ମଣିରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଯୋଡି ଅନେକ ବର୍ଷ ପରେ ପୁଣି ଥରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମଣିରତ୍ନମଙ୍କର ଆଗାମୀ ତାମିଲ ଫିଲ୍ମ ‘ପୋନିୟନ୍ ସେଲଭନ୍’ ଦଶମ ଶତାବ୍ଦୀର ମହାନ୍ ସମ୍ରାଟ୍ ଅରୁଲମୋଝି ବର୍ମନଙ୍କ ଜୀବନୀ ଉପରେ…
କିଛି ଟେନ୍ସନ୍ ଲାଗିଲେ ଫ୍ଲାଇଟ୍ରେ ବୁଲନ୍ତି ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ତଥା ନାଗିନ୍ ଫେମ୍ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ। ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ କାଟିବାକୁ…
‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ରେ ରହିଛି ପ୍ରେମ ତ୍ୟାଗର କଥା
ସତ୍ୟବାଦୀ ପଣ୍ଡା ଜଣେ ଗରିବ ବ୍ରାହ୍ମଣ। ଘରେ ତାଙ୍କର ତିନୋଟି ପିଲା। ଝିଅ ଧାରା ଓ ଦୁଇପୁଅ ଅଜୟ ଓ ବିଜୟ। ବିଜୟ ଦୃଷ୍ଟିହୀନ। ଅଜୟ ପାଠ ପଢ଼ିଛି। ହେଲେ ଚାକିରି ପାଇଁ ଅର୍ଥ ନାହିଁ। ବିଜୟର ଆଖି ଭଲ କରିବା…
ଗାୟିକା-ଅଭିନେତ୍ରୀ ବେବିନା
ନାଟକ ଆରମ୍ଭରୁ ସେ ଗୀତ ଗାଇ ଦର୍ଶକଙ୍କ ମନକୁ ଝୁମେଇ ଦିଅନ୍ତି। ପୁଣି ନାଟକରେ କମେଡ଼ି କରି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ୍ କରିଦିଅନ୍ତି। ଉଭୟ ଗୀତ ଆଉ ଅଭିନୟର ଯୁଗଳବନ୍ଦୀରେ ଯାତ୍ରାଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା…
ରିଲିଜ୍ ହେଲା ‘ୟାଦ ପିୟା କି ଆନେ ଲଗି’ର ରିକ୍ରିଏଟ୍ ଭର୍ସନ
ମୁମ୍ବାଇ: ବଲିଉଡ୍ ବିୟୁଟି ଦିବ୍ୟା ଖୋସଲାଙ୍କୁ କେତେ ଗୁଡିଏ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି। ଏବେ ତାଙ୍କର ଆଉଏକ ଗୀତ ‘ୟାଦ ପିୟା କି ଆନେ ଲଗି’ ରିଲିଜ୍ ହୋଇଯାଇଛି। ଅବଶ୍ୟ ଏହାକୁ ନେଇ ଦିବ୍ୟା ପୂର୍ବରୁ କିଛି ଫଟୋ ଶେୟାର…
ରିଲିଜ୍ ଅପେକ୍ଷାରେ ‘ଗୁଡ୍ ନ୍ୟୁଜ’ ଟ୍ରେଲର୍
ମୁମ୍ବାଇ: ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଗୁଡ୍ ନ୍ୟୁଜ’ର ଟ୍ରେଲର୍ ସୋମବାର ରିଲିଜ୍ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି, ଆଗକୁ ଡବଲ ସମସ୍ୟା। ତେବେ କି ସମସ୍ୟା ରହିଛି…
ମୁଣ୍ଡରେ ଗୋଲାପ ଖୋସି ର଼୍ୟାମ୍ପରେ ଚାଲି ଟ୍ରୋଲ୍ ହେଲେ ରାନୁ
ରେଳ ଷ୍ଟେଶନରେ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେଶନ୍ ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ଦିନେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାନୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ…
କରନଙ୍କୁ ଧନ୍ୟବାଦ ଦେଲେ କେଟି
ମୁମ୍ବାଇ: ଆମେରିକାନ୍ ସିଙ୍ଗର କେଟି ପେରୀ ମୁମ୍ବାଇରେ ପରଫର୍ମ କରିବାକୁ ଭାରତ ଆସିଥିଲେ। ମୁମ୍ବାଇ ପହଞ୍ଚିବା ପରେ ସେ ବହୁ ବଲିଉଡ୍ ସେଲିବ୍ରିଟିଙ୍କ ସହ ମିଶିଥିଲେ। ତେବେ ତାଙ୍କ ଉଦ୍ଦେଶ୍ୟରେ ବଲିଉଡ୍ ନିର୍ଦ୍ଦେଶକ କରନ ଜୋହର ତାଙ୍କ ଘରେ ଗୁରୁବାର ସନ୍ଧ୍ୟାରେ…
କ୍ଷମା ମାଗିଲେ ଅମିତାଭ୍
ମୁମ୍ବାଇ: ବିଗ୍ ବି ଅମିତାଭ୍ ବଚ୍ଚନ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତାଠାରେ ହୋଇଥିବା ୨୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ବିଗ୍ ବି ଏଥର ଯୋଗଦେଇପାରି ନ ଥିଲେ। ସେଥିପାଇଁ ଭିଡ଼ିଓ କନଫରେନ୍ସି କରି ସେ କ୍ଷମା ମାଗିଥିଲେ। ଏହି ଭିଡ଼ିଓକୁ…
ମଲାଇକାଙ୍କ ଭଳି ଡ୍ରେସ୍ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ
ବମ୍ବେ: ଆଇଟମ୍ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ ଆକାଉଣ୍ଟରେ ଡିଜାଇନର ମୋହିତ ରାୟଙ୍କ ଦ୍ୱାରା ନିର୍ମିତ ଧଳା ରଙ୍ଗର ଏକ ପୋଷାକକୁ ସୋନାକ୍ଷୀ…
ପ୍ରଥମ ଦିନରେ ଭଲ ବିଜନେସ୍ କଲା ସିଦ୍ଧାର୍ଥଙ୍କ ଫିଲ୍ମ
ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ମରଜାଓ୍ବା’ବକ୍ସ ଅଫିସରେ ଭଲ ବିଜନେସ୍ କରିଛି। ପ୍ରଥମ ଦିନରେ ହିଁ ସେ କମାଲ୍ କରିଛି। ମିଲାପ ମିଲନ ଜାବେରିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୭.୦୩…
‘ବ୍ରହ୍ମାସ୍ତ୍ର’ ସହ ଯୋଡ଼ି ହେଲେ ଶାହରୁଖ
ବମ୍ବେ: ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ଯାଇଥିବା ଶାହରୁଖ ଖାନ୍ ପୁଣି ଥରେ ଫେରୁଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ ବୋଲି କୁହାଯାଉଛି। ଫିଲ୍ମଟି ତିନୋଟି ଭାଗରେ ରିଲିଜ୍ ହେବ।…
Archives


