‘ରାଧେ’ର ଶୁଟିଂ ଆରମ୍ଭ
ମୁମ୍ବାଇ:ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ। ସଲମାନ୍ ଶୁକ୍ରବାର ନିଜ ଟୁଇଟର ପେଜ୍ରେ ଫିଲ୍ମର ମହୁରତ୍ ବେଳର ଫଟୋ ଶେୟାର କରିଛନ୍ତି। ଫିଲ୍ମରେ…
‘ଆକ୍ସନ ଓ ଷ୍ଟଣ୍ଟ୍କୁ ମୁଁ ଭଲପାଏ’
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଫିଟ୍ ଆକ୍ଟର୍ସଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଦ୍ୟୁତ୍ ଜମଓ୍ବାଲ। ସେ ନିଜର ଆକ୍ସନ ଏବଂ ଷ୍ଟଣ୍ଟ ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଦେଇଥିବା ଏକ…
୫୪ ବର୍ଷରେ କିଙ୍ଗ୍ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…
ମୁମ୍ବାଇ,୨।୧୧: କିଙ୍ଗ୍ ଖାଁ ଶାହରୁଖ୍ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା। ଟିଭି ସିରିଏଲ୍ ସର୍କସରେ ଅଭିନୟ କରିବା ପରେ…
ଅନିଲଙ୍କୁ କାହିଁକି ୧୭ଥର ଚାପୁଡା ମାରିଥିଲେ ଜ୍ୟାକି
ମୁମ୍ବାଇ: ବଲିଉଡ୍ ନାୟକ ଅନିଲ କପୁରଙ୍କୁ ଜ୍ୟାକି ଶ୍ରଫ ୧୯୮୯ରେ ୧୭ ଥର ଚାପୁଡା ମାରିଥିଲେ। ହେଲେ କାହିଁକି ଏବେ ତା’ର ରାଜ୍ ଖୋଲିଛନ୍ତି ବଲିଉଡ୍ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା। ସେ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର…
ଶାହାରୁଖଙ୍କ ଗୋଟିଏ ଝଲକ୍ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ରାଜକୁମାର
ମୁମ୍ବାଇ: ଏବେ ବଲିଉଡ୍ର ଆଗଧାଡିର କଳାକାର ତାଲିକାରେ ରାଜକୁମାର ରାଓଙ୍କ ନାଁ ଥିବା ବେଳେ ସେ ଦର୍ଶକଙ୍କୁ କିଛି ହିଟ୍ ଫିଲ୍ମ ମଧ୍ୟ ଭେଟି ଦେଇଛନ୍ତି। ରାଜକୁମାର ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କର ଜଣେ ବଡ ଫ୍ୟାନ ବୋଲି ଅନେକ ଜାଣିଥିବେ।…
ଝିଅକୁ ପାଣି ପିଆଇବା ପାଇଁ ଝୁମ୍ପୁଡିରେ ପହଞ୍ଚିଲେ ଅକ୍ଷୟ: ଖାଇବାକୁ ମିଳିଲା ରୁଟି ଗୁଡ
ମୁମ୍ବାଇ: ନିଜର ଉଦାର ମନୋଭାବ ପାଇଁ ଜଣାଯାଉଥିବା ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ନିଜ ପର୍ସନାଲ ଲାଇଫ୍ ହେଉ କି ପ୍ରଫେଶନାଲ ସବୁର ଟିକ୍ନିକ୍ ଖବରକୁ ଅକ୍ଷୟ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି।…
ପୁଣି ଏକ ତାମିଲ୍ ରିମେକ୍ରେ ଶାହିଦ: ‘ଜର୍ସି’ରେ ହେବେ କ୍ରିକେଟର୍
ମୁମ୍ବାଇ: ଚଳଚ୍ଚିତ୍ର ‘କବିର ସିଂ’ର ସଫଳତା ପରେ ଏବେ ପୁଣି ଏକ ତାମିଲ ରିମେକ୍ ‘ଜର୍ସି’ରେ କାମ କରିବାକୁ ଯାଉଛନ୍ତି ଶାହିଦ୍ କପୁର। ଏଥିରେ ସେ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ଶାହିଦ ନିଜର ଇନ୍ଷ୍ଟା ଆକାଉଣ୍ଟରେ ଏକ ଫଟୋ…
କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍ ସିଟ୍ରେ ନଜର ଆସିବେ ଦୂତୀ, ହିମା
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି। ଶୁକ୍ରବାର ପ୍ରସାରିତ ହେବାକୁ ଥିବା କର୍ମବୀର ଏପିସୋଡ୍ରେ…
‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍ଙ୍କ ଏଣ୍ଟ୍ରି
ଦୀର୍ଘଦିନ ଧରି ଶାହାରୁଖ ଖାଁଙ୍କୁ ଫ୍ୟାନ୍ମାନେ ସିଲ୍ଭର ସ୍କ୍ରିନ୍ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ ଶାହାରୁଖ୍ ନିର୍ଦ୍ଦେଶକ ଏଟ୍ଲିଙ୍କ ସହିତ ଫିଲ୍ମ ‘ସନ୍କୀ’ରେ ନଜର ଆସିପାରନ୍ତି ବୋଲି ଖବର…
ଅନୁଷ୍କାଙ୍କୁ କ୍ଷମା ମାଗିଲେ ଫାରୁକ୍ ଇଞ୍ଜିନିୟର
ନୂଆଦିଲ୍ଲୀ,୧।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କ୍ଷମା ମାଗିଛନ୍ତି ଫାରୁକ୍ ଇଞ୍ଜିନିୟର। ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଭାରତୀୟ ଦଳର ଅନୁଷ୍କାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ପୂର୍ବତନ…
୪୬ ବର୍ଷରେ ପାଦ ଥାପିଲେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ
ବଲିଉଡର ନୀଳନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଆଜି ୪୬ତମ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୭୩ ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ହୋଇଥିଲା । ପିଲାଟି ଦିନୁ ଜଣେ ମେଧାବୀ…
ଆଖି ମାରିବା ପରେ କିସ୍ କଲେ ପ୍ରିୟା
ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ଶୋୟାର କରିଥାନ୍ତି। ଏବେ ପ୍ରିୟାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।…

