ନିଶାଠୁ ଦୂରେଇ ରହିବାକୁ ଅଭିନେତା ସାତ୍ୟକିଙ୍କ ନିବେଦନ
ଭୁବନେଶ୍ୱର,୨୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ଜଣେ ଭାଇ ହିସାବରେ, ଜଣେ ସାଙ୍ଗ ହିସାବରେ, ମଣିଷ ହିସାବରେ ସମସ୍ତଙ୍କୁ ଅନୁରୋଧ କେହି ତମାଖୁ ଖାଆନ୍ତୁ ନାହିଁ। ସିଗାରେଟ ପିଅନ୍ତୁ ନାହିଁ। ଏଭଳି କିଛି ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର। ଓଲିଉଡରେ ସାତ୍ୟକି ଜଣେ ଜଣାଶୁଣା…
ଓସ୍କାର ବିଜେତା ‘ପାରାସାଇଟ୍’ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ଘରେ ଛାଡ଼ି ଯାଇଥିଲେ ସୁଇସାଇଡ୍ ନୋଟ୍
ସିଓଲ: ଦକ୍ଷିଣ କୋରିଆ ଅଭିନେତା ତଥା ଓସ୍କାର ବିଜେତା ଫିଲ୍ମ ‘ପାରାସାଇଟ୍’ରେ କାମ କରିଥିବା ଅଭିନେତା ଲି ସୁନ କ୍ୟୁ ଆଉ ନାହାନ୍ତି। ସନ୍ଦେହ ଅବସ୍ଥାରେ ଏକ କାର୍ରୁ ତାଙ୍କ ମୃତଦେହକୁ ଜବତ କରାଯାଇଛି। ସେ ଡ୍ରଗ୍ସ ଏବଂ ନିଶାଦ୍ରବ୍ୟ ସେବନ…
ସୁପରଷ୍ଟାର ସଲମାନ ଖାନ୍ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ରେ ରାଜ୍ କରୁଥିବା ସୁପରଷ୍ଟାର ସଲମାନ ଖାନ୍ ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ତିନି ଦଶନ୍ଧି ମଧ୍ୟରେ ସେ କେବଳ ଖ୍ୟାତି ଅର୍ଜନ କରିନାହାଁନ୍ତି ବରଂ ଅନେକ ଧନ ମଧ୍ୟ ଅର୍ଜନ କରିଛନ୍ତି। ସେ ୧୯୮୮ରେ ଚଳଚ୍ଚିତ୍ର ‘ବିୱି…
ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଅଭିନେତାଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ, ଭାଇଜାନଙ୍କ ଟିକେ ଝଲକ ପାଇବାକୁ କରିଛନ୍ତି ଅପେକ୍ଷା
ମୁମ୍ବାଇ: ବଲିଉଡର ସୁଲତାନ ତଥା ସଲମାନ ଖାନ ଆଜି ୫୮ ବର୍ଷ ବୟସରେ ପାଦ ରଖିଛନ୍ତି। ଅଭିନେତାଙ୍କ ଜନ୍ମଦିନରେ ସେ ତାଙ୍କ ପ୍ରଶଂସକ ଏବଂ ସମସ୍ତ ସେଲିବ୍ରିଟିଙ୍କ ଠାରୁ ଅନେକ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ଏସବୁ ମଧ୍ୟରେ, ପ୍ରତିବର୍ଷ ପରି ଏଥର…
ବଲିଉଡରେ ୨୫ ବର୍ଷ: ଅଭିନୟ କରିବା ପୂର୍ବରୁ ହୋଟେଲରେ କାମ କରୁଥିଲେ ସଲମାନ
ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍। ବି ଟାଉନରେ ତାଙ୍କର ଦବଦବା କମ୍ ନୁହେଁ। କେତେବେଳେ ସେ ଫ୍ୟାନ୍ସଙ୍କ ପାଇଁ ଦବଙ୍ଗ ପାଲଟି ଯାଆନ୍ତି ତ କେତେବେଳ ମୁନିର ବଦନାମ ପ୍ରେମିକ। ଆଜି ସେହି ବ୍ୟାଚଲର ବୟ ସଲମାନଙ୍କ ଜନ୍ମଦିନ। ବଲିଉଡକୁ…
ଭଣଜାଙ୍କ ସହ କେକ୍ କାଟି ଜନ୍ମଦିନ ପାଳିଲେ ଭାଇଜାନ, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଆଜି ତାଙ୍କର ୫୮ ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ପରିବାର, ପ୍ରଶଂସକ ଏବଂ ବଲିଉଡର ସମସ୍ତ ସେଲିବ୍ରିଟିଙ୍କ ତରଫରୁ ଅନେକ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ମଙ୍ଗଳବାର ରାତିରେ ଭାଇଜାନ ତାଙ୍କ ଭଣଜା, ବନ୍ଧୁ…
