ଇନ୍ଷ୍ଟାଗ୍ରାମ୍ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏରୁ ଅଧିକ ଟଙ୍କା ନିଅନ୍ତି ପ୍ରିୟଙ୍କା
ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। ଖୁବ୍ କମ୍ ସମୟରେ ଏହା ଜଣଙ୍କ ପାଖରେ ନିଜର ମନ କଥା ପହଞ୍ଚାଇଦିଏ। ଠିକ୍ ସେଥିପାଇଁ ସେଲିବ୍ରିଟିମାନେ ପ୍ରଶଂସକମାନଙ୍କ ସହ ସିଧା ଯୋଡ଼ି ହେବାକୁ ସୋସିଆଲ...
୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ
ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍’ରେ ବୋଲ୍ଡ ସିନ୍ ଦେଇଥିଲେ ଏହି ଅଭିନେତ୍ରୀ। ସେ ଆଉ କେହି ନୁହନ୍ତି, କିମି କାଟ୍କର ହେଉଛନ୍ତି ବିଗ୍ ବିଙ୍କ ‘ଜୁମା ଚୁମା’...
ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ ଏହିସବୁ ଅଭିନେତ୍ରୀ
ବଲିଉଡ୍ର ଅଧିକାଂଶ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ହୋଇଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ… ପ୍ରିୟଙ୍କା ଚୋପ୍ରା: ବଲିଉଡ୍ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ପ୍ରିୟଙ୍କା...
ଆସନ୍ତା ବର୍ଷ ବଲିଉଡ୍ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ
ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡ଼ିଥାଏ। ୨୦୧୯ରେ ମଧ୍ୟ କେତେକ ସେଲିବ୍ରିଟିଙ୍କ ଷ୍ଟାର କିଡ୍ସ ନିଜର ଭାଗ୍ୟ ପରୀକ୍ଷା...
ରାସ୍ତାରେ ବେଲୁନ୍ ବିକୁଥିବା ଦେଢ ବର୍ଷର ପିଲାକୁ କୋଳେଇ ନେଲେ ନୁଶରତ୍, ଫଟୋ ଭାଇରାଲ
ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ଇନଷ୍ଟାଗ୍ରାମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନୁଶରତ୍ ଫୁଟପାଥ୍ରେ ବୁଲୁଥିବା ଏକ ପିଲାଟିକୁ ଜାବୁଡି ଧରି ଚୁମ୍ବନ ଦେଉଥିବାର ଦେଖାଯାଇଛି। ଏହି ଫଟୋକୁ ୟୁଜର୍ସ...
କପିଲଙ୍କ ସହ ବିବାଦ ଭୁଲିଲେ ସୁନିଲ, ବାପା ହେବା ନେଇ ଜଣାଇଲେ ଶୁଭେଚ୍ଛା
ବମ୍ବେ: ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବିଷୟରେ କାହାକୁ ବା ଅଚ୍ଛପା। ଉଭୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବା ଲାଗି ପ୍ରଶଂସକମାନେ ଚାହିଁ ବସିଥିବା ବେଳେ ସୁନିଲ କିନ୍ତୁ ତାହା ଚାହୁଁ ନାହାନ୍ତି। ଫଳରେ...
୯୭ ବର୍ଷରେ ପାଦ ଦେଲେ ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର: ପାଇଛନ୍ତି ୮ଥର ଫିଲ୍ମ ଫେୟାର
ମୁମ୍ବାଇ: ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର ବୁଧବାର ୯୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମହମ୍ମଦ୍ ୟୁସୁଫ ଖାଁ। ରାଜକପୁର, ଦେବାନନ୍ଦ ଏବଂ ଦିଲ୍ଲୀପ ବିଭାଜନ ସମୟରେ...
ଫିଲ୍ମ ‘ଛପାକ’ର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍ ୧୯ ସେକେଣ୍ଡର ହୋଇଥିବା ବେଳେ ଏଥିରେ ଦୀପିକାକୁ ଆଦୌ ଚିହ୍ନି ହେଉନି। ଟ୍ରେଲରର ପ୍ରଥମରୁ ଦୀପିକାଙ୍କ ଦମ୍ଦାର...
ସୁନିଲ ସେଟ୍ଟିଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ନୂଆଦିଲ୍ଲୀ,୧୦।୧୨: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି(ଏନ୍ଏଡିଏ)ର ବ୍ରାଣ୍ଡ ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ଏନ୍ଏଡିଏ ଓ ଅଲ୍ ଇଣ୍ଡିଆ ଫୁଟବଲ ଫେଡରେଶନ(ଏଆଇଏଫ୍ଏଫ୍) ମିଳିତ ଭାବେ ଏକ...
ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ
ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍ ହୋଇଛି। ରିଲିଜ୍ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଫିଲ୍ମକୁ ବ୍ୟାନ କରିବା ପାଇଁ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ବଲିଉଡ୍ରେ ୯ ବର୍ଷ ପୂରଣ କଲେ ରଣବୀର୍
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ବଲିଉଡ୍ରେ ମଙ୍ଗଳବାର ୯ ବର୍ଷ ପୂରଣ କରିଛନ୍ତି। ଏହାକୁ ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିରେ ସେ ତାଙ୍କ ବ୍ଲକବୁଷ୍ଟର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ର ଏକ ଫଟୋସହ କ୍ୟାପଶନ...
ଅଭିନେତା-ପେଣ୍ଟର ଅଶୋକ କୁମାର: ସ୍ତ୍ରୀଙ୍କର ଏଭଳି ଚିତ୍ର କରିଥିଲେ ପେଣ୍ଟିିଂ
ମୁମ୍ବାଇ: ବଲିଉଡ୍ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ମଙ୍ଗଳବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ ତାଙ୍କର ଜନ୍ମ ହୋଇଥିଲା। ଅଶୋକ କୁମାର ଜଣେ ଆଗଧାଡ଼ିର ଅଭିନେତା ସହିତ ଭଲ...
Archives


