କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ ସବୁ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ମଡେଲମାନେ ପରଫେକ୍ଟ କ୍ୟାଟୱାକ କରିବା ପାଇଁ ଚେଷ୍ଟା କରିଥାନ୍ତି। ନିକଟରେ ଓ୍ବେବ ସିରିଜ ‘ହିରାମଣ୍ଡି’ର ଏକ ୧୦ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିନେତ୍ରୀ Aditi Rao Hydari ଙ୍କୁ swan walk କରୁଥିବାର ଦେଖାଯାଇଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡିଂ କରୁଛି।

କିନ୍ତୁ ଆପଣ ଜାଣିଛନ୍ତି କି, ଅଦିତିଙ୍କ ଏହି ଓ୍ବାକ୍‌ ଆମ ଶାସ୍ତ୍ରନୁସାରେ ଗଜଗାମିନୀ ଚାଲି ଭାବରେ ଜଣାଶୁଣା। ଆପଣ ହୁଏତ ଭାବୁଥିବେ, ଏହା ତ ସମସ୍ତଙ୍କ ପରି ସାଧାରଣ ଚାଲି। କିନ୍ତୁ ନା ଏହାକୁ ଶହଶହ ବର୍ଷ ପୂର୍ବରୁ ଆଚାର୍ଯ୍ୟ ବିତ୍ସାୟନ ତାଙ୍କ ‘କାମସୂତ୍ର’ରେ ଉଲ୍ଲେଖ କରିଥିଲେ। ଯାହାକୁ ସେ ଗଜ ଗାମିନୀ ବୋଲି ଉଲ୍ଲେଖ କରୁଥିଲେ। ଯାହାକୁ ଆଜିକାଲି ସ୍ବାନ ଓ୍ବାକ୍‌ ମଧ୍ୟ କୁହାଯାଉଛି।

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରଥମ ୱେବ ସିରିଜ ‘ହିରାମାଣ୍ଡି’ ଖୁବ୍‌ ଚର୍ଚ୍ଚାରେ ରହିଛି। ପାକିସ୍ତାନ ଲାହୋରର ଏହି କୁଖ୍ୟାତ ‘ହିରାମାଣ୍ଡି’ରେ ବେବୋଜାନଙ୍କ ଠାରୁ ଆରମ୍ଭ କରି ମଲାଇକାଜାନ ପର୍ଯ୍ୟନ୍ତ ସମସ୍ତଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ସିରିଜରେ ବେବୋଜାନ ଭୂମିକାରେ ଅଭିନୟ କରିଥିବା ଅଦିତିଙ୍କ ୩୦ ସେକେଣ୍ଡର କ୍ଲିପ ଇଣ୍ଟରନେଟରେ ଭାଇରାଲ ହୋଇଛି।

 

View this post on Instagram

 

A post shared by Netflix India (@netflix_in)

‘କାମ ସୂତ୍ର’ ଭାରତର ସର୍ବ ପୁରାତନ ହିନ୍ଦୁ ଗ୍ରନ୍ଥ ମଧ୍ୟରୁ ଅନ୍ୟତମ। କାମସୂତ୍ର ଅନୁଯାୟୀ, ହସ୍ତୀନୀ କିମ୍ବା ମହିଳା ହାତୀର ଚାଲିକୁ କାମ ସୂତ୍ରରେ ଅତି ସୁନ୍ଦର ବା ଆକର୍ଷକ ବୋଲି କୁହାଯାଇଥାଏ। ଯେଉଁଥିରେ ଏହି ଗଜଗାମିନୀ ଚାଲିର ସୃଷ୍ଟି ହୋଇଛି।

ମହାଭାରତରେ ମଧ୍ୟ ‘ଗଜଗାମିନୀ’ ଶବ୍ଦ ବ୍ୟବହୃତ ହୋଇଛି। ଦେବଦତ୍ତ ପଟ୍ଟନାୟକ ତାଙ୍କ ପୁସ୍ତକରେ ଲେଖିଛନ୍ତି, ମହାଭାରତରେ ଦ୍ରୋପଦୀଙ୍କ ପରି ରାଣୀମାନଙ୍କୁ ଗଜ-ଗାମିନୀ ଚାଲିରେ ଗତି କରୁଥିବା ମହିଳା ବୋଲି ସମ୍ବୋଧିତ କରାଯାଏ। ‘ଗଜଗାମିନୀ’ ଶୈଳୀ ପ୍ରଖ୍ୟାତ ଚିତ୍ରକାର ଏମ. ହୁସେନଙ୍କୁ ମଧ୍ୟ ଆକର୍ଷିତ କରିଥିଲେ। ଯେଉଁଥିପାଇଁ ସେ ୨୦୦୦ ମସିହାରେ ଫିଲ୍ମ ‘ଗଜଗାମିନୀ’ ନିର୍ମାଣ କରିଥିଲେ। ଯେଉଁଥିରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?