ମନୋରଞ୍ଜନ

ଦୀପିକାଙ୍କୁ ‘ଧୀମେ ଧୀମେ’ ଗୀତର ଷ୍ଟେପ୍‌ ଶିଖାଇଲେ କାର୍ତ୍ତିକ

କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’୬ ଡିସେମ୍ବରରେ ରିଲିଜ୍‌ ହେବ। ଏହା ସହିତ ଫିଲ୍ମର ଗୀତ ‘ଧୀମେ ଧୀମେ’ ଲୋକପ୍ରିୟ ହେବାରେ ଲାଗିଛି। ଏହି ଚ୍ୟାଲେଞ୍ଜକୁ ନେଇ ଉତ୍ସାହିତ ଦୀପିକା ପାଦୁକୋନ୍‌ ଦୁଇଦିନ ପୂର୍ବେ କାର୍ତ୍ତିକଙ୍କ ଇନ୍‌ଷ୍ଟାଗ୍ରାମରେ ଡ୍ୟାନ୍ସ…

ଶୁଟିଂ ସେଟ୍‌ରେ ଅସୁସ୍ଥ ଅନୁଭବ କଲେ ଶିଳ୍ପା

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟି ହଠାତ୍‌ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀ ନିକଟରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ…

ଭଙ୍ଗା ସିଲଟରୁ ସୂର୍ଯ୍ୟମନ୍ଦିର

ଭଙ୍ଗା ସିଲଟ ଧରି ସେ ସ୍ବପ୍ନ ଦେଖିଥିଲେ। ସ୍ବପ୍ନ ଥିଲା କଳାଜଗତର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲିବେ। ସତକୁସତ ସେ ଚାଲିଛନ୍ତି। ଆଉ ଚାଲିଚାଲି ଆସି ପହଞ୍ଚଛନ୍ତି ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ତାଙ୍କର ଚାଲିବା ତଥାପି ସରିନି। ତାଙ୍କ…

ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌ ଯେମିତି ଟିକିଲି ଟିକିଏ ବି ଜାଣି ନ ଥିଲେ, ସାଗରଙ୍କୁ ଦେଖୁ ଦେଖୁ ତାଙ୍କ…

ପ୍ରଥମ ବିବାହ ବାର୍ଷିକୀ ପାଳିଲେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍‌ ଜୋନସ୍‌ ରବିବାର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ପୂର୍ବରୁ ବେଶ୍‌…

ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟିଙ୍କ ପରଲୋକ

ମୁମ୍ବାଇ,୧।୧୨: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ମା’ ବିଟ୍ଟି କାପାଡିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପୂର୍ବରୁ ବିଟ୍ଟି, ଅକ୍ଷୟ କୁମାର,…

ଦିଶାଙ୍କ ଫଟୋକୁ ଟାଇଗରଙ୍କ ମା’, ଭଉଣୀଙ୍କ ପ୍ରଶଂସା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଟାଇଗର ଶ୍ରଫଙ୍କୁ ଯୋଡାଯାଏ। ଏହା ପଛରେ ବଳିଷ୍ଠ କାରଣ ମଧ୍ୟ ରହିଛି। ସାଙ୍ଗରେ ସମୟ ବିତାଇବା ହେଉ ଅଥବା କୌଣସି ପାର୍ଟି, ସବୁଠାରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ। ଟାଇଗର ମଧ୍ୟ ଦିଶାଙ୍କ ପ୍ରଶଂସାରେ…

ଆସନ୍ତା ବର୍ଷ ବିବାହ କରିବେ ନେହା

ବମ୍ବେ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ ନେହା ପେଡନସେ। ପ୍ରେମିକ ଶାର୍ଦ୍ଦୁଳ ସିହଙ୍କୁ ସେ ବିବାହ କରିବେ। ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ସେ ହାତକୁ ଦୁଇହାତ ହେବେ। ନିକଟରେ…

ଫିଲ୍ମରେ କଳାକାରମାନେ ପିନ୍ଧୁଥିବା ପୋଷାକ କ’ଣ ହୁଏ

ମୁମ୍ବାଇ: ବଲିଲଡ୍‌ ମୁଭି ନିର୍ମାଣ କରିବାରେ ପ୍ରଯୋଜକ ନିର୍ଦ୍ଦେଶକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଫିଲ୍ମ ହିଟ୍‌ ହେଉ ଅବା ଫ୍ଲପ୍‌ ଟଙ୍କା ଖର୍ଚ୍ଚ କରିବାରେ ସାଧାରଣତଃ କେହି କଞ୍ଜୁସି କରନ୍ତି ନାହିଁ। ବେଳେ ବେଳେ ଦେଖାଯାଏ ଫିଲ୍ମରେ ବିଶେଷ…

ହଙ୍ଗାମା ସିକ୍ୱିଏଲରେ ନଜର ଆସିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟୀ ହଙ୍ଗାମା ସିକ୍ୱିଏଲରେ ପରେଶ ରାଓ୍ବଲଙ୍କ ସହ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ଶିଳ୍ପା ଏକ ମେଜର ରୋଲ୍‌ରେ ଆସିବେ। ମିଜାନ ଜାଫରି ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରଣିତା ସୁଭାଷଙ୍କୁ ମଧ୍ୟ ଏହି…

ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ର ଶୁଟିଂ ପାଇଁ ପଞ୍ଜାବ ଯାଇଥିବା ବେଳେ ସ୍ବର୍ଣ୍ଣ ମନ୍ଦିର ପହଞ୍ଚିଛନ୍ତି। ସେଠାରେ…

ଟୁଇଟରରେ ଭୂମିଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ: ଭୂମି ପାଡନେକର ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଭର୍ସାଟାଇଲ ଆକ୍ଟିଂ ସାଙ୍ଗକୁ ସିମ୍ପଲ୍‌ ଆଉ ଷ୍ଟାଇଲିଶ୍‌ ଲୁକ୍‌ ଫ୍ୟାନ୍‌ମାନଙ୍କୁ ଆକର୍ଷିତ କରୁଛି। ତେବେ ଭୂମି ଏବେ ନିଜ ଅପ୍‌କମିଂ ଫିଲ୍ମ ‘ପତି, ପତ୍ନୀ ଔର ଓ୍ବ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri