ନିର୍ଭୟା ବଳାତ୍କାରୀଙ୍କ ସହ ୪ ଦିନ ଜେଲରେ ରୁହନ୍ତୁ ଇନ୍ଦିରା ଜୟସିଂ: କଙ୍ଗନା
ମୁମ୍ବାଇ,୨୩।୧: ବଲିଉଡ୍ର ‘ପଙ୍ଗା’ ଅଭିନେତ୍ରୀ କଙ୍ଗନା ରାନାଓ୍ବତ କିଛି କା କିଛି ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ଏଥର ସେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଉପରେ ସେମିତି ଏକ ବିବାଦୀୟ ବୟାନ ଦେଇଛନ୍ତି। କଙ୍ଗନା…
ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି
ମୁମ୍ବାଇ,୨୨।୧: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଖୁବ୍ଶୀଘ୍ର…
ଅଶ୍ୱ ଚାଳନା ଶିଖୁଛନ୍ତି ଏହି ଅଭିନେତା
ବିଗ ବଜେଟ ସିନେମା ‘ତଖ୍ତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଭିକ୍କି କୌଶଲ। ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଶୁଟିଂ ଭାରତରେ ଶେଷ କରିବା ପରେ ଫିଲ୍ମ ନିର୍ମାତା କରନ ଜୋହର ଏବେ ୟୁରୋପରେ…
୪୮ ବର୍ଷରେ ନମ୍ରତା: ୪ ବର୍ଷ ଡେଟିଂ ପରେ ଧରି ଥିଲେ ମହେଶ ବାବୁଙ୍କ ହାତ
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ରେ ବଲିଉଡ୍ରେ ବାସ୍ତବ ଫିଲ୍ମରେ ତାଙ୍କୁ ମିଳିଥିଲା ପରିଚୟ। ସଞ୍ଜୟ ଦତ୍ତଙ୍କ ସହିତ ଏହି ଫିଲ୍ମରେ…
ରିଲିଜ ହେଲା ‘ଝୁଣ୍ଡ’ର ଟିଜର
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍ ହୋଇଯାଇଛି। ଏହା ଅମିତାଭଙ୍କ ଦମଦାର ଭଏସରୁ ଆରମ୍ଭ ହୋଇଥିବାରୁ ଦର୍ଶକଙ୍କୁ ଏହା ଖୁବ୍ ପସନ୍ଦ ଆସିବ ବୋଲି କୁହାଯାଉଛି। ଏହି ଫିଲ୍ମ ଫୁଟ୍ପାଥରେ…
ଅକ୍ଷୟଙ୍କ ପାରିଶ୍ରମିକ ୧୨୦ କୋଟି
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍କ ଅପ୍ କମିଂ ଫିଲ୍ମ ପାଇଁ ୧୨୦ କୋଟି ଟଙ୍କା ନେବେ ବୋଲି ଶୁଣିବାକୁ ମିଳିଛି। ୨୦୧୯ରେ ଅକ୍ଷୟ ହାଇଏଷ୍ଟ ପେଡ୍ ଆର୍ଟିଷ୍ଟ ଭାବେ…
‘ଚାମ୍ପିୟନ ଅଫ୍ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟନେସ୍ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି କରିଥିବା ଉଦ୍ୟମ…
ତାନାଜୀ ରଚିଲା ଇତିହାସ: ୩ସେନା ମୁଖ୍ୟ ଏକାଠି ଦେଖିଲେ ଫିଲ୍ମ
ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍ ଓ୍ବାରିୟର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଏବେ…
୩୪ ବର୍ଷରେ ସୁଶାନ୍ତ ସିଂ: ଅଙ୍କିତାଙ୍କ ପରେ କ୍ରିତି ସେନନ୍ଙ୍କ ସହ କରୁଥିଲେ ଡେଟିଂ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ପାଠ ଶେଷ ପରେ ସେ ଛୋଟ ପରଦାରେ ପବିତ୍ର ରିସ୍ତା ସିରିଏଲ୍ରେ ଅଙ୍କିତା…
‘ଭୁଲ ଭୁଲେୟା’ର ସିକ୍ୟୁଏଲରେ ନଜର ଆସିବେ ନାହିଁ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ଅନିସ ବଜମୀଙ୍କ ଫିଲ୍ମ ‘ଭୁଲ ଭୁଲେୟା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି। ଏହାର ପ୍ରଥମ ଭାଗ ମୁମ୍ବାଇରେ ଶୁଟିଂ ଆରମ୍ଭ କରାଯାଇଥିବା କହିଛନ୍ତି ନିର୍ଦ୍ଦେଶକ। ହେଲେ ପ୍ରଥମ ଫିଲ୍ମଠାରୁ ଏହାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ…
୨୦୦ କୋଟି କ୍ଲବ୍ରେ ସାମିଲ ହେଲା ‘ଗୁଡନ୍ୟୁଜ’
ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡନ୍ୟୁଜ’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ୨୦୦ କୋଟି କ୍ଲବ୍ରେ ସାମିଲ ହୋଇଛି। ଏପର୍ଯ୍ୟନ୍ତ ଚଳଚ୍ଚିତ୍ର ମୋଟ ୨୦୧.୧୪ କୋଟି ଟଙ୍କାର ବ୍ୟବସାୟ କରିଛି। ୨୦୧୯ରେ ପରଦାକୁ…
ରଣବୀରଙ୍କ ସହ କାମ କରିବାକୁ ଅପେକ୍ଷା ରଖିଛନ୍ତି ଶ୍ରଦ୍ଧା
ମୁମ୍ବାଇ: ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ଏବେ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ଏବେ କିନ୍ତୁ ସେ ରଣବୀର କପୁରଙ୍କ ସହ ଅଭିନୟ କରିବାକୁ ନେଇ ବେଶ୍ ଉତ୍ସାହିତ ଥିବା ଜଣାପଡିଛି।…
Archives


