ ଯୁବକ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି।...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

ସରକାରଙ୍କ ଯୋଜନା ବଖାଣୁଛି ବିକାଶ ରଥ

ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ

ଭୋପାଳ,୧୪।୬: ମଧ୍ୟପ୍ରଦେଶ ବାଲାଘାଟ ପଚମା ଦାଦର ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। କୋମ୍ବିଂ ଅପରେଶନ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri