କ୍ଷମା ମାଗିଲେ ଫରହା
ମୁମ୍ବାଇ,୨୭।୧୨: ଟେଲିଭିଜନ ଶୋ’ ମାଧ୍ୟମରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସବୁ ଧର୍ମକୁ ସମ୍ମାନ କରନ୍ତି ବୋଲି କହିବା ସହ...
ଅନୁରାଗଙ୍କ ଫିଲ୍ମ ‘ଲୁଡୋ’ରେ ଅଭିଷେକ, ରିଲିଜ ହେଲା ପ୍ରଥମ ପୋଷ୍ଟର
ବମ୍ବେ: ‘ଜଗ୍ଗା ଜାସୁସ’ ପରେ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅନୁରାଗ ବାସୁ। ଅଭିନେତା ଅଭିଷେକ ବଚ୍ଚନ, ରାଜକୁମାର ରାଓ ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଏଥିରେ ନାୟିକା ସାଜିବେ ଦଙ୍ଗଲ ଅଭିନେତ୍ରୀ ଫାତିମା...
ଫିଲ୍ମ ‘ପଙ୍ଗା’କୁ ନିଜ ମା’ଙ୍କୁ ସମର୍ପିତ କଲେ କଙ୍ଗନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଛି। ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିବା ବେଳେ ଏଥିରେ କଙ୍ଗନା ଜଣେ ଅବସରପ୍ରାପ୍ତ କବାଡ଼ି ଖେଳାଳି ତଥା ମା’ ଭୂମିକାରେ ନଜର ଆସିବେ।...
ଜନ୍ମଦିନରେ ମାମୁଁ ହେଲେ ଭାଇଜାନ୍
ବଲିଉଡ୍ର ଭାଇଜାନ୍ ସଲମାନ ଖାଁ ଆଜି ଅର୍ଥାତ୍ ଶୁକ୍ରବାର ୫୪ ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଏକ ଖୁସି ଖବର ମିଳିଛି। ସେ ପୁଣି ଥରେ ମାମୁଁ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଜିର ଦିନରେ...
କମ୍ ବୟସରେ ଆତ୍ମହତ୍ୟା କରିଥିବା ସେଲିବ୍ରିଟି
କୌଣସି ନା କୌଣସି କାରଣକୁ ନେଇ ଖୁବ୍ କମ୍ ବୟସରେ ବଲିଉଡ୍ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା ବାନାର୍ଜୀ: ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା...
ବିବାହ କଲେ ମୋନା
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ବଲିଉଡ୍ ଆକ୍ଟ୍ରେସ୍ ମୋନା ସିଂ। ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ୍ ଇଣ୍ଡିଆର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ଶୁକ୍ରବାର ବିବାହ କରିଛନ୍ତି। ଏବେ ବିବାହ ବେଳର ପ୍ରଥମ ଫଟୋ ସାମ୍ନାକୁ...
ଭଣଜା ସହ ଜନ୍ମଦିନର କେକ୍ କାଟିଲେ ସଲମାନ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ଶୁକ୍ରବାର ନିଜର ୫୪ତମ ଜନ୍ମଦିନ ପାଳିଛନ୍ତି। ଜନ୍ମଦିନ ଉପଲକ୍ଷେ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଚଳିତଥର ସଲମାନ ନିଜ ପସନ୍ଦର ସ୍ଥାନ ପନଓ୍ବେଲ ଫାର୍ମ ବଦଳରେ ଭାଇ...
ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ
ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର ରାତିରେ କୁଶଲଙ୍କ ଘରୁ...
ଏହି ଅଭିନେତାଙ୍କ ପାଇଁ ଜେଲ୍ ଆଗରେ ଗୋଲାପ ଫୁଲ ବିଛାଇଥିଲେ ପ୍ରଶଂସକ
ବଲିଉଡର୍ ଭାଇଜାନ ସଲମନ୍ ଖାନ୍ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍ରେ ବହୁ ହିଟ୍ ଫିଲ୍ମ ଅଭିନୟ କରିଥିବା ସଲ୍ଲୁଙ୍କ ଜଲଓ୍ବା ଏବେ ବି କାଏମ୍ ରହିଛି। କ୍ରିସ୍ମାସ ଅବସରରେ...
ଚର୍ଚ୍ଚାରେ ଜାହ୍ନବୀ
ବମ୍ବେ: ଅଭିନେତା ଇଶାନ୍ ଖଟ୍ଟରଙ୍କ ସହ ବଲିଉଡ୍ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ ମଧ୍ୟ ରହିଛି। ଦୀର୍ଘ ଦିନ ଧରି ସିଲ୍ଭର ସ୍କ୍ରିନ୍ରୁ ଦୂରେଇ ରହିବା ପରେ...
କ୍ରିସ୍ମାସ୍ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି
ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍ ଟ୍ରି’ କରିଥିବା ମଧ୍ୟ ଦେଖାଯାଇଛି। ଏହି ଅବସରରେ ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଦୀପିକା-ରଣବୀର,...
ଅବରାମଙ୍କ ଫଟୋଶୁଟ୍, ଭାଇରାଲ ହେଉଛି କ୍ୟୁଟ୍ ଲୁକ୍
ବମ୍ବେ: ବଲିଉଡ୍ ବାଦଶାହା ଶାହରୁଖ ଖାନ୍ଙ୍କ ପୁଅ ଅବରାମ ଜଣେ ଚର୍ଚ୍ଚିତ ଷ୍ଟାରକିଡ୍। ଏବେ ନିଜର ଫଟୋଶୁଟ୍ କରାଇ ସେ ଚର୍ଚ୍ଚାରେ। ମା’ ଗୌରୀ ନିଜର ସୋସିଆଲ ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ମଡର୍ନ ଡ୍ରେସ୍...
Archives


