ମନୋରଞ୍ଜନ

ମାଲ୍‌ ମହୁ ଜୀବନ ମାଟି

ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ପରଦା ଉପରକୁ ଆସୁଛି ଦ୍ୱିଭାଷୀ-ଓଡ଼ିଆ-ଛତିଶଗଡ଼ୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’। ଚଳଚ୍ଚିତ୍ରଟି ଚଳିତ ମାସ ୮ରେ ରିଲିଜ ହେଉଛି। ଖାସ୍‌ କଥା ହେଲା, ଏଥିରେ ଦର୍ଶକ ସବ୍ୟସାଚୀଙ୍କୁ ଏକ ଭିନ୍ନ ଭୂମିକାରେ…

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ ରିଲିଜ୍‌ ହୋଇଥିଲା। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନ ଥିଲେ।…

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ ଜଗତରେ ‘ସେହନସାହ’ ନାମରେ ପରିଚିତ ଅମିତାଭ ବଚ୍ଚନ। ଦୀର୍ଘ ୫୦ ବର୍ଷ ସମୟ…

‘ନୋ ଏଣ୍ଟ୍ରି’ ସିକ୍ୱେଲରୁ ବାଦ୍‌ ପଡ଼ିଲେ ସଲ୍‌ମାନ

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ‘ପ୍ରେମ୍‌’ ଭୂମିକାରେ ଦର୍ଶକଙ୍କ ମନ କିଣିଥିଲେ ସଲ୍‌ମାନ। ଏହାର ସିକ୍ୱେଲ ନିର୍ମାଣ ହେବାକୁ ଥିବାବେଳେ ସଲ୍‌ମାନଙ୍କ ପ୍ରଶଂସକଙ୍କ ପାଇଁ କିନ୍ତୁ ଏକ ଖରାପ ଖବର ରହିଛି। ଶୁଣିବାକୁ ମିଳିଛି ଯେ, ଏହାର…

ଆସିଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଝଲକ

ଖିଲାଡି ହିରୋ ଅକ୍ଷୟ କୁମାର ତାଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଟିଜର ଶେୟାର କରିଛନ୍ତି। ଏଥିରେ ତାଙ୍କୁ କ୍ରିତି ସେନନ୍‌ଙ୍କ ଭଉଣୀ ନୂପୁରଙ୍କ ସହ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଗାୟକ ବି. ପ୍ରାକ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ‘ତେରା…

ପ୍ରିୟଙ୍କା, ଦୀପିକାଙ୍କ ପଥରେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେଟା ଭଲ କମାଲ କରିପାରି ନ ଥିଲା। ମାତ୍ର ଆଲିଆ ଏତିକିରେ ହାରିଯିବା ଝିଅ ନୁହନ୍ତି। ଏବେ ସେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଚଲାପଥକୁ ଅନୁସରଣ…

ବିବାହ ପରେ କରୀନାଙ୍କୁ କ୍ୟାରିୟର ବୁଡ଼ିଯିବା ଡର ଥିଲା

କ୍ୟାରିୟର ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି କରୀନା କପୁର। ବିବାହ ପରେ ଦର୍ଶକ ଭାବିଥିଲେ ତାଙ୍କ କ୍ୟାରିୟର ନିଶ୍ଚିତ ପ୍ରଭାବିତ ହେବ। ଖୋଦ୍‌ କରୀନାଙ୍କୁ ବି ପ୍ରେଗ୍‌ନାନ୍ସି ପରେ କ୍ୟାରିୟର ବୁଡ଼ିଯିବା ଭୟ ଘାରିଥିଲା। ଏକ ସାକ୍ଷାତକାରରେ କରୀନା କହିଛନ୍ତି,…

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍‌ ହୋଇଥିଲା ଏହି ଫିଲ୍ମ

ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍‌, ସଲମାନ୍‌ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ସହିତ ଜୋଡ଼ା ଏକ…

ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ଟ୍ରୋଲର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ। ଫଳରେ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥାଏ। ଠିକ୍‌ ଏଭଳି ଏକ ଘଟଣା ସୋମବାର ଘଟିଛି। ଅଭିଷେକ ନିଜର ଟୁଇଟର ଆକାଉଣ୍ଟରେ ଏକ…

ବ୍ରେକ୍‌ଅପ୍‌ ପରେ ମଧ୍ୟ ସିର୍ଦ୍ଧାର୍ଥଙ୍କୁ ଭୁଲି ପାରିନାହାନ୍ତି ତାରା

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ସିର୍ଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ଅଭିନୀତ ଫିଲ୍ମ ‘ମରଜାଓ୍ବା’। ଏବେ ଉଭୟ ଏହାର ପ୍ରମୋଶନରେ ବ୍ୟସ୍ତ। ନିକଟ ଅତିତରେ ସିଦ୍ଧାର୍ଥ ତାରାଙ୍କୁ ଡେଟ୍‌ କରୁଥିବା ବେଳେ ଏବେ କୁଆଡେ ଅଲଗା ହୋଇସାରିଛନ୍ତି। ହେଲେ…

ସେଲିବ୍ରିଟି ହେବା ପରେ ବଦଳିଗଲେଣି ରାନୁ ମଣ୍ଡଳ, ଛୁଇଁଦେବା ଯୋଗୁ ପ୍ରଶଂସକଙ୍କ ଉପରେ ରାଗିଲେ

ମୁମ୍ବାଇ: ରାଣାଘାଟ ଷ୍ଟେଶନ ବସି ଗାଉଥିବା ଜଣେ ସାଧାରଣ ମହିଳାରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ନୂଆ ଏକ ଚର୍ଚ୍ଚା। ସେଇଟି ପୁଣି ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ। ଭିଡିଓଟି ଏକ ଶପିଂ ମଲ୍‌ର। ସେଠାରେ ରାନୁ…

ଆୟୁଷ୍ମାନଙ୍କ ଗଙ୍ଗା ଆଳତୀ

ବାରାଣସୀ: ବଲିଉଡ୍‌ ଅଭିନେତା ତଥା ଅନ୍ଧାଧୂନ ଫେମ୍‌ ଆୟୁଷ୍ମାନ ଖୁରାନା ଏବେ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଇତିମଧ୍ୟରେ ସେ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି। ଆୟୁଷ୍ମାନ ସନ୍ଧ୍ୟାରେ ଦଶ୍ୱମେଧ ଘାଟ ପହଞ୍ଚି ଗଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?