ରିଲିଜ୍ ପୂର୍ବରୁ ବିବାଦରେ ଫିଲ୍ମ ‘ପାନିପତ’
ମୁମ୍ବାଇ: ରିଲିଜ୍ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ଫିଲ୍ମ ‘ପାନିପତ’। ଉକ୍ତ ଫିଲ୍ମରେ ମହାନ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମସ୍ତାନୀଙ୍କୁ ଅପମାନଜନକ ଢଙ୍ଗରେ ପରିବେଷଣ କରାଯାଇଛି ବୋଲି ପେଶଓ୍ବା ବାଜିରାଓଙ୍କ ବଂଶ ଦାବି…
ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ରାକ୍ଷୀ ବହୁତ ଖୁସି: ଭିଡିଓ ଶେୟାର କରି କହିଲେ ‘ତାଙ୍କ ଡିଏନ୍ଏରେ ରାଜନୀତି’
ବମ୍ବେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଗତ କିଛି ଦିନ ଧରି ଟଣାଓଟରା ଲାଗିରହିଥିଲା। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏହାକୁ ନେଇ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ବେଶ୍ ଖୁସି। ସୋସିଆଲ ମିଡିଆରେ…
ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି
ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ ପୂରିଛି ୨୨ ବର୍ଷ। ଏହି ଅବସରରେ ଅଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର…
ଇମ୍ରାନ୍ଙ୍କ ନୂଆ ହିରୋଇନ୍, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ
ଇମ୍ରାନ ହାସ୍ମୀଙ୍କୁ ଫ୍ୟାନ୍ମାନେ ବହୁତ ମିସ୍ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଯିଏ ଅଭିନୟ କରୁଛନ୍ତି, ସେହି ଅଭିନେତ୍ରୀ ୨୦ଟି ସାଉଥ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି।…
କମ୍ ଫିଲ୍ମ କରି ସଫଳତା ସାଉଁଟିଛନ୍ତି ଏହି ଅଭିନେତ୍ରୀ: ସୋସିଆଲ ମିଡିଆରେ ଶେୟାର କଲେ ପିଲାଦିନର ଫଟୋ
ବଲିଉଡ୍ର କିଛି ଅଭିନେତ୍ରୀ ଖୁବ୍ କମ୍ ଫିଲ୍ମରେ ଅଭିନୟ କରି ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଏମିତି ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ୟାମି ଗୌତମ। ଆଜି ଅର୍ଥାତ ନଭେମ୍ବର ୨୮ ଗୁରୁବାର ତାଙ୍କର ଜନ୍ମଦିନ। ଏହି ଖାସ୍ ଦିନରେ ଆସନ୍ତୁ…
ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା
ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଷ୍ଟ୍ରିଟ୍ ଡ୍ୟାନ୍ସର-୩ ଡିରେ ବରୁଣ, ଶ୍ରଦ୍ଧା ପୁଣି ଥରେ ଧୁମ୍…
ଅବସର ନେବେ ଅମିତାଭ !
ମୁମ୍ବାଇ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଅବସର ନେବେ ବୋଲି ତାଙ୍କ ବ୍ଲଗ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ୧୯୬୯ରୁ ‘ସାତ ହିନ୍ଦୁସ୍ତାନୀ’ ମାଧ୍ୟମରେ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ବିଟାଉନରେ ୫୦ ବର୍ଷ ପୂରଣ କରି ସାରିଛନ୍ତି। ବିନା…
ଯୁବକଙ୍କଠାରୁ ସେଫ୍ଟିିପିନ୍ ଫୋଡ଼ା ଖାଇଥିଲି
ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍ ଗୀତ। ୭ ହଜାରରୁ ଅଧିକ ନନ୍ଫିଲ୍ମ ଗୀତ ଲେଖିଛନ୍ତି। ଦେଢ଼ଶହରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ଗୀତିକାର ନିର୍ମଳଙ୍କ ଅନୁଭୂତିରୁ…
‘କଲ୍ ହୋ ନା ହୋ’କୁ ପୂରଣ ହେଲା ୧୬ ବର୍ଷ
ମୁମ୍ବାଇ: ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘କଲ୍ ହୋ ନା ହୋ’କୁ ପୂରଣ ହୋଇଛି ୧୬ ବର୍ଷ। ଏହି ଉପଲକ୍ଷେ ବଲିଉଡ୍ ନିର୍ଦ୍ଦେଶକ କରନ ଜୋହର ଫିଲ୍ମ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ସୋସିଆଲ ମିଡିଆରେ ଶେୟାର…
କାନୁନ୍ଗୋ ବୋଲି ଓଡ଼ିଆ ଭାବନ୍ତି
ଏକାଧାରରେ ଜଣେ ପ୍ଲେବ୍ୟାକ୍ ସିଙ୍ଗର୍, କମ୍ପୋଜର୍, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍। ନିଜ ପାର୍ଟି ନମ୍ବର୍ ଓ ର଼୍ୟାପ୍ ସଙ୍ଗ୍ ପାଇଁ ରାତାରାତ ୟୁଥ୍ ସେନ୍ସେସନ୍ ପାଲଟିଥିବା ଅର୍ଜୁନ ପାର୍ଟି ଗୀତକୁ ପାର୍ଟି ଆନ୍ଥେମ୍ କରିବାରେ ଉସ୍ତାଦ୍। ‘ବାକି ବାତେଁ ପିନେ ବାଦ୍’ରେ…
ଆୟୁଷ୍ମାନଙ୍କୁ ପ୍ରଶଂସା କଲେ ତାହିରା
ମୁମ୍ବାଇ: ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନାଙ୍କୁ ତାଙ୍କ ପତ୍ନୀ ତାହିରା ଖୁବ୍ ପ୍ରଶଂସା କରିଛନ୍ତି। ନିକଟରେ ସେ ଏକ ପ୍ରମୋଶନାଲ ପ୍ରେସ କନଫରେନ୍ସରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି। ସେଠାରେ ସେ ବ୍ରେଷ୍ଟ କ୍ୟାନସର ଉପରେ ଆଲୋଚନା କରୁଥିଲେ। ଏଥିରେ…
ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ବ୍ୟସ୍ତ ଷ୍ଟାର୍ ଭାବେ ସୁପର୍ଷ୍ଟାର୍ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେଉଥିବାବେଳେ ଏଥିପାଇଁ ସେ ଲଗାତର ଶୁଟିଂରେ ବ୍ୟସ୍ତ ମଧ୍ୟ ରୁହନ୍ତି। ଏକାସମୟରେ ସେ ୨-୩ଟି ଫିଲ୍ମ ଶୁଟିଂ କରିଥାନ୍ତି।…

