ମନୋରଞ୍ଜନ

ଫିଲ୍ମରେ ଅଭିନୟ ପାଇଁ ନିଜ ଓଜନ କମାଇଥିଲେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ରବିିବାର ୩୪ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ସାବରିୟା ମାଧ୍ୟମରେ ସୋନମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ…

ଆଲିଗଡ଼ ଶିଶୁ ହତ୍ୟା ମାମଲା: ପ୍ରତିକ୍ରିୟା ପ୍ରକାଶ କଲେ ଟ୍ବିଙ୍କିଲ-ଅକ୍ଷୟ

ମୁମ୍ବାଇ,୮।୬: ଉତ୍ତର ପ୍ରଦେଶ ଆଲିଗଡରେ ହୋଇଥିବା ଶିଶୁ ହତ୍ୟା ମାମଲାକୁ ବିରୋଧ କରି ପ୍ରଥମେ ଅନୁପମ ଖେର, ସୋନମ କପୁର, ସନ୍ନି ଲିଓନ ଆଦି ଟୁଇଟ୍‌ କରିବା ପରେ ଏବେ ଏହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ବଲିଉଡ୍‌ ଖିଲାଡି ବୟ…

ଶିଳ୍ପାଙ୍କ ଜନ୍ମଦିନରେ ସ୍ବାମୀ ରାଜ ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି ୪୪ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ପରିବାର, ଶୁଭେଚ୍ଛୁ ତଥା କଳାକାର ବନ୍ଧୁମାନଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁରେ ସବୁଠାରୁ ସ୍ବତନ୍ତ୍ର ରହିଛି ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାର୍ତ୍ତା। ରାଜ…

ଗ୍ଲାମର ଦୁନିଆ ଛାଡ଼ିବେ ପ୍ରିୟଙ୍କା !

ପ୍ରିୟଙ୍କା ଚୋପ୍ରା ନିକ୍‌ଙ୍କୁ ବିବାହ କରିବା ୬ ମାସ ପୂରିଗଲାଣି। ବିବାହ ପରଠାରୁ ଆଜିପର୍ଯ୍ୟନ୍ତ ଦୁହେଁ ଖୁବ୍‌ ଏନ୍‌ଜୟ କରୁଛନ୍ତି। ସବୁ ପରେ ବି ପ୍ରିୟଙ୍କା ନିକ୍‌ଙ୍କ ଫ୍ୟୁଚର ପ୍ଲାନିଂ ସମ୍ପର୍କରେ ଜାଣିଲେ ଫ୍ୟାନ୍‌ଙ୍କ ହୃଦୟ ଭାଙ୍ଗିଯିବ। ଏକ ସାକ୍ଷାତକାରରେ ନିକ୍‌…

ସୃଷ୍ଟିଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ମନୀଷ: ଇନଷ୍ଟାରେ ଲେଖିଲେ ଛଅ ପୃଷ୍ଠାର ଚିଠି

ମୁମ୍ବାଇ: ସୁପରହିଟ୍‌ ରିଆଲିଟି ଶୋ’ ‘ବିଗ୍‌ ବସ’ରୁ ବାହାରିବା ପରେ ଲୋକପ୍ରିୟ ହୋଇଥିବା ଟେଲି ଷ୍ଟାର ସୃଷ୍ଟି ରୋଡେଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ପ୍ରେମିକ ମନୀଷ ନାଗଦେବଙ୍କଠାରୁ ଅଲଗା ହେବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ଶେଷରେ…

ଓଡ଼ିଶୀ ନାଚି ଟ୍ରୋଲ ହେଲେ ଦୀପିକା ସିଂହ

ମୁମ୍ବାଇ: କେବଳ ଓଡ଼ିଶା ନୁହେଁ ଓଡ଼ିଶୀକୁ ବହୁତ ଭଲ ପାଆନ୍ତି ଟେଲି ଅଭିନେତ୍ରୀ ଦୀପିକା ସିଂହ। ସେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ତେବେ ଦୀପିକାଙ୍କୁ ସୋସିଆଲ ମିଡିଆରେ ଓଡ଼ିଶୀ କରୁଥିବା ଏକ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ଅନେକ…

୩୫ ବର୍ଷ ଧରି ଅମିତାଭଙ୍କ ସାଙ୍ଗରେ ଥିବା ଶୀତଲ ଜୈନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଏବେ ଅଛନ୍ତି ଦୁଃଖରେ। କାରଣ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ପାଖରେ ଥିବା ଶୀତଲ ଜୈନଙ୍କର ଶନିବାର ପରଲୋକ ହୋଇଛି। କୁହାଯାଏ ଅମିତାଭଙ୍କ କ୍ୟାରିୟର ଆରମ୍ଭ ହେବା ଦିନରୁ ଶୀତଳ ତାଙ୍କର ସେକ୍ରେଟାରୀ ଭାବେ କାମ…

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କ’ଣ ଖାଇବା ପାଇଁ ପସନ୍ଦ କରିଥାନ୍ତି ଜାଣନ୍ତୁ। ପ୍ରିୟଙ୍କା ଚୋପ୍ରା :…

ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରିଷି

ମୁମ୍ବାଇ: ବଲିଉଡ୍‌ ନାୟକ ରିଷି କପୁର ୨୦୧୮ ମସିହାରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ହେଲେ ସେଠାରେ ସେ କେଉଁ ରୋଗ ଚିକିତ୍ସା କରାଉଛନ୍ତି ତାହା ତାଙ୍କ ପରିବାର ତରଫରୁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ କ୍ୟାନ୍‌ସରରେ ପୀଡିତ ଥିବା…

ମୁଡ୍‌ ବଦଳାଉଛନ୍ତି କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହରଙ୍କର ଏବେ ମୁଡ୍‌ ବଦଳିଥିବା ଆଲୋଚନା ହେଉଛି। ପୂର୍ବରୁ ‘କୁଛ କୁଛ ହୋ ତା ହୈ’, ‘କଭି ଅଲ୍‌ବିଦା ନା କେହେନା’, କଲ୍‌ ହୋ ନା ହୋ’, ‘ରାଜି’, ‘କଳଙ୍କ’ ପରି ଫିଲ୍ମ ଦର୍ଶକଙ୍କୁ…

ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ଦେଲେ ଏହି ଅଭିନେତା

ମୁମ୍ବାଇ,୮।୬: ଅମିର ଖାଁଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ନେଇ ଏବେ ବି ଟାଉନରେ ଚର୍ଚ୍ଚା ଚାଲିଛି। ଇମ୍ରାନ ଅବନ୍ତିକା ମଲ୍ଲିକଙ୍କ ସହ ବିବାହ ବିଚ୍ଛେଦ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ଏହି ଯୋଡିଙ୍କ…

ଟ୍ରାଡିସ୍‌ନାଲ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ,୮।୬: ବି ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ବାରଣାସୀରେ ଅଛନ୍ତି। ସେଠାରେ ସେମାନେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରୋହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଲିଆ ଓ ରଣବୀର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?