ଜାହ୍ନବୀ-ଖୁସିଙ୍କ ପ୍ରଥମ ଟିକ୍-ଟକ୍ ଭିଡିଓ
ମୁମ୍ବାଇ: ସାରା ଦେଶରେ ଲକ୍ଡାଉନ୍ ଘୋଷଣା ଜାରି ହୋଇଛି। ସବୁଲୋକ ଏକପ୍ରକାର ବନ୍ଦହୋଇ ରହିଥିବାବେଳେ ବଲିଉଡ୍ ତାରକାମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି। ଏହି ସମୟକୁ ସମସ୍ତେ ଭିନ୍ନ ଢଙ୍ଗରେ କିଛି ନା କିଛି କରି ବିତାଉଛନ୍ତି। ତେବେ ଲକ୍ଡାଉନ୍ ଘୋଷଣା ପୂର୍ବରୁ…
ଡିଜିଟାଲ ଫିଲ୍ମରେ ନଜର ଆସିବେ ଜ୍ୟାକ୍ଲିନ
ମୁମ୍ବାଇ: ହଟ୍ନେସ୍ ପାଇଁ ବଲିଉଡ୍ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକାଙ୍କ ମଧ୍ୟରେ ଜ୍ୟାକ୍ଲିନ ଫର୍ଣ୍ଣାଡିଜ ହେଉଛନ୍ତି ଅନ୍ୟତମ। ଏବେ ସେ ଦର୍ଶକଙ୍କ ମନପସନ୍ଦ ନାୟିକାଙ୍କ ମଧ୍ୟରୁ ଜଣେ। ବଡ ପରଦାରେ ନିଜର ଜଲଓ୍ବା ଦେଖାଇଥିବା ଏହି…
ପୁଅକୁ କଥକ ଶିଖାଉଛନ୍ତି ମାଧୁରୀ
ମୁମ୍ବାଇ: କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବାରୁ ଏବେ ସମସ୍ତେ ପ୍ରାୟ ଘରେ ସମୟ କାଟୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏବେ ଘରେ ରହି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ…
ରାମାୟଣର ସୁଷେଣ ବୈଦ୍ୟ ବିକୁଥିଲେ ପାନ: ତାଙ୍କ ହୋଟେଲର ନାମ ସଞ୍ଜିବନୀ
ଉଜ୍ଜୟନୀ,୧୬।୪: ଏବେ ଦିଲ୍ଲୀ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ରାମାୟଣର ପ୍ରସାରଣ ପୁଣି ଥରେ କରାଯାଉଛି। ରାମାୟଣରେ ସୁଷେଣ ବୈଦ୍ୟ ଭୂମିକାରେ ରମେଶ ଚୌରାସିୟା ଅଭିନୟ କରିଥିଲେ। ଇତିମଧ୍ୟରେ ରମେଶଙ୍କର ମୃତ୍ୟୁ ହୋଇ ସାରିଛି। ରାମାୟଣରେ ଅଭିନୟ କରିବା…
ଡାକ୍ତର-ପୋଲିସଙ୍କୁ ଅସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କୁ ଭାଇଜାନ୍ଙ୍କ ଭତ୍ସନା: କହିଲେ ‘କିଛି ଜୋକର୍ଙ୍କ ପାଇଁ ଭାରତରେ ବ୍ୟାପିବାରେ ଲାଗିଛି କରୋନା’
ବମ୍ବେ: କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଏବଂ ପୋଲିସ କର୍ମଚାରୀ। ପୋଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା ଭାର ନିଜ କାନ୍ଧରେ ସମ୍ଭାଳିଛନ୍ତି ଡାକ୍ତରମାନେ। ହେଲେ କିଛି ଲୋକ ସେମାନଙ୍କୁ ଅସଦ୍ବ୍ୟବହାର…
ୟୁ ଟ୍ୟୁବ୍ ଚାନେଲ ଖୋଲିବେ ସଲ୍ମାନ
