ମନଛୁଆଁ ବାର୍ତ୍ତା ସହ ସାନ ଭଉଣୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରୀଦେବୀଙ୍କର ବି ଟାଉନରେ ରହିଛି ଏକ ଭିନ୍ନ ପରିଚୟ। ଆଜିବି ଦର୍ଶକେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଏବେ ତାଙ୍କ ଝିଅ ଜାହ୍ନବୀ କପୁର ବି ଦର୍ଶକଙ୍କର ବେଶ୍ ପସନ୍ଦ ଆସିଛନ୍ତି। ତାଙ୍କ ସାନ ଝିଅ ଖୁସି…
ଫିଲ୍ମ ‘ପାନିପତ୍’ ଟ୍ରେଲର୍: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ
ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍ ଯୁଦ୍ଧକୁ କେନ୍ଦ୍ର କରି ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନେଇ ଏବେ ବଲିଉଡରେ ବେଶ୍ ଚର୍ଚ୍ଚା…
ଡ୍ରିମ୍ ଓ୍ବେଡିଂ ଚାହୁଁଛନ୍ତି ମଲାଇକା
ମୁମ୍ବାଇ: ବି-ଟାଉନର ଲଭ୍ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଛି। ନିକଟରେ ଦୁହିଁଙ୍କର ମାଲଦ୍ୱୀପ ଓ ନ୍ୟୁୟର୍କରେ ଛୁଟି କଟାଇଥିବାର କିଛି ଫଟୋ ଭାଇରାଲ…
ଚାରିମାସର ବାଛୁରୀ ଛୁଆ ସହ ଖେଳିଲେ ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ସେଠାରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଜି ବିରାଟଙ୍କର ଜନ୍ମଦିନ ଥିବାରୁ ଉଭୟ ସେଠାକୁ ଜାଇଥିବା ଜଣାପଡିଛି। ସୋଶାଲ…
୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍ଫୁଲ୍-୪’
ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍ ମୁଭି ‘ହାଉସ୍ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସାନନ, ପୂଜା ହେଗଡେ ଓ କୃତି ଖରବନ୍ଦାଙ୍କ ଭଳି କଳାକାର…
ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି କିଏ ଜାଣନ୍ତି କି?
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍। ତାଙ୍କର ଜଣେ ଅଙ୍କଲ୍ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍ ଦେଖୁଥିଲେ। ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି…
‘ଅନ୍ଦାଜ ଅପ୍ନା ଅପ୍ନା’କୁ ପୂରଣ ହେଲା ୨୫ ବର୍ଷ
ମୁମ୍ବାଇ: ବଲିଉଡ୍ କମେଡି ଫିଲ୍ମ ‘ଅନ୍ଦାଜ ଅପ୍ନା ଅପ୍ନା’କୁ ୨୫ ବର୍ଷ ପୂରଣ ହୋଇଛି। ନଭେମ୍ବର ୪, ୧୯୯୪ ରେ ପରଦାକୁ ଆସିଥିଲା ଏହି କମେଡି ଫିଲ୍ମ। ରାଜ କୁମାର ସନ୍ତୋଷିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଆମିର…
ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ
ନୂଆଦିଲ୍ଲୀ,୪।୧୧: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର ମାତ୍ରାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଏହି ନାୟିକା। ଏହାକୁ ନେଇ ସେ ସୋସିଆଲ…
କପିଲ ଶର୍ମାଙ୍କ ନୂଆ ଅବତାର
କମେଡି କିଙ୍ଗ୍ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ପଞ୍ଜାବର ପ୍ରସିଦ୍ଧ ସଙ୍ଗର ହର୍ଷଦୀପ କୌର ଏକ ଭିଡିଓ ଗୀତ ରିଲିଜ୍…
ସନ୍ୟାସୀ ହେବେ ବିନୋଦଙ୍କ ପୁଅ
ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ ସେହି ସମୟରେ ସେ ଆଧ୍ୟାତ୍ମିକ ଗୁରୁ ଓଶୋଙ୍କ ଶରଣ ନେଇ ପରିବାର ଲୋକଙ୍କୁ ଓ…
କାହିଁକି ବିବାହ କରି ନାହାଁନ୍ତି ତବ୍ବୁ
ମୁମ୍ବାଇ: ବଲିଉଡ୍ ନାୟିକା ତବ୍ବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପୁରା ନାଁ ହେଉଛି ତବ୍ବସୁମ ଫାତିମା ହାସମି। ପ୍ରଥମେ ୧୯୮୦ରେ ଫିଲ୍ମ ‘ପେହେଲା ପେହେଲା ପ୍ୟାର’ରୁ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଏହା ବକ୍ସ…
ବିବାହ କରିବେ କାଜଲ ଅଗ୍ରଓ୍ବାଲ
ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କାଜଲଙ୍କ ପ୍ରେମସମ୍ପର୍କକୁ ନେଇ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ସେ ଖଣ୍ଡନ କରି ଲଭ୍ ନୁହେଁ, ଆରେଞ୍ଜ ମ୍ୟାରେଜ୍ କରିବେ ବୋଲି କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ…

