ଜାନୁୟାରୀରେ ରିଲିଜ୍ ହେବ ମଲାଲାଙ୍କ ବାୟୋପିକ୍
ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍ ‘ଗୁଲ୍ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍ ଡେଟ୍। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍ ହେବ। ଏଚ୍ଇ ଅମଜାଦ ଖାଁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଞ୍ଜୟ…
ଟଏଲେଟ୍ ସଫା କଲେ ସଲମାନ ଖାନ୍
‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଘର ଏବଂ ଟଏଲେଟ…
ଜୀବିକା ଯୋଗାଉଛି ଯାତ୍ରା
ଯାତ୍ରା ଏମିତି ଏକ ଲୋକକଳା ଯାହା କେବଳ ଖୁସି ଦିଏନି, ବହୁ ପରିବାରକୁ ଜୀବିକା ଯୋଗାଇଥାଏ। ଶହ ଶହ ଲୋକ ଏଠାରେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଏ କଥା କହନ୍ତି ଦୀର୍ଘ ବାରବର୍ଷ ଧରି ବିଭିନ୍ନ ଯାତ୍ରା…
ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ
ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ ଦେଉଛନ୍ତି। ସେହି ପାରମ୍ପରିକ କଳା ମଧ୍ୟରେ ଯାତ୍ରା ହେଉଛି ଅନ୍ୟତମ। ଆଉ ପର୍ବପର୍ବାଣି ସମୟ…
ନୂଆବର୍ଷରେ ବଡ଼ ପରଦାକୁ ଫେରି ପାରନ୍ତି ଶାହାରୁଖ
ମୁମ୍ବାଇ: ବେଶ୍ କିଛି ଦିନ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡ୍ ବାଦ୍ଶାହା ଶାହାରୁଖ ଖାଁ ଖୁବ୍ଶୀଘ୍ର ବଡ ପରଦାକୁ ଫେରି ପାରନ୍ତି ବୋଲି ଶୁଣିବାକୁ ମିଳିଛି। କିଛିଦିନ ହେବ ଶାହାରୁଖଙ୍କ ହାତରେ କୌଣସି ଅଫର୍ ନ ଥିବା ବେଳେ ଏବେ…
ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା
ଲକ୍ଷ୍ନୌ,୨୯।୧୨: ବଲିଉଡ୍ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍ କରିଛନ୍ତି। ଏହାସହ ସେ ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ଗୋବିନ୍ଦାଙ୍କ ଗସ୍ତର ସେମିତି…
ପ୍ରେମୀକାଙ୍କ ସ୍କଟ ପିନ୍ଧା ପସନ୍ଦ ନ ଥିଲା ଏହି ସୁପରଷ୍ଟାରଙ୍କୁ
ମୁମ୍ବାଇ: ବଲିଉଡ୍ ଦୁନିଆର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆଜି ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଅଭିନୟ ଆଜିବି ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ। ୨୯ ଡିସେମ୍ବର ୧୯୪୨ରେ ଅମୃତସରରେ ଜନ୍ମ ନେଇଥିବା ରାଜେଶ ଖାନ୍ନାଙ୍କ ପ୍ରକୃତ…
୪୬ ବର୍ଷରେ ଟ୍ବିଙ୍କିଲ୍: ଫିଲ୍ମ ଫ୍ଲପ୍ ହେବାରୁ ଅକ୍ଷୟଙ୍କୁ କରିଥିଲେ ବିବାହ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନା ରବିବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ବରଶାତ୍ରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହାପରେ ଜୁଲ୍ମୀ, ବାଦଶାହ, ଇଣ୍ଟରନ୍ୟାସନାଲ୍ ଖିଲାଡ଼ି…
କାଲିଫର୍ନିଆରେ ଛୁଟି ମନାଉଛନ୍ତି ପ୍ରିୟଙ୍କା-ନିକ୍
ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସଙ୍କ ଭଲପାଇବା ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥାଏ। ନିଜର ରୋମାଣ୍ଟିକ୍ ବଣ୍ଡିଂ ହେଉ କି ଯୁଆଡ଼େ ବୁଲିବାକୁ ଯାଆନ୍ତୁ ନା କାହିଁକି ପ୍ରିୟଙ୍କା ଏବଂ ନିକ୍…
ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ
ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍ମାନ। ଏହାପରେ ସେ ଖବରଦାତାଙ୍କୁ…
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗାୟିକା ସପ୍ନା
ବମ୍ବେ: କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି କିଛି ଘଟଣା ଘଟିଛି ଗାୟିକା ସପନା ଚୌଧୁରୀଙ୍କ କ୍ଷେତ୍ରରେ। ଶୁକ୍ରବାର ରାତିରେ ଶପିଂ ସାରି ଫେରୁଥିବା ବେଳେ ସେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ହେଲେ…
ଗାର୍ଲଫ୍ରେଣ୍ଡ୍ଙ୍କ ସହ ଭାଣିଜୀକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଭାଇଜାନ୍
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ସଲମାନ୍ ଖାଁ ଡିସେମ୍ବର ୨୭ ଅର୍ଥାତ ଶୁକ୍ରବାର ଦ୍ୱିତୀୟ ଥର ମାମୁ ହୋଇଛନ୍ତି। ଭାଇଜାନ୍ ତାଙ୍କ ଜନ୍ମଦିନରେ ହିଁ ଏହି ସୌଭାଗ୍ୟ ପୁଣି ଥରେ ଅର୍ଜନ କରିଛନ୍ତି। ସେ ତାଙ୍କ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁରଙ୍କ ସହିତ ଭାଣିଜୀକୁ…

