ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ ବଡ଼ କାରଣ। ବୈଜ୍ଞାନିକ ତଥ୍ୟ ଅନୁସାରେ ଆଖିର ରଙ୍ଗ ଆଇରିସ୍ରେ ଥିବା ମେଲାନିନ୍ ଉପରେ…
ପିଲାଙ୍କ ନିକ୍ ନେମ୍ ରଖିବା ଠିକ୍ ନୁହେଁ: ରିଷି କପୁର
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁ ପୋଷ୍ଟରେ ସେ ଲେଖିଛନ୍ତି ମାତାପିତା ପିଲାମାନଙ୍କ ନିକ୍ ନେମ୍ ରଖିବା ଠିକ୍ ନୁହେଁ। ଏହାସହ…
ଚାଇନାରେ କମାଲ୍ କରିବ ଗୋଲ୍ଡ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଗୋଲ୍ଡ’ ରିଲିଜ୍ ହେବା ପ୍ରାୟ ବର୍ଷେ ହେଲାଣି। ଏବେ ଏହା ଚାଇନାରେ ରିଲିଜ୍ ହେବ ବୋଲି ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି। ଏଥିରେ ସେ ଚାଇନାରେ…
ଚୁଜି ହେଲେଣି ଦିଶା
ଏଣିକି ଦିଶା ପଟାନି ବଲିଉଡ୍ରେ ଦେଖି ଚାହିଁ ପାଦ ପକାଇବେ। ତାଙ୍କ ଅଭିନୀତ କେତୋଟି ସିନେମା ହିଟ୍ ହେବା ପରେ ସେ ନିଜ କ୍ୟାରିୟରକୁ ହାଲ୍କା ଭାବରେ ନେବାକୁ ଚାହାନ୍ତି ନାହିଁ ବୋଲି ସେ କହନ୍ତି। ଚଳିତବର୍ଷ ତାଙ୍କ ଅଭିନୀତ ‘ଭାରତ’…
ମେରେ ଦୋ ଦୋ ବାପ୍
ଥରେ ମନେପକାନ୍ତୁ ନା ସୁପରହିଟ୍ ଫିଲ୍ମ ‘ଗୋପୀ କିଷନ୍’ରେ ସୁନୀଲ ସେଟ୍ଟିଙ୍କ ରୋଲ୍କୁ। ଏଥିରେ ସେ ଡବଲ ରୋଲ୍ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଏଥିରେ ତାଙ୍କର ଏକ ମାନିଆ ଡାଏଲଗ୍ ଥିଲା। ତାହା ହେଲା-‘ମେରା ଦୋ ଦୋ ବାପ୍’। ଚଳିତବର୍ଷ ଏହି…
ଏ ମନ ଖୋଜୁଥାଏ ଯାହା..
କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍ ଭାବରେ ପରିଚିତା ତମନ୍ନା କେମିତି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ୟା ଭିତରେ ସେ ବେଶ୍ କେତୋଟି…
ପୁଣି ଏକାଠି ନଜର ଆସିବେ ରଣବୀର କପୁର, ଦୀପିକା
ଦିନଥିଲା ଅଭିନେତା ରଣବୀର କପୁର ଏବଂ ଦୀପିକା ପାଦ୍ୟୁକୋନଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରୀରେ ଖୁବ୍ ଚର୍ଚ୍ଚା ହେଉଥିଲା। ଏପରିକି ଉଭୟେ ଲିଭ୍ ଇନ୍ରେ ରହୁଥିବା କଥା ସ୍ବୀକାର ମଧ୍ୟ କରିଥିଲେ। କିନ୍ତୁ କ’ଣ ହେଲା କେଜାଣି କିଛିଦିନ ପରେ ଉଭୟ…
‘ବିଗ୍ବସ୍’ରେ ରଶ୍ମୀ-ଅରହାନଙ୍କ ହୋଇପାରେ ବିବାହ !
ବମ୍ବେ: ଚଳିତ ବର୍ଷ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ୍’ ବନ୍ଧୁତା, ପ୍ରେମ, ଶତ୍ରୁତା ଆଦିକୁ ନେଇ ଚର୍ଚ୍ଚାରେ। ଯାହାକୁ ନେଇ ସବୁଥରଠାରୁ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି। ବିଗତ ଦିନରେ ପ୍ରତିଯୋଗୀ ସିଦ୍ଧାର୍ଥ-ଶେହନାଜ-ଆସିମ୍ଙ୍କୁ ନେଇ ବଜ୍ ରହିଥିବା ବେଳେ ଏବେ…
ନା ଖାନ୍, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ
ବମ୍ବେ: ବଲିଉଡ୍ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ ବି ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ତିନି ଖାନ୍(ସଲମାନ୍, ଶାହରୁଖ, ଆମିର)ଙ୍କ…
‘କେବେ ବି ନଗ୍ନ ଫଟୋ ଶୁଟ୍ କରିନି’
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍ତିୟାଜ୍ ଅଲୀଙ୍କ ସୁପର୍ହିଟ ଫିଲ୍ମ ‘ରକ୍ଷ୍ଟାର୍’ରୁ ଡେବ୍ୟୁ କରିଥିବା ଆମେରିକାନ୍ ମଡେଲ ତଥା ଅଭିନେତ୍ରୀ ନର୍ଗୀସ୍ ଫଖ୍ରି ଏବେ ଚର୍ଚ୍ଚାରେ। ଏକ ସାକ୍ଷାତ୍କାରରେ କିଛି ଚାଞ୍ଚଲ୍ୟକର ବୟାନ୍ ଦେଇଥିବାରୁ ନର୍ଗୀସ୍ଙ୍କୁ ନେଇ ଚର୍ଚ୍ଚା ଜୋର୍…
‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍ ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ନିଜର ଦମ୍ଦାର ଅଭିନୟ ଓ ଭିନ୍ନ ଭିନ୍ନ ଚରିତ୍ର ପାଇଁ ବେଶ୍ ଜଣାଶୁଣା। ତାଙ୍କ ପାଖରେ ବହୁ ନୂଆ ନୂଆ ପ୍ରୋଜେକ୍ଟ ରହିଥିବା ବେଳେ ଏବେ ଅପ୍ କମିଂ ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଫାଷ୍ଟ…
ପିତାଙ୍କ କୋକେଇ କାନ୍ଧେଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଭୂମି ପେଡନେକରଙ୍କ ଅଭିନୟ ଦକ୍ଷତା ସମସ୍ତଙ୍କୁ ଜଣା। ମୋଟି, ବୁଢୀ ଏବଂ କଳା ଯୁବତୀ ରୋଲ୍ରେ ସେ ଏପର୍ଯ୍ୟନ୍ତ ଦର୍ଶକଙ୍କ ସାମ୍ନାକୁ ଆସିସାରିଛନ୍ତି। ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ବେଶ୍ ପ୍ରଶଂସା କରିଛନ୍ତି। ନିକଟରେ ଆଗାମୀ ଫିଲ୍ମ ‘ପତି,…

