ଡାଏଟ୍ ଭୁଲିଲେ ଫିଟ୍ କୁଇନ୍
ମୁମ୍ବାଇ: ନିଜର ଫିଟ୍ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ୍ ବିୟୁଟି ଶିଳ୍ପା ସେଟ୍ଟି। ସୋସିଆଲ ମିଡିଆରେ ବି ସେ ଖୁବ୍ ଆକ୍ଟିଭ୍। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ…
୩୬ବର୍ଷ ପୂର୍ବର ଫିଲ୍ମ ବଲିଉଡ୍ର ମହାନାୟକଙ୍କୁ ଠେଲିଦେଇଥିଲା ମୃତ୍ୟୁମୁଖକୁ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। କାରଣ ଦୀର୍ଘ ୫୦ବର୍ଷରୁ ସେ ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବେଳେ ଘରେ ଘରେ ସେ ବେଶ୍ ପରିଚିତ। ଅମିତାଭ ନିଜ କାମକୁ ବେଶ୍ ପ୍ରାଧାନ୍ୟ ଦେଇଥାନ୍ତି। କାମକୁ ପୂରା…
ଫେରିଲା ଜେମ୍ସ ବଣ୍ଡ ସିରିଜ୍ : ରିଲିଜ୍ ହେଲା ‘ନୋ ଟାଇମ୍ ଟୁ ଡାଇ’ର ଆକ୍ସନ୍ ଟିଜର୍
ନୂଆଦିଲ୍ଲୀ: ଜେମ୍ସ ବଣ୍ଡ ସିରିଜର ଫିଲ୍ମ ‘ନୋ ଟାଇମ୍ ଟୁ ଡାଇ’ର ଆକ୍ସନ୍ ଟିଜର୍ ରିଲିଜ ହୋଇଛି। ଡାନିଏଲ କ୍ରେଗଙ୍କ ଅଭିନୀତ ଏହି ଫିଲ୍ମର ଟିଜର୍ ରିଲିଜ୍ ସମୟରେ ନିର୍ମାତା ଟ୍ରେଲର୍ ରିଲିଜ୍ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଆସନ୍ତା ୪…
ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ
ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନମିତା ଏବଂ ରାଧା ରବି ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରାଧା ରବି ପୂର୍ବରୁ…
ଦୀପିକାଙ୍କୁ ‘ଧୀମେ ଧୀମେ’ ଗୀତର ଷ୍ଟେପ୍ ଶିଖାଇଲେ କାର୍ତ୍ତିକ
କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’୬ ଡିସେମ୍ବରରେ ରିଲିଜ୍ ହେବ। ଏହା ସହିତ ଫିଲ୍ମର ଗୀତ ‘ଧୀମେ ଧୀମେ’ ଲୋକପ୍ରିୟ ହେବାରେ ଲାଗିଛି। ଏହି ଚ୍ୟାଲେଞ୍ଜକୁ ନେଇ ଉତ୍ସାହିତ ଦୀପିକା ପାଦୁକୋନ୍ ଦୁଇଦିନ ପୂର୍ବେ କାର୍ତ୍ତିକଙ୍କ ଇନ୍ଷ୍ଟାଗ୍ରାମରେ ଡ୍ୟାନ୍ସ…
ଶୁଟିଂ ସେଟ୍ରେ ଅସୁସ୍ଥ ଅନୁଭବ କଲେ ଶିଳ୍ପା
ମୁମ୍ବାଇ: ନିଜର ଫିଟ୍ନେସ୍ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ହଠାତ୍ ଶୁଟିଂ ସେଟ୍ରେ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀ ନିକଟରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ…
ଭଙ୍ଗା ସିଲଟରୁ ସୂର୍ଯ୍ୟମନ୍ଦିର
ଭଙ୍ଗା ସିଲଟ ଧରି ସେ ସ୍ବପ୍ନ ଦେଖିଥିଲେ। ସ୍ବପ୍ନ ଥିଲା କଳାଜଗତର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲିବେ। ସତକୁସତ ସେ ଚାଲିଛନ୍ତି। ଆଉ ଚାଲିଚାଲି ଆସି ପହଞ୍ଚଛନ୍ତି ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ତାଙ୍କର ଚାଲିବା ତଥାପି ସରିନି। ତାଙ୍କ…
ସାଗର-ଟିକିଲି ଲଭ୍ଷ୍ଟୋରି
କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍ ଯେମିତି ଟିକିଲି ଟିକିଏ ବି ଜାଣି ନ ଥିଲେ, ସାଗରଙ୍କୁ ଦେଖୁ ଦେଖୁ ତାଙ୍କ…
ପ୍ରଥମ ବିବାହ ବାର୍ଷିକୀ ପାଳିଲେ ପ୍ରିୟଙ୍କା-ନିକ୍
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍ ଜୋନସ୍ ରବିବାର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ପୂର୍ବରୁ ବେଶ୍…
ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ
ମୁମ୍ବାଇ,୧।୧୨: ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପୂର୍ବରୁ ବିଟ୍ଟି, ଅକ୍ଷୟ କୁମାର,…
ଦିଶାଙ୍କ ଫଟୋକୁ ଟାଇଗରଙ୍କ ମା’, ଭଉଣୀଙ୍କ ପ୍ରଶଂସା
ବମ୍ବେ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଟାଇଗର ଶ୍ରଫଙ୍କୁ ଯୋଡାଯାଏ। ଏହା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ସାଙ୍ଗରେ ସମୟ ବିତାଇବା ହେଉ ଅଥବା କୌଣସି ପାର୍ଟି, ସବୁଠାରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ। ଟାଇଗର ମଧ୍ୟ ଦିଶାଙ୍କ ପ୍ରଶଂସାରେ…
ଆସନ୍ତା ବର୍ଷ ବିବାହ କରିବେ ନେହା
ବମ୍ବେ: ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍ ବସ୍-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ କରିବେ। ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ସେ ହାତକୁ ଦୁଇହାତ ହେବେ। ନିକଟରେ…

