ଟେଲିଭିଜନ କୁଇନ୍ ଏକତା ପାଇବେ ପଦ୍ମଶ୍ରୀ, କରିସାରିଲେଣି ୧୩୦ରୁ ଅଧିକ ଧାରାବାହିକ
ବମ୍ବେ: ପ୍ରଯୋଜିକା ତଥା ଟେଲିଭିଜନ କୁଇନ ଏକତା କପୁର ପାଇବେ ପଦ୍ମଶ୍ରୀ ପୁରସ୍କାର। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ବଲିଉଡ ଫିଲ୍ମ ଛଡ଼ା ହିନ୍ଦି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ଏକତା ପରିଚିତ ନାମ।...
ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି
ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର ଏହା ବଢ଼ିଛି। ଦ୍ୱିତୀୟ ଦିନରେ ଫିଲ୍ମ ୫.୬୧ କୋଟି ବ୍ୟବସାୟ କରିଛି। ଫଳରେ...
ଏକାସାଙ୍ଗେ ନଜର ଆସିଲେ ‘୮୩’ର ଟିମ୍
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘୮୩’ ଚଳିତ ବର୍ଷ ଏପ୍ରିଲରେ ପରଦାକୁ ଆସିବ ବୋଲି କୁହାଯାଉଛି। ଏହା ପୂର୍ବରୁ ପ୍ରାୟ ପ୍ରତିଦିନ ଏହି ଫିଲ୍ମର କିଛି ନା କିଛି ପୋଷ୍ଟର ସାମ୍ନାକୁ ଆସୁଛି। ଶନିବାର ରଣବୀର...
ସଲମାନଙ୍କ ପରେ ଆମିରଙ୍କ ଲୁକ୍କୁ କପି କଲେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଅନେକ ସମୟରେ ସେ ତାଙ୍କର ବିଭିନ୍ନ ଷ୍ଟାଇଲର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସି ଥାଆନ୍ତି। କିଛିଦିନ ତଳେ ସେ ବଲିଉଡ୍ ଭାଇଜାନ ଅର୍ଥାତ୍...
ଅଭିନେତ୍ରୀ କାମିନୀ କୌଶଲ
ବିଂଶ ଶତାବ୍ଦୀର ଚାଳିଶରୁ ଷାଠିଏ ଦଶକ ମଧ୍ୟରେ ଅତ୍ୟନ୍ତ ସକ୍ରିୟ ଭାବେ ହିନ୍ଦୀ ଚିତ୍ର ଜଗତରେ ଅଭିନୟ ଜାରି ରଖିଥିବା ତଥା ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାମିନୀ କୌଶଲ। ସେ...
ଅଭିନେତା ସାଇ ସୁରଜ
ସାଇ ସୁରଜ! ଏଇ ନଁାଟି ବେଶ୍ ଜଣାଶୁଣା ଓଡ଼ିଆ ଯାତ୍ରା ଦର୍ଶକଙ୍କ ପାଇଁ। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ସୁରଜଙ୍କର ପିଲା ବେଳୁ କଳାପ୍ରତି ଦୁର୍ବଳତା ରହିଥିଲା। ସେଥିଲାଗି ଗ୍ରାଜୁଏଶନ୍ ସରୁ ସରୁ ସେ ପଶି ଆସିଲେ...
‘ଗୀତ ପାଇଁ ଘର ଛାଡ଼ିଲେ’
ଗାୟିକା ଜାନକୀ ସାମଲ। ସେ କେବଳ ଗୀତ ଗାଆନ୍ତିନି, ଗୀତକୁ ପ୍ରାଣଭରି ଭଲ ପାଆନ୍ତି। ଗୀତକୁ ଏତେ ଭଲ ପାଆନ୍ତି ଯେ, ଗୀତ ପାଇଁ ଦୁଇ ଦୁଇଥର ଘର ଛାଡ଼ି ପଳେଇ ଯାଇଛନ୍ତି। ଶେଷକୁ ସେ ନିଜର ଏକ ଠିକଣା...
ହାତରେ ତ୍ରିରଙ୍ଗା ଧରିଥିବା ତୈମୁରଙ୍କ ଫଟୋ ଭାଇରାଲ
ମୁମ୍ବାଇ: ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଶୈଫ୍ ଅଲ୍ଲୀ ଖାଁ ଏବଂ କରୀନା କପୁର ଖାଁଙ୍କ ପୁଅ କୁନ୍ମୁନ୍ ତୈମୁର ମଧ୍ୟ ଆନନ୍ଦ ଉତ୍ସାହ ମଧ୍ୟରେ ଏହା ପାଳନ କରିଛନ୍ତି। ସେ ତାଙ୍କ ସାଙ୍ଗସାଥୀଙ୍କ ସହିତ...
ମୁଁ ମୁସଲମାନ୍ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ: ଶାହରୁଖ
ମୁମ୍ବାଇ: ସାଧାରଣ ତନ୍ତ୍ର ଦିବସ ଅବସରରେ କିଙ୍ଗ ଖାଁ ଶାହରୁଖ୍ଙ୍କ ମନ୍ତବ୍ୟ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶାହରୁଖ୍ କହିଛନ୍ତି ଯେ, ମୁଁ ମୁସଲମାନ୍ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ। ରିୟଲିଟି ଶୋ...
ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ
ମୁମ୍ବାଇ,୨୬।୧: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ସମୟରେ ହଠାତ୍ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ...
ବିବାହ ବାର୍ଷିକୀରେ ସୋହାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ କୁନାଲ
ବମ୍ବେ: ଅଭିନେତା କୁନାଲ ଖେମୁ-ସୋହା ଅଲ୍ଲୀ ଖାଁଙ୍କ ବିବାହକୁ ପୂରିଛି ପାଞ୍ଚ ବର୍ଷ। ଏହି ଅବସରରେ କୁନାଲ ସ୍ତ୍ରୀ ସୋହାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ଇନ୍ଷ୍ଟାରେ ଉଭୟ ବିବାହ ସମୟର କିଛି ଦୃଶ୍ୟ ଥିବା ଭିଡିଓ ଶେୟାର କରିଛନ୍ତି।...
ବିଗ୍ବସ୍ ବଦଳାଇଲା ଭାଗ୍ୟ: ମହେଶ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ ଆସିମ୍, ନାୟିକା ସାଜିବେ ସନ୍ନି !
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଭାଗ୍ୟ ବଦଳାଇଦିଏ। ଠିକ୍ ଏପରି କିଛି ଘଟିଛି ‘ବିଗ୍ବସ୍-୧୩’ର ପ୍ରତିଯୋଗୀ ଅସିମ୍ ରିଆଜଙ୍କ କ୍ଷେତ୍ରରେ। ଅସିମ୍ ଚଳିତ ସିଜନ୍ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି। ଏଣୁ...
Archives


