ସେନା ଅଧିକାରୀ ଭୂମିକାରେ ଆୟୁଷ
ମୁମ୍ବାଇ: ‘ଲଭ୍ ୟାତ୍ରୀ’ରେ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ‘କ୍ୱଥା’ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଅଭିନୟ ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆୟୁଷ କହିଛନ୍ତି। ସେନା ଅଧିକାରୀ ଭୂମିକାରେ ଅଭିନୟ କରିବା ତାଙ୍କ…
ବିଶ୍ୱ ପରିବେଶ ଦିବସ: ଟାଇଗର-ଦିୟା ଲଗାଇଲେ ଗଛ, ବାଣ୍ଟିଲେ ସଚେତନତା ବାର୍ତ୍ତା
ମୁମ୍ବାଇ: ଗୁରୁବାର ବିଶ୍ୱ ପରିବେଶ ଦିବସ। ଚଳିତ ଥର ଏହି ଦିବସର ଥିମ୍ ରହିଛି ‘ବିଟ୍ ଏୟାର ପଲ୍ୟୁଶନ’। ଏହି ଅବସରରେ ଲୋକଙ୍କୁ ସଚେତନ କରାଉଛନ୍ତି ବଲିଉଡ କଳାକାର। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଗଛ ଲଗାଇବା ଉଚିତ ବୋଲି…
ସାପ ସହ ଶଟ୍ ଦେବା ଦିଗାଙ୍ଗନାଙ୍କୁ ପଡ଼ିଲା ମହଙ୍ଗା
ଚଳଚ୍ଚିତ୍ର ହିପ୍ପି ଜରିଆରେ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ। ଏଥିରେ ତାଙ୍କ ବିପକ୍ଷରେ ରହିବେ ଅଭିନେତା କାର୍ତ୍ତିକେୟ। ଫିଲ୍ମଟି ୭ ଜୁନକୁ ରିଲିଜ ହେବାକୁ ଯାଉଥିବା ବେଳେ ଶୁଟିଂ ସମୟର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। କଥାଟି…
ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ
ବଲିଉଡ୍ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ ଅଭିନେତ୍ରୀଙ୍କ ସମ୍ପର୍କରେ… ଅମୀଷା ପଟେଲ : ଅମୀଷା ୨୦୦୦ ମସିହାରେ ଫିଲ୍ମ ‘କହୋ ନା…
‘ଭାରତ’ରେ ଅଭିନୟ କରିବା ପୂର୍ବରୁ ଡାଇରେକ୍ଟରଙ୍କ ନିକଟରେ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା
ଫିଲ୍ମ‘ଭାରତ’ରେ ସାଇନ୍ କରିବା ପୂର୍ବରୁ ପ୍ରଥମେ ଡାଇରେକ୍ଟର ଅବାସ ଅଲ୍ଲୀ ଖାନ୍ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ସର୍ତ୍ତଟି ହେଲା, ସେ ଅଲ୍ଲୀଙ୍କୁ କହିଥିଲେ, ଅଭିନୟ ଯଦି ଦମ୍ଦାର ହୁଏ ତେବେ ସେ ଫିଲ୍ମର ଏକ ଅଂଶ ହେବେ। ଆଜି…
ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ କାହିଁକି ଯୋଗଦେଇ ନ ଥିଲେ ସଲମାନ
ମେ ୩୦ରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଫିଲ୍ମ ଜଗତର ବହୁ କଳାକାର ଯୋଗଦେଇଥିଲେ ମଧ୍ୟ ବଲିଉଡ ଭାଇଜାନ ସଲମାନ ଖାନ୍ ଯୋଗଦେଇ ନ ଥିଲେ। ଏନେଇ…
ନିଜ ଭୂମିକାରେ ହ୍ରିତିକ୍ଙ୍କୁ ଦେଖି ଭାବବିହ୍ବଳ ହେଲେ ଆନନ୍ଦ କୁମାର: କହିଲେ ‘ସୁପର-୩୦’ ଟ୍ରେଲର ପୁରା ପରିବାରକୁ କନ୍ଦାଇ ଦେଲା
ମୁମ୍ବାଇ: ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର ପରଦାକୁ ଆସିଛି। ଦର୍ଶକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହି କ୍ରମରେ ବଲିଉଡ୍ କଳାକାରମାନେ ମଧ୍ୟ ଟୁଇଟରରେ ପ୍ରତିକ୍ରିୟା ରଖି ହ୍ରିତିକ୍ଙ୍କ କାମର ପ୍ରଶଂସା କରୁଛନ୍ତି। ଚଳଚ୍ଚିତ୍ରଟି ବିହାରରେ କୋଚିଂ ସେଣ୍ଟର…
ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା
ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକି କହିଛନ୍ତି ସଲମାନ ମୋ ପୁଅ ଭଳି। ୧୯୮୮ରେ…
ଏହି ଭିଡିଓ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ନେହା
ମୁମ୍ବାଇ: ବଲିଉଡ୍ ସିଙ୍ଗର ନେହା କକ୍କର ୩୧ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି। ଜୁନ୍ ୬ରେ ଜନ୍ମ ନେଇଥିବା ଏହି ପ୍ଲେବ୍ୟାକ୍ ସିଙ୍ଗର ପ୍ରଥମରୁ ବହୁ କଷ୍ଟ କରିଥିଲେ ସୁଦ୍ଧା ଏବେ ଜଣେ ପ୍ରତିଷ୍ଠିତ କଳାକାରର ପରିଚୟ ପାଇଛନ୍ତି। ପ୍ରଥମେ ଇଣ୍ଡିଆନ୍…
ସୁହାନା, ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ମାଇଁ ନେମ୍ ଇଜ୍ ଖାନ୍’: ମାତ୍ର କାଟିଦିଆଯାଇଥିଲା ତାଙ୍କ ସିନ୍
ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଡ ଅଫ୍ ଦି ଇୟର-୨’ରୁ ବଲିଉଡ୍ରେ ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନନ୍ୟା ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ସୁହାନା ଖାନ୍ଙ୍କୁ ନେଇ…
ବଲିଉଡ୍ କଳାକାର ଦିନୟାରଙ୍କ ଦେହାନ୍ତ
ମୁମ୍ବାଇ: ଅଭିନେତା ଭାବେ ଅନେକଙ୍କ ମୁହଁରେ ହସ ଫୁଟାଇଥିବା ବଲିଉଡ୍ କଳାକାର ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ପରଲୋକ ହୋଇଛି। ବେଶ୍ କିଛି ଦନ ହେବ ଅସୁସ୍ଥ ଥିବା ଦିନୟାର ୭୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ‘ବାଜିଗର’,…
ରିଲିଜ୍ ହେଲା ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’
ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଦେଶର ୪୦୦୦ ସିନେମା ଘରେ ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଲିଡ…

