ମନୋରଞ୍ଜନ

ଭାଜପା ଜିତିଲେ ହିଟ୍‌ ହେବ ବିବେକଙ୍କ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ !

ମୁମ୍ବାଇ: ଦୁଇ ଦିନ ପରେ ଅର୍ଥାତ ଶୁକ୍ରବାର ପରଦାକୁ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’। ନିର୍ବାଚନ ପୂର୍ବରୁ ଏହାକୁ ରିଲିଜ୍‌ କରାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ନିର୍ବାଚନ ଫଳାଫଳ...

ଟେଲିଭିଜନ୍‌ରେ କାହିଁକି ବାରମ୍ବାର ପ୍ରସାରିତ ହୋଇଥାଏ ‘ସୂର୍ଯ୍ୟବଂଶମ’? ଅମିତାଭ ରଖିଲେ ଉତ୍ତର

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ସୂର୍ଯ୍ୟବଂଶମ’। ଏହାକୁ କିଛି ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରସାରିତ କରାଯାଇଥାଏ। ତେବେ ଫିଲ୍ମଟିକୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳୁଥିବାରୁ ଏପରି ହେଉଅଛି। ମାତ୍ର ଅନେକେ...

ହାତରେ ହାତ ଛନ୍ଦି ବୁଲୁଥିଲେ ଏହି ଯୋଡ଼ି, କ୍ୟାଚ୍‌ କରିନେଲା କ୍ୟାମେରା

ହାତରେ ହାତ ଛନ୍ଦି ବଲିଉଡ୍‌ର ଏହି ଯୋଡ଼ି କାର୍‌ରେ ବୁଲୁଥିଲେ। ଫଟୋଗ୍ରାଫରଙ୍କ କ୍ୟାମେରାକୁ ଦେଖି ମୁହଁ ଲୁଚାଇଦେଲେ। କିନ୍ତୁ ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ପରି ଏହି ଯୋଡ଼ିଙ୍କୁ ସେତେବେଳକୁ କ୍ୟାଚ୍‌ କରି ନେଇଥିଲା କ୍ୟାମେରା। ଆମେ ଆଉ...

ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ କିଛି କାହାଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଲର୍ସରେ ପ୍ରସାରିତ ଏକତା କପୁରଙ୍କ ଶୋ’...

ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ ପ୍ରାଧାନ୍ୟ ଦେଇଥିଲେ ସେ। ଶାହିଦଙ୍କୁ ଭଲ ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୈଫ୍‌ଙ୍କୁ...

୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏହି ସିନେମାକୁ ଦର୍ଶକ ଉକ୍ତ ସମୟରେ ବହୁତ ପସନ୍ଦ...

‘ଏବି ଆନି ସିଡିି’ରେ ଅମିତାଭ

ମୁମ୍ବାଇ: ବିକ୍ରମ୍‌ ଗୋଖ୍‌ଲେଙ୍କ ମରାଠୀ ଚଳଚ୍ଚିିତ୍ର ‘ଏବି ଆନି ସିଡ଼ି’ରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଅତିଥି କଳାକାରଭାବେ ଅଭିନୟ କରିବେ। ଚଳଚ୍ଚିତ୍ରଟି ମିଲିନ୍ଦ୍‌ ଲେଲେଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ। ଅମିତାଭ ଏଥିରେ...

ବିବାହର ୮ ବର୍ଷ ପରେ ଇମ୍‌ରାନ-ଅବନ୍ତିକାଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ଦୀର୍ଘଦିନରୁ ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଥିବା ସୁପରଷ୍ଟାର ଆମିର ଖାନ୍‌ଙ୍କ ଭଣଜା ତଥା ଅଭିନେତା ଇମ୍‌ରାନ ଖାନ୍‌ଙ୍କୁ ନେଇ ନୂଆ ଚର୍ଚ୍ଚା। କାରଣଟି ହେଲା ସ୍ତ୍ରୀ ଅବନ୍ତିକା ମଲିକ ଓ ଇମ୍‌ରାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଏହି ସାଉଥ୍‌ ସୁପର୍‌ଷ୍ଟାର। ଇତିମଧ୍ୟରେ ‘ସାହୋ’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି।...

ଅର୍ଜୁନଙ୍କ ଫିଲ୍ମରେ ନାହାଁନ୍ତି କେହି ନାୟିକା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌’ ପାଇଁ ଖୁବ୍‌ ବ୍ୟସ୍ତ। ଆସନ୍ତା ୨୪ତାରିଖରେ ଏହା ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାର ଯୋଜନା ରହିଛି। ନିକଟରେ ଏହାର ପ୍ରମୋଶନ ପାଇଁ...

ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ ସେ ଏକା ନୁହେଁ କେତେଜଣ ବଳିଉଡ୍‌ ସେଲିବ୍ରିଟି ଯୋଗ ଦେଇପାରନ୍ତି ବୋଲି ଅନୁମାନ...

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର ସେ ଏହି ଟୁଇଟ୍‌କୁ ଡିଲିଟ୍‌ କରିବା ସହ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ସେମାବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri