ପରିବା ଚାଷରେ ମନ ଦେଲେ ଜୁହି
ମୁମ୍ବାଇ: କରୋନା ଭୂତାଣୁ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି। ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ସେଲିବ୍ରିଟିମାନେ ଏଥିରୁ ବାଦ୍ ଯାଇନାହାନ୍ତି। କେହି ରୋଷେଇ କରିବା, ଜିମ୍ରେ ସମୟ କଟାଇବା କିମ୍ବା ଅନ୍ୟ କୌଣସି କାମରେ ସମୟ ବିତାଉଥିବା ଜଣାପଡ଼ିଛି। ଲକ୍ଡାଉନ୍…
ଠେକୁଆ ବେଶରେ କ୍ୟୁଟ୍ ତୈମୁର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ରବିବାର ନିଜ ଫ୍ୟାନ୍ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଠେକୁଆ ବେଶରେ ନଜର୍ ଆସିଛନ୍ତି। ଏହି ବେଶରେ ତୈମୁର ବହୁତ କ୍ୟୁଟ ଦେଖାଯାଉଛନ୍ତି…
‘ଉମରାଓ ଜାନ’ ଫିଲ୍ମର ଗୀତରେ ଝୁମିଲେ ଜାହ୍ନବୀ
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ୍ ଚାଲିଥିବା ବେଳେ ବଲିଉଡ୍ ସେଲିବ୍ରିଟିମାନେ ଏବେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ହେଲେ ଏହି ସମୟରେ ଏମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି। ପ୍ରତିଦିନ…
ଇନଷ୍ଟାଗ୍ରାମରେ କାଜଲଙ୍କର ୧ କୋଟି ଫଲୋୟର୍ସ
ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍ ସେଲିବ୍ରିଟିଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ତେବେ ନିକଟରେ ଅଭିନେତ୍ରୀ କାଜଲଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। କାଜଲ ଇନଷ୍ଟାଗ୍ରାମରେ ତାଙ୍କ ଅଭିନୀତ ଫିଲ୍ ‘କଭି…
କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ
ମୁମ୍ବାଇ: ବଲିଉଡ୍ର କେତେଜଣ ନାୟିକା ବୋଲ୍ଡନେସ୍ ପାଇଁ ବେଶ୍ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ ସମୟରେ ବିବାଦକୁ ଆସି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେବଳ ସେତିକି ନୁହେଁ ଟ୍ରୋଲ…
କରୋନା ସହ ଲଢିବାକୁ ପୁଣି ସହାୟତାର ହାତ ବଢାଇଲେ ଅକ୍ଷୟ
ମୁମ୍ବାଇ: କରୋନା ଭାଇରସକୁ ହରାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବଲିଉଡ୍ ମଧ୍ୟ ସର୍ବଦା ଆଗେଇ ଆସିଛି। ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ପୂର୍ବରୁ କରୋନା ସହ ଲଢିବାକୁ ସହାୟତାର ହାତ ବଢାଇଥିବା ବେଳେ ଏବେ ପୁଣିଥରେ ସେ…
‘ମୁସ୍କୁରାଏଗା ଇଣ୍ଡିଆ’ ଗୀତକୁ ପ୍ରଶଂସା
ମୁମ୍ବାଇ: କରୋନା ଭାଇରସ୍ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ସହ ଲଢ଼େଇ କରିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡ୍ ତାରକାମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବାସହ ଏମାନେ ଜନସାଧାରଣଙ୍କୁ ବିଭିନ୍ନ…
ୟାମିଙ୍କୁ ପସନ୍ଦ ଏମିତି ଜୀବନସାଥି
ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବିଶେଷ ଭାବେ ଏହି ଇଣ୍ଟରାକ୍ସନ ସମୟରେ ସେ କହିଛନ୍ତି ତାଙ୍କୁ କେମିତିକା…
ଲକ୍ଡାଉନ୍ରେ ସ୍ବାମୀଙ୍କ ସହ ଭାରତୀଙ୍କ ନୂଆ ଶୋ’: ହମ୍, ତୁମ୍ ଔର କ୍ୱାରାଣ୍ଟାଇନ
ମୁମ୍ବାଇ: କରୋନା ଭାଇରସ୍ ସହ ମୁକାବିଲା ପାଇଁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ଯୋଗୁ ସମସ୍ତ ଟିଭି ସିରିୟଲ୍, ଶୋ’ ଓ ଫିଲ୍ମର ଶୁଟିଂ ବନ୍ଦ ରହିଛି। ଏହି ସମୟରେ ଟିଭିରେ ପୁରୁଣା ଶୋ’କୁ ପୁନଃ ପ୍ରସାରଣ କରାଯାଉଛି। ଇତିମଧ୍ୟରେ…
ହୃଦୟରୁ ଧନ୍ୟବାଦ ହେଲେ ଅକ୍ଷୟ
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶ ଲଢୁଥିବା ବେଳେ ବଲିଉଡ୍ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇଛି। ଦେଶ ଲକ୍ଡାଉନ୍ ଥିବା ସମୟରେ ଯେଉଁମାନେ ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସେମାନଙ୍କୁ ଅକ୍ଷୟ ହୃଦୟରୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି।…
ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ
ନୂଆଦିଲ୍ଲୀ,୯।୪: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ରାମାୟଣରେ ରାମ ଭୂମିକାରେ ଅଭିନୟ…
ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି ଅଜୟ
ମୁମ୍ବାଇ: କରୋନା ଭାଇରସ ସହ ଲଢିବାକୁ ଏବେ ଯୋଦ୍ଧା ହୋଇ ଆଗଧାଡିରେ ଅଛନ୍ତି ଡାକ୍ତର, ନର୍ସ ଓ ପୋଲିସ। ଏହି ଯୁଦ୍ଧରେ ଜିତିବାକୁ ସମସ୍ତେ ଚେଷ୍ଟା ଚଳାଇଥିବା ବେଳେ ବଲିଉଡ୍ ମଧ୍ୟ ଏଥିