ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ଗୀତଶୁଣି ଭାବୁକ ହେଲେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍
ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ଗୀତ ଶୁଣି ଭାବୁକ ହୋଇପଡ଼ିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ସନୀ। ସନୀ ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍…
ଖବର କାଗଜ ବିକାଳି ପିଲାକୁ ନେଇ ଏତେ ବଡ ପୋଷ୍ଟ ଲେଖିଲେ ଅମିତାଭ
ମୁମ୍ବାଇ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ମଙ୍ଗଳବାର ସେ ଫେସ୍ବୁକରେ ଏମିତି ଏକ ପୋଷ୍ଟ ଲେଖିଛନ୍ତି ଯାହାକୁ ଏପର୍ଯ୍ୟନ୍ତ ପ୍ରାୟ ୫୫ ହଜାର ଲାଇକ୍ ମିଳିଥିବା ବେଳେ ୫ ହଜାର କମେଣ୍ଟ ମିଳି ସାରିଲାଣି।…
ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ
ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସମାଧାନର ବାଟ ନ…
କ୍ରିତିଙ୍କୁ କ’ଣ ଭଲ ଲାଗେ
ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ ବସି ଏହାକୁ ମନଭରି ଉପଭୋଗ କରନ୍ତି। କେବଳ ଅଭିନୟ ନୁହେଁ, ବକ୍ସିଂ ପ୍ରାକ୍ଟିସ୍ କରିବାକୁ…
ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ଏବଂ ସୈଫ୍ ତନୟା ସାରା ଅଲ୍ଲୀ ଖାନ୍ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ। କିନ୍ତୁ ଏବେ ଉଭୟଙ୍କ ବ୍ରେକ୍ଅପ୍ ହୋଇଯାଇଛି ବୋଲି ଆଲୋଚନା ଚାଲିଛି। କାର୍ତ୍ତିକ…
ସମୟ ହୋଇନି
କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ। ଯଦି କେହି ଏ ବିଷୟରେ ଅଧିକ ଆଲୋଚନା କଲା ତେବେ ବିଳମ୍ବ ନ କରି…
ଗବର ସିଂ ଚୟନ ଅନ୍ତରାଳେ
‘କିତ୍ନେ ଆଦ୍ମୀ ଥେ’ ଡାଏଲଗ୍ କଥା ମନେପଡିଲେ ଆଖି ସାମ୍ନାକୁ ଚାଲିଆସେ ସେହି ଡକାୟତ ଗବର ସିଂଙ୍କ ମୁହଁ। ସୁପର ଡୁପର ହିଟ୍ ହିନ୍ଦୀ ସିନେମା ‘ସୋଲେ’ରେ ଏହି ଚରିତ୍ର କେତେ ଲୋକପ୍ରିୟ ହୋଇଥିଲା, ତାହା କହିବା ବାହୁଲ୍ୟ। ହେଲେ ଏହି…
ଚୁମ୍କି ସେ ତ ପାଣିରେ ବୁଡ଼ିବ ନାହିଁ କି
ଚୁମ୍କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ ଦୃଶ୍ୟାୟିତ ହୋଇଥିଲା ଏହି ଗୀତ। ଆଉ ସିନେମାଟି ଥିଲା ‘ମା ଓ ମମତା’। ଓଡ଼ିଆ…
ନବାଗତା ଅମ୍ରିତା
ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍ ଦେଇଛନ୍ତି ପ୍ରଯୋଜକ ସଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ। ଖାସ୍ କଥା ହେଲା, ଓଡ଼ିଆ ସିନେମାରୁ ହିଁ…
କେବିସି ସେଟ୍ରେ ବିଶେଷ ଅତିଥି: ଫଟୋ ଶେୟାର କଲେ ଅମିତାଭ
ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ଏବେ ଘରେ ଘରେ ବେଶ୍ ପରିଚିତ। ଏଥର ଏହାର ସିଜିନ୍ ୧୧କୁ ପୂର୍ବଭଳି ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ନିକଟରେ…
ରଣବୀରଙ୍କ ନିଶ
ରଣବୀର ସିଂଙ୍କ ନିଶକୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ତାଙ୍କର ଗେଟ୍ଅପ ଏବଂ ନିଶ ଫଟୋକୁ ସୋସିଆଲ ମିଡିଆରେ ସେ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। କଥା କ’ଣ କି, ରଣବୀର ଏବେ କପିଲ ଦେବଙ୍କ ବାୟୋପିକ୍…
ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ନିଆଁରୁ ବଞ୍ଚାଇଥିବା ଶାହରୁଖଙ୍କ ପ୍ରଶଂସାରେ ଶତମୁଖ ସଲମାନ: କହିଲେ ‘ସେ ପ୍ରକୃତ ହିରୋ’
ବଲିଉଡ୍ ସିନେମା ଜଗତରେ ଖାନ୍ମାନଙ୍କ ରାଜୁତି ବହୁଦିନରୁ ରହିଆସିଛି। ହେଲେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏପରି ଥିଲେ, ଯେଉଁମାନଙ୍କୁ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ଉଭୟ ଏକାଠି ସିନେମା କରିବା ତ ଦୂରର କଥା କୌଣସି ଉତ୍ସବ ଅଥବା ପାର୍ଟିରେ ଏକାଠି…

