ଲକ୍ଡାଉନ୍ରେ ଘରୁ ବାହାରିବା କେତେ ବିପଦଜ୍ଜନକ: ଶର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସୂଚିତ କଲେ ଭାଇଜାନ
ମୁମ୍ବାଇ: କରୋନା ଭାଇରସ୍କୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା ସତ୍ତ୍ୱେ…
୭୨ ବର୍ଷରେ ଜୟା ବଚ୍ଚନ: ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍ରେ ଅମିତାଭଙ୍କ ସହିତ ହୋଇଥିଲା ସାକ୍ଷାତ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ଗୁରୁବାର ୭୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍ରେ ଅମିତାଭ ବଚ୍ଚନଙ୍କ ସହିତ ଜୟାଙ୍କର ପ୍ରଥମ ସାକ୍ଷାତ୍ ହୋଇଥିଲା। ଏହାପରେ…
ରିଲିଜ୍ ହେଲା ତାରା-ସିଦ୍ଧାର୍ଥଙ୍କ ନୂଆ ଗୀତ
ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ ତାରା ସୂତରିଆ ପୁଣି ଥରେ ଏକାଠି ହୋଇଛନ୍ତି। ଉଭୟଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଗୀତର ନାଁ ହେଉଛି ‘ମସ୍କଲି ୨.୦’। ଏହି ଗୀତରେ ପୁଣିଥରେ ଉଭୟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ…
ପାରସ୍-ମାହିରା ଗରିବଙ୍କୁ ବାଣ୍ଟିଲେ ଖାଦ୍ୟ
ମୁମ୍ବାଇ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ଅନେକ ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ବହୁତ ଲୋକ ଖାଇବାକୁ ମଧ୍ୟ ପାଉନାହାନ୍ତି। ସେମାନଙ୍କୁ ସାହାଯ୍ୟ ପାଇଁ ବଲିଉଡ୍ ଅଭିନେତ୍ରୀ ଅଭିନେତାମାନେ ଆଗକୁ ବାହାରିଛନ୍ତି।…
ଡିଜିଟାଲ ପ୍ଲାଟ୍ଫର୍ମରେ ‘ଅଂଗ୍ରେଜୀ ମିଡିୟମ’
ମୁମ୍ବାଇ: ଇର୍ଫାନ ଖାନ୍ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍’ ରିଲିଜ ପୂର୍ବରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଜରିଆରେ ଦୀର୍ଘ ସମୟ ପରେ ଇର୍ଫାନ୍ ବଡ଼ ପରଦାକୁ କମ୍ ବ୍ୟାକ୍ କରିଥିଲେ। ହେଲେ…
ରଣବୀରଙ୍କୁ ବିଗାଡ଼ିଦେଲେ ଦୀପିକା
ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତରେ ୨୧ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଭଳି ବଲିଉଡ୍ ତାରକାମାନେ ମଧ୍ୟ ସରକାରଙ୍କ ନିୟମକୁ ମାନି ଘରେ ରହୁଛନ୍ତି। ହେଲେ ଏହାରି ଭିତରେ ଦୀପିକା ପାଦୁକୋନଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି…
୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ
ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି ପାରୁନାହାନ୍ତି। ପୂର୍ବରୁ ବଲିଉଡ୍ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ…
ଅଭିନେତ୍ରୀ ଶେଫାଳୀଙ୍କ ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ : କରୋନାରେ ଆକ୍ରାନ୍ତ ଥିବା ଏଥିରେ ସୂଚନା
ମୁମ୍ବାଇ : ହଲିଉଡ୍ ପରେ ଏବେ ବଲିଉଡ୍ରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ପୂର୍ବରୁ ଅଭିନେତ୍ରୀ କନିକା କପୁର ଏବଂ ପ୍ରଯୋଜକ କରୀମ ମୋରାନୀଙ୍କ ଝିଅ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଶେଫାଳୀ ଶାହଙ୍କ ସୋସିଆଲ ଆକାଉଣ୍ଟରେ…
ରାସ୍ତାରେ ରବୀନାଙ୍କ ଡ୍ୟାନ୍ସ ଦେଖି ଲାଜେଇଗଲେ ଝିଅ
ମୁମ୍ବାଇ: କରୋନା ଯୋଗୁ ଏବେ ବଲିଉଡ୍ କଳାକାରମାନେ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆଜିକାଲି ରବୀନା ଟଣ୍ଡନ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ସେ ଅଧିକାଂଶ ସମୟ ପରିବାର…
୩୭ ବର୍ଷରେ ସାଉଥ୍ ଫିଲ୍ଟ ଷ୍ଟାର୍ ଆଲୁ ଅର୍ଜୁନ: ଆକ୍ସନ୍ ସିନ୍ ଭାରି ପସନ୍ଦ
ଚେନ୍ନାଇ: ସାଉଥ୍ ଫିଲ୍ଟ ଷ୍ଟାର୍ ଆଲୁ ଅର୍ଜୁନ ବୁଧବାର ୩୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଏପ୍ରିଲ ୮ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲା ଥିବାବେଳେ ସେ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ। ଦାମୀ କାର୍ ଚଳାଇବା…
ଲକ୍ଡାଉନ୍: ଅନ୍ଲାଇନରେ ଯୋଗ ଶିଖାଇବେ ମଲାଇକା
ମୁମ୍ବାଇ: ବଲିଉଡ୍ର ଫିଟ୍ନେସ୍ କୁଇନ୍ ମଲାଇକା ଆରୋରା, ହଲିଉଡ୍ ଆକ୍ଟ୍ରେସ୍ ଜେନିଫର ଲୋପେଜ୍, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ ଇମ୍ୟୁନିଟି ବିଲ୍ଡର ପ୍ରୋଗ୍ରାମରେ ଯୋଡି ହୋଇ ଯାଇଛନ୍ତି। ମଲାଇକା ଆରୋରାଙ୍କ ଯୋଗ ଓ ଓ୍ବେଲନେସ…
ଲକ୍ଡାଉନ୍: ପରିବାର ସହ ଗେମ୍ ଖେଳୁଛନ୍ତି ବିରୁଷ୍କା
ମୁମ୍ବାଇ,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ଦେଶରେ ୨୧ଦିନ ଯାଏଁ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର ସମସ୍ତ ଶୁଟିଂ ବନ୍ଦ ରହିଥିବାରୁ ସେଲିବ୍ରିଟିମାନେ ଏବେ…