‘ଦେଶରେ ଭାଜପା ବ୍ୟତୀତ କୌଣସି ବିକଳ୍ପ ନାହିଁ, ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ’
ବମ୍ବେ: ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ନାନା ପାଟେକର ଜଣେ। ଫିଲ୍ମ ହେଉ ଅବା କୌଣସି ରାଜନୈତିକ ପ୍ରସଙ୍ଗ ସର୍ବଦା ନିଜର ନିର୍ଭିକ ବୟାନକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ଏବେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ…
ଓ୍ବେଟର ହେଲେ ଉର୍ଫି, ରେଷ୍ଟୁରାଣ୍ଟରେ ବୁଲି ବୁଲି କରୁଛନ୍ତି କାମ, ଭିଡିଓ ଭାଇରାଲ
ଉର୍ଫି ଜାବେଦ ସବୁବେଳେ ବୋଲ୍ଡ ଓ ହଟ୍ ଲୁକ୍ରେ ନଜର ଆସିଥାନ୍ତି। ତାଙ୍କର ଅଜବଗଜବ ଡ୍ରେସିଂ ଷ୍ଟାଇଲ ଯୋଗୁ ସେ ଆପେଆପେ ବିବାଦ ଘେରକୁ ମଧ୍ୟ ଚାଲି ଆସନ୍ତି। ନିକଟରେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣଙ୍କ…
ଆଲିଆଙ୍କ ପରେ ପ୍ରଥମ ଥର ଝିଅର ଚେହେରା ଦେଖାଇଲେ ବିପାଶା
ମୁମ୍ବାଇ: ଚଳିତ ବର୍ଷର ଖ୍ରୀଷ୍ଟମାସ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଖ୍ରୀଷ୍ଟମାସ ଅବସରରେ ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଉଛନ୍ତି। ଖ୍ରୀଷ୍ଟମାସରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ତାଙ୍କ ଝିଅ ରାହାଙ୍କ ଚେହେରା ପ୍ରଶଂସକଙ୍କୁ ଦେଖାଇଛନ୍ତି। ରଣବୀର…
୫୭ ବର୍ଷ ବୟସରେ ବିବାହ କଲେ ଏହି ସେଲିବ୍ରିଟି
ମୁମ୍ବାଇ: ଅଭିନେତା ରୋନିତ ରୟ ତାଙ୍କ ବ୍ୟକ୍ତିଗତ ଜୀବନର ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୫୭ ବର୍ଷୀୟ ଅଭିନେତା ପୁଣିଥରେ ତାଙ୍କ ପତ୍ନୀ ନୀଲମ ବୋଷ ରୟଙ୍କ ସହ ବିବାହ କରିଛନ୍ତି। ରୋନିତ ତାଙ୍କ ବିଂଶତମ ବିବାହ ବାର୍ଷିକୀ ଅବସରରେ ପୁନର୍ବାର…
VIRAL VIDEO: ସାଲାର ଫିଲ୍ମ ଦେଖିବାକୁ ପିଲାଙ୍କୁ ମିଳିଲାନି ଏଣ୍ଟ୍ରି, ରାଗିକି ଏଭଳି କିଛି କଲେ ମହିଳା, ଦେଖନ୍ତୁ ପୂରା ଭିଡିଓ
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ମାତ୍ର ୩ ଦିନ ମଧ୍ୟରେ, ଏହି ଚଳଚ୍ଚିତ୍ରଟି ଭାରତୀୟ ପ୍ରେକ୍ଷାଳୟରେ ୨୦୦କୋଟିରୁ ଅଧିକ ବ୍ୟବସାୟ କରିଥିବାବେଳେ ବିଶ୍ୱବ୍ୟାପୀ ଏହି ଚଳଚ୍ଚିତ୍ର ୪୦୦କୋଟି ରୋଜଗାର କରିଛି। ଏହି ଫିଲ୍ମ ଦେଖିବା…
ନୂଆବର୍ଷ ସେଲିବ୍ରେଶନ କରିବାକୁ ଦୁବାଇ ଯାଉଥିଲେ ଅଭିନେତା, ବିମାନବନ୍ଦରରୁ ଗିରଫ କଲା ପୋଲିସ
ମୁମ୍ବାଇ,୨୫।୧୨: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମାଲ ରସିଦ ଖାନଙ୍କୁ ବିମାନବନ୍ଦରରୁ ମୁମ୍ବାଇ ପୋଲିସ ଗିରଫ କରିଛି। କେଆରକେ ନିଜେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କେଆରକେ କହିଛନ୍ତି, ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ…
Archives


