ମନୋରଞ୍ଜନ

ଇନ୍‌ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍‌ଅପ୍‌ ଫଟୋ

କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍‌ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫଟୋରେ କରୀନା…

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ…

ଅକ୍ଷୟ କୁମାରଙ୍କ ସହିତ ସମ୍ପର୍କ ନେଇ ଚର୍ଚ୍ଚାରେ ଥିଲେ ଶିଳ୍ପା

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଶିଳ୍ପା ଶେଟ୍ଟି ଶନିବାର ୪୪ ବର୍ଷର ପଦାର୍ପଣ କରିଛନ୍ତି। ସେ ୧୯୭୫ ଜୁନ୍‌ ୮ରେ ମାଙ୍ଗାଲୋର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ନିଜର ସୃଜନଶୀଳ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି। ଶିଳ୍ପା…

‘ଭିକି ଡୋନର୍‌’ ମୋ ଜୀବନର ଟର୍ନିଂ ପଏଣ୍ଟ

୨୦୧୨ରେ ବହୁଚର୍ଚ୍ଚିତ ଫିଲ୍ମ ‘ଭିକି ଡୋନର୍‌’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ର ବବ୍‌ଲି ଅଭିନେତ୍ରୀ ୟାମି ଗୌତମ। ପ୍ରଥମ ଫିଲ୍ମରୁ ହିଁ କ୍ରିଟିକାଲ ଓ କମର୍ସିଆଲ ସଫଳତା ପାଇବା ପରେ ୟାମି ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ରରେ ନଜର…

‘ଆର୍ଟିକିଲ୍‌ ୧୫’ ରିଲିଜ୍‌ ଅପେକ୍ଷାରେ ଆୟୁଷ୍ମାନ୍‌

ମୁମ୍ବାଇ: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆର୍ଟିକିଲ୍‌ ୧୫’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା। ଏହାର କାହାଣୀ ବାସ୍ତବ ଦେଶପ୍ରେମ ଉପରେ ଗଢ଼ିଉଠିଛି। ତାଙ୍କ କହିବାନୁଯାୟୀ, ଦେଶକୁ ପ୍ରକୃତରେ ଭଲ ପାଉଥିବା ବ୍ୟକ୍ତି ସଚ୍ଚା…

ଅଭିନେତା କନରଙ୍କୁ ମିଳିଲା ଜାମିନ

ମୁମ୍ବାଇ,୭।୬: ଟେଲିଭିଜନ ଅଭିନେତା କରନ ଓବରଏଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୩୪ ବର୍ଷୀୟ ଏହି ଅଭିନେତାଙ୍କ ନାଁର ଜଣେ ମହିଳା ଗତ ମାସରେ ବଳାତ୍କାର ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ। ୫୦ହଜାର ଟଙ୍କା ଦାଖଲ କରି କରନ…

ସତ୍ତେ ପେ ସତ୍ତାର ରିମେକ୍‌: ଅମିତାଭଙ୍କ ଭୂମିକାରେ ନଜର ଆସିବେ ଋତିକ

ମୁମ୍ବାଇ,୭।୬: ୧୯୮୨ର ଆଇ ରାଜ ଏନ୍‌ ସିପ୍ପିଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବାକୁ ଯାଉଛି। ଏହି ନୂଆ ପ୍ରୋଜେକ୍ଟ ପାଇଁ ଫରାହ ଖାଁ ନିର୍ଦ୍ଦେଶନା ଭାର ତୁଲାଉଥିବା ବେଳେ, ରୋହିତ ସେଟ୍ଟୀ ପ୍ରଯୋଜନା କରୁଥିବା ଜଣାପଡ଼ିଛି। ୮୦ଦଶକର ଏହି…

ଷ୍ଟାରଙ୍କ ପାଇଁ ନୁହେଁ କୁକୁୁର ପାଇଁ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ରଣବୀର କପୁର ଓ ଶାହାରୁଖ ଖାଁ ନିଜ ନିଜ ଷ୍ଟାଇଲ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ହେଲେ ନିକଟରେ ଉଭୟଙ୍କର ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଦେଖି ଉଭୟଙ୍କ…

୪୪ ବର୍ଷରେ ଛୋଟ ପରଦାର କୁଇନ୍‌ ଏକତା

ଛୋଟ ପରଦାର କୁଇନ୍‌ ଏକତା କପୁରଙ୍କ ଆଜି ହେଉଛି ୪୪ତମ ଜନ୍ମଦିନ। ମେ’ ୭ରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ ସଫଳ ତଥା ଚର୍ଚ୍ଚିତ ପ୍ରଯୋଜିକା। ଧାରାବାହିକଠାରୁ ଆରମ୍ଭ କରି ଓ୍ବେବ୍‌ ସିରିଜ୍‌ ପର୍ଯ୍ୟନ୍ତ ସବୁଠି…

‘ହାପି ବର୍ଥ ଡେ’ ଅମୃତା: ଚାରି ଘଣ୍ଟା ସାକ୍ଷାତକାର ପରେ ମିଳିଥିଲା ‘ବିବାହ’ରେ କାମ କରିବାର ସୁଯୋଗ, ପଡ଼ିଥିଲେ ଆର୍‌ଜେଙ୍କ ପ୍ରେମରେ

ମୁମ୍ବାଇ: ବଲିଉଡ୍‌ର ସିମ୍ପଲ ଡିଭା ମଧ୍ୟରୁ ଅଭିନେତ୍ରୀ ଅମୃତା ରାଓ ଜଣେ। ଅନେକ ହିନ୍ଦୀ ଫିଲ୍ମ ସହ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି ସେ। ଏସବୁରୁ ଅନେକ ଫିଲ୍ମ ତାଙ୍କୁ ସଫଳତା ଆଣି ଦେଇଥିବା ସତ୍ତ୍ୱେ ସେ ଏବେ ଲାଇମ୍‌ଲାଇଟ୍‌ରୁ…

ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗୁଛି ଭାଇଜାନଙ୍କ ଫିଲ୍ମ ‘ଭାରତ’

ମୁମ୍ବାଇ,୭।୬: ଦବଙ୍ଗ ଖାଁଙ୍କ ଫିଲ୍ମ ‘ଭାରତ’ ପରଦାରେ ରିଲିଜ୍‌ ହୋଇସାରିଛି। ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିରେ ରେକର୍ଡ ଭାଙ୍ଗୁଛି। ଏହି ଫିଲ୍ମକୁ ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିବାରେ ଲାଗିଛି। ରିଲିଜ୍‌ର ଓପ୍‌ନିଙ୍ଗ ଦିନରୁ ଫିଲ୍ମ…

ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ

ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା ଘୋଡ଼ା ଉପରେ ବସିଥିବା ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରି ଅର୍ଜୁନ କ୍ୟାପଶନ ଲେଖିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?