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ଇଲିଜିବଲ୍ ବ୍ୟାଚେଲର ସଲ୍ମାନ ଖାନ୍ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ ଫ୍ୟାନ୍ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ସେ ଏହି ଚ୍ୟାନେଲର ନାମ ଦେବେ…
ଘରେ ରହି ଖୁସି ମନାଉଛନ୍ତି ଶିଳ୍ପା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜର ୨ମାସର ଝିଅ ସାମିଶାଙ୍କୁ ଧରି ଖେଳୁଛନ୍ତି। ଏହା ସହିତ ସେ ନିଜ ଫ୍ୟାନ ମାନଙ୍କୁ କହିଛନ୍ତି ଯେ,…
କରୋନାକୁ ନେଇ ପିଟ୍ବୁଲଙ୍କ ନୂଆ ଗୀତ ରିଲିଜ୍
ଆମେରିକାନ ଫେମସ୍ ରାପର ପିଟ୍ବୁଲ ନିଜର ନୂଆ ସଙ୍ଗ୍ ରିଲିଜ୍ କରିଛନ୍ତି। ମହାମାରୀ କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଯେଉଁ ମୃତ୍ୟୁ ତାଣ୍ଡବ ସୃଷ୍ଟି କରିଛି, ତାକୁ ନେଇ ପିଟ୍ବୁଲ ତାଙ୍କର ନୂଆ ଅଡିଓ ସଙ୍ଗ୍ ତିଆରି କରିଛନ୍ତି। ଆଉ ଏକ…
ତାମିଲ ଫିଲ୍ମର ହିନ୍ଦୀ ରିମେକ୍ରେ ଅଜୟ
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ୍ ତାନାଜୀର ସଫଳତାର ଭରପୁର ମଜା ନେଇଛନ୍ତି। ତାଙ୍କର ଏହି ଫିଲ୍ମଟି ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକ୍ବଷ୍ଟର ହୋଇଯାଇଛି। ତେବେ ଏଥିମଧ୍ୟରେ ଅଜୟଙ୍କ ଆଗାମୀ ଫିଲ୍ମକୁ ନେଇ ମଧ୍ୟ ଏକ ବଡ଼ ଖବର…
୨୫ ହଜାର ପିପିଇ ଦାନ କଲେ ଶାହରୁଖ
ମୁମ୍ବାଇ,୧୫।୪: କରୋନା ମୁକାବିଲା ପାଇଁ ଅଭିନେତା ଶାହରୁଖ ଖାନ୍ ମହାରାଷ୍ଟ୍ର ମେଡିକାଲ କର୍ମଚାରୀଙ୍କ ଲାଗି ୨୫ ହଜାର ପିପିଇ (ପର୍ସନାଲ ପ୍ରୋଟେକ୍ସିଭ ଇକ୍ୱିପ୍ମେଣ୍ଟ) କିଟ୍ ଦାନ କରିଛନ୍ତି। ଏନେଇ ମହାରାଷ୍ଟ୍ରର ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରାଜେଶ୍ ଟୋପେ ସୂଚନା…
ଜହିର ଇକବାଲଙ୍କୁ ଡେଟ୍ କରୁଛନ୍ତି ସୋନାକ୍ଷି !
ମୁମ୍ବାଇ: ବଲିଉଡ୍ ଦୁନିଆରୁ ଅଧିକାଂଶ ସମୟରେ ଏମିତି ଖବର ଆସିଥାଏ ଯେ କିଏ କାହାକୁ ଡେଟ୍ କରୁଛି ବୋଲି। ପୁଣି କାହାର କାହା ସହ ଆଫେୟର୍ସ ରହିଛି। ନିକଟରେ ଏମିତି ଏକ ଖବର ଆସିଥିଲା କି ନାୟିକା ସୋନାକ୍ଷି ସିହ୍ନା ଫିଲ୍ମ…
କରିମଙ୍କ ତୃତୀୟ ରିପୋର୍ଟ କରୋନା ପଜିଟିଭ୍: ଚିନ୍ତାରେ ପରିବାରଲୋକେ
ମୁମ୍ବାଇ,୧୪।୪: ସାରା ଦେଶରେ କରୋନା ଭାଇରସ୍ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶରେ ମେ’ ୩ ଯାଏ ଲକ୍ଡାଉନ୍…

