ମନୋରଞ୍ଜନ

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ ସେମାନେ ସେଠାରେ ପହଞ୍ଚିଛନ୍ତି। ତେବେ ଫାଦର୍ସ ଡେ’ ଅବସରରେ କୋହଲିଙ୍କ ଏକ ବଡ଼ ଉପହାର…

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ ତାଙ୍କ ପୂର୍ବତନ ଶିକ୍ଷକ ଭାଇ ଏରିକ ଡିସୁଜାଙ୍କୁ ଭେଟିବାକୁ ଅନୁରୋଧ କରିଛନ୍ତି, ଯାହାଙ୍କ ସ୍ବାସ୍ଥ୍ୟ…

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦ୍ଦେଶ ଦେଇଛି। କୁନ୍ଦ୍ରା ଦମ୍ପତିଙ୍କ ଦ୍ୱାରା…

୩ ଘଣ୍ଟା ଧରି ସଲମାନଙ୍କ ବୟାନ ରେକର୍ଡ କଲା ପୋଲିସ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨ ମାସ ତଳେ କିଛି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଅଭିଯୁକ୍ତ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରି ନ ଥିଲେ ଏବଂ ସଙ୍ଗେ ସଙ୍ଗେ ସେଠାରୁ ପଳାଇ…

ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

ମୁମ୍ବାଇ: ୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ଦର୍ଶକଙ୍କୁ ନିଜ…

ଏଥର ପ୍ରେକ୍ଷାଳୟରେ ଓଲିଉଡ୍‌ ରାଜ୍‌:ପାବାର୍‌, କୁହୁଡ଼ି ଓ ଚନ୍ଦ୍ରବଂଶୀ ଲଢ଼େଇ

ରଜ ସମୟରେ ପିଠା, ମିଠା ଖାଇବା ସହ ସିନେମା ଦେଖିବାର ମଜା ଟିକେ ନିଆରା। ଏହି ସମୟରେ ପ୍ରାୟତଃ ବଡ଼ ବଡ଼ ଷ୍ଟାର୍‌ଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିଥାଏ। ଏଥର ମଧ୍ୟ ଓଲିଉଡ୍‌ର ସୁପରଷ୍ଟାରଙ୍କ ମୁଭି ପ୍ରେକ୍ଷାଳୟରେ ଲାଗିବା ଆରମ୍ଭ ହୋଇଗଲାଣି। ଆସନ୍ତା…

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଦି ଟ୍ରାଏଲରେ କାଜୋଲଙ୍କ କୋ-ଆକ୍ଟ୍ରେସ ନୁର ମାଲବିକା ଦାସ ଆତ୍ମହତ୍ୟା କରିଛନ୍ତି, ତାଙ୍କ ମୃତଦେହ ମୁମ୍ବାଇର ଫ୍ଲାଟରେ ମିଳିଥିଲା। ତାଙ୍କ ମୃତଦେହ ଜୁନ ୬ର ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ଥିବା ତାଙ୍କ ଫ୍ଲାଟରୁ ମିଳିଥିବା ଜଣାପଡିଛି। ଆସାମର ମୂଳ ଅଭିନେତ୍ରୀଙ୍କୁ…

ଚଳିତ ମାସରେ ବିବାହ କରିବେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକା ଜହିର ଇକବାଲଙ୍କୁ ବିବାହ କରିବେ। ଖବର ଅନୁଯାୟୀ, ସୋନାକ୍ଷୀ ସିହ୍ନା ୨୩ ଜୁନରେ ଜହିର ଇକବାଲଙ୍କୁ…

ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…

ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ। ଏହାପରେ ସାରା ଓଡ଼ିଶା ନବୀନ ବାବୁଙ୍କୁ…

ଅଭିନେତ୍ରୀ ଲିପିକାଙ୍କ ସିକ୍ରେଟ୍‌, ଖଳନାୟିକା ଚରିତ୍ରକୁ ନେଇ ପରିଚିତ ହେଲେ ହେଁ ଭୁତକୁ ପ୍ରବଳ ଭୟ

ଖୁବ୍‌ କମ୍‌ ବୟସରେ ସେ ଆସିଥିଲେ ଅଭିନୟ ଜଗତକୁ । ଇଚ୍ଛା ଥିଲା ନାୟିକା ଦୌଡ଼ରେ ସାମିଲ ହେବାର। ହେଲେ ସାଜିଗଲେ ଖଳନାୟିକା । ଲୋକଙ୍କ ଗାଳିକୁ ସେ ନିଜ ଅଭିନୟ ଜୀବନର ସାର୍ଥକତା ମଣିଲେ । ସେ ହେଲେ ଅଭିନେତ୍ରୀ…

ରାମୋଜି ରାଓଙ୍କ ପରଲୋକ

ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ…

୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୮ା୬: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌ଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର ମହିଳା କନ୍‌ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri