ପିଜାପ୍ରିୟ ପରିଣିତି
ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ ପ୍ରସ୍ତୁତ କରିପାରନ୍ତି। ତାଙ୍କର ଡେଲି ଫୁଡ୍ ରୁଟିନ୍ରେ କେଉଁ ଖାଦ୍ୟ ଥାଉ କି ନ…
ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ
ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ ମନ ମୋ ମନଠାରୁ ଆରମ୍ଭ କରି ଅନେକ ମ୍ୟୁଜିକ ଭଡିଓରେ ନାୟକ ଭାବେ ତାଙ୍କୁ…
୧୫୦୦ ଏପିସୋଡ୍ରେ ଦୁର୍ଗା
ତରଙ୍ଗ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଦୁର୍ଗା’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ନିକଟରେ ଏହାର ୧୫୦୦ତମ ଏପିସୋଡ୍ ପ୍ରସାରିତ ହୋଇଛି। ତରଙ୍ଗ ଚ୍ୟାନେଲରେ ଏପରି ରେକର୍ଡ ସୃଷ୍ଟି କରିବାରେ ‘ଦୁର୍ଗା’ ହେଉଛି ପ୍ରଥମ ଧାରାବାହିକ। ଏ ସମ୍ପର୍କରେ ଏହାର…
ସଲ୍ମାନଙ୍କ ଫିଟ୍ ଇଣ୍ଡିଆ ବାର୍ତ୍ତା
ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସ୍ବତନ୍ତ୍ର ବାର୍ତ୍ତା। ଏକ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କୁ ଗାନ୍ଧୀ ଜୟନ୍ତୀର ଶୁଭକାମନା…
ପାଟନା ପାଇଁ ହ୍ରିତିକ୍ଙ୍କ ସମବେଦନା
ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା। ଏଭଳି ସ୍ଥିତିରେ ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଚିନ୍ତା ପ୍ରକଟ କରି ନିଜ ଅଫିସିଆଲ…
ତମନ୍ନା ଯାହା ଖୋଜୁଥିଲେ..
କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଓଡ଼ିଆ ସିନେମାର ଗ୍ଲାମର କୁଇନ୍ ଭାବରେ ପରିଚିତା ତମନ୍ନା ୟା ଭିତରେ ବେଶ୍ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇନା କ’ଣ…
ଅପେକ୍ଷା ଡିସେମ୍ବରକୁ
ଚୁଲ୍ବୁଲ୍ ପାଣ୍ଡେଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ସେ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଯାଉଛି। କେମିତି ତାଙ୍କ ସହ ଦୁଇପଦ କଥା ହେବେ। ସେପଟେ ଚୁଲବୁଲ ଦର୍ଶକଙ୍କୁ କେତେ ଭଲ ପାଆନ୍ତି ତାହା କହିବା ବାହୁଲ୍ୟ।…
ସମୟାନୁବର୍ତ୍ତୀ ଜାହ୍ନବୀ
ଜାହ୍ନବୀ କପୁରଙ୍କ ପାଖରେ ଏବେ ବିଶ୍ରାମ ନେବାକୁ ଟାଇମ ନାହିଁ। କାରଣ ଏକାଥରେ ତାଙ୍କର ଦୁଇଟି ଫିଲ୍ମ- ‘ଗୁଞ୍ଜନ ସାକ୍ସେନା-ଦ କାର୍ଗିଲ ଗର୍ଲ’ ଏବଂ ‘ତକ୍ତ’ର ଶୁଟିଂ ଚାଲୁ ରହିଛି। ଏହାପରେ ସେ ‘ଦୋସ୍ତାନା-୨’ ପାଇଁ ଟାଇମଟେବୁଲ ସ୍ଥିର କରିବେ। ବର୍ତ୍ତମାନ…
ଆଜି ବୟଫ୍ରେଣ୍ଡ୍ ଡେ’ : ଜାଣନ୍ତୁ ବଲିଉଡ୍ର ସଫଳ ଅଭିନେତାଙ୍କ ବିଫଳ ପ୍ରେମ ସମ୍ପର୍କରେ…
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛି ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ଅକ୍ଟୋବର ୩ ଅର୍ଥାତ୍ ଆଜି ବୟଫ୍ରେଣ୍ଡ୍ ଡେ’। ଆଜିର ଏହି ଖାସ୍ ଦିନରେ…
ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍ ହେଲେ ରାକ୍ଷୀ
ନୂଆଦିଲ୍ଲୀ: ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍ କଣ୍ଟ୍ରୋଭର୍ସିଆଲ୍ ପର୍ସନ୍ ହେବାକୁ ରାକ୍ଷୀ କିଛି ବି କରିପାରନ୍ତି। ତେଣୁ ସୋସିଆଲ ମିଡିଆରେ ଲଗାତର…
‘ଦବଙ୍ଗ-୩’ର ପ୍ରମୋ ରିଲିଜ୍
ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍ ଦବଙ୍ଗ ପୋଲିସ୍ ଅଫିସର ଚୁଲ୍ବୁଲ୍ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍ ହୋଇଛି। ନିଜେ ଚୁଲବୁଲ୍ ପାଣ୍ଡେ ଫିଲ୍ମର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ…
ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ
ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି ଗାନ କରାଯାଉଛି। କିନ୍ତୁ ଜାଣିଛନ୍ତି କି ଗାନ୍ଧୀ ସିନେମା ଦେଖିବାକୁ ପସନ୍ଦ କରୁ ନ…
Archives


