ମନୋରଞ୍ଜନ

ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା…

ଦଶ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିବା ପରେ ସମାଲୋଚିତ ହେଉଛନ୍ତି ପିସି: କହିଲେ ତାଙ୍କୁ ଫରକ ପଡ଼େନାହିଁ

ମୁମ୍ବାଇ: ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ ପିସି। ନିକ୍‌ ପ୍ରିୟଙ୍କାଙ୍କଠାରୁ ବୟସରେ ସାନ ହୋଇଥିବା ହେତୁ ପିସିଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି। ହେଲେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତି…

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌ ଅବସରରେ ସାରା ଓ କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି…

ବିବାହ ପୂର୍ବରୁ ଏହି ଅଭିନେତ୍ରୀମାନେ ଥିଲେ ଗର୍ଭବତୀ !

ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଜାଣନ୍ତୁ କେଉଁମାନଙ୍କ ନାମ ଏହି ଚର୍ଚ୍ଚାର ପରିସରକୁ ଆସିଥିଲା। ଶ୍ରୀଦେବୀ : ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିବା ସେତେବେଳେ ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା। ଶ୍ରୀଦେବୀ ବି…

ନେହା ଯେଉଁ ସ୍କୁଲରେ ପଢୁଥିଲେ, ସେହି ସ୍କୁଲ ବାହାରେ ସିଙ୍ଗଡା ବିକୁଥିଲେ ତାଙ୍କ ବାପା: ଏମିତି ହେଲେ ଟପ୍‌ ସିଙ୍ଗର୍‌

ବଲିଉଡର ସୁନ୍ଦରୀ ଗାୟିକା ନେହା କକ୍କରଙ୍କ ଆଜି ଜନ୍ମଦିନ। ୧୯୮୮, ଜୁନ ୬ରେ ଉତ୍ତରାଖଣ୍ଡର ହୃଷିକେଶରେ ଜନ୍ମଗ୍ରହଣ କରିଥିଲେ ନେହା। ମାତ୍ର ୪ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ ସେ। ୨୦୦୬ରେ ଇଣ୍ଡିଆନ୍‌ ଆଇଡଲର ଦ୍ୱିତୀୟ ସିଜିନରେ ଅଡିସନ୍‌…

ଗୋଟିଏ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ଏସବୁ ଅଭିନେତା

ବଲିଉଡ୍‌ର କିଛି ଅଭିନେତାଙ୍କୁ ଗୋଟିଏ ଫିଲ୍ମରେ ଭିନ୍ନଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ବୁଧବାର ରିଲିଜ ହୋଇଥିବା ଫିଲ୍ମ ‘ଭାରତ’ରେ ସଲମାନଙ୍କୁ ୧୮ ବର୍ଷର ଲୁକ୍‌ଠାରୁ ଆରମ୍ଭ କରି ୭୦ ବର୍ଷ ବୃଦ୍ଧ ଭୂମିକାରେ ଦେଖିବାକୁ ମିଳିଛି। ସଲମାନ ଏକା ନୁହନ୍ତି, ତାଙ୍କ…

ଅନ୍ଧାରକୁ ଡରନ୍ତି କ୍ୟାଟ୍ରିନା

ବଲିଉଡ୍‌ର ଆଗଧାଡିର ଅନ୍ୟତମ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଚଳିତବର୍ଷ ଇଦ୍‌ ଅବସରରେ ତାଙ୍କ ଅଭିନୀତ ‘ଭାରତ’ ରିଲିଜ ହୋଇଛି। ଗୋଟିଏ ଜିନିଷକୁ ନେଇ ତାଙ୍କ ମନରେ ଭୟ ରହିଛି। ସେ କାହାକୁ ବେଶି ଭୟ କରନ୍ତି ଜାଣନ୍ତି ? ଅନ୍ଧାରକୁ। ତାଙ୍କ…

କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ ଇଲୁ ଇଲୁକୁ ନେଇ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। ହେଲେ ତାହା ସତ…

ଆଶାରେ ରାନୀ

ପ୍ରଥମେ ଆଲବମ୍‌ ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର। ବଡ଼ ପରଦାରେ ଏକ ଲମ୍ବା ଇନିଂସ ଖେଳିବାକୁ ଆଶା ରଖିଛନ୍ତି ଏହି ନବାଗତା। ଏ ପର୍ଯ୍ୟନ୍ତ ତିନୋଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି ଏବଂ ଆଉ ଦୁଇଟି ଚିତ୍ରରେ କାମ କରିବା ପାଇଁ…

ବାପିଙ୍କ ନୂଆ ଅବତାର

ବାପି ପଣ୍ଡା। ଜଲିଉଡ୍‌ର ଏହି ଅନ୍ୟତମ ଲୋକପ୍ରିୟ ଅଭିନେତାଙ୍କୁ ଆସନ୍ତା ଯାତ୍ରା ସିଜନରେ ଏକ ନୂଆ ଗେଟଅପରେ ଦେଖିବାକୁ ମିଳିବ। ଏପରି ଭୂମିକାକୁ କିପରି ଶତ ପ୍ରତିଶତ ଜଷ୍ଟିସ ଦିଆଯାଇପାରିବ ସେ ନେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଲେଣି। ନାଟକଟି…

ଆମତ୍ବିଶ୍ୱାସରୁ ମିଳେ ସଫଳତା

ନିଷ୍ଠା, ଏକାଗ୍ରତା, କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ବ୍ଲକ ଟିକରପଡା ଗ୍ରାମର ଯୁବକ ମାଧବ ସାହୁ। ବାପା ବାଉରୀ ବନ୍ଧୁ ସାହୁ, ମା’ ଚନ୍ଦ୍ରମାଙ୍କ…

ଫନୀକୁ ନେଇ ‘ଆଇ ଆମ୍‌ ଓଡ଼ିଶା’

୧୯୯୯ରୁ ୨୦୧୯ର ଯାତ୍ରା। ଏହାମଧ୍ୟରେ ଓଡ଼ିଶା ଦେଖିଛି ୫ରୁ ଅଧିକ ବାତ୍ୟା। ‘ମହାବାତ୍ୟା’ରୁ ଆରମ୍ଭକରି ‘ଫନୀ’ ପର୍ଯ୍ୟନ୍ତ। ୨୦ ବର୍ଷ ମଧ୍ୟରେ ମହାବାତ୍ୟା ଓ ଏହାର ପ୍ରଳୟ ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆର୍ଥିକ ଅବସ୍ଥାକୁ ଶୋଚନୀୟ କରିଦେଇଛି। କ୍ଷୟକ୍ଷତି ଆକଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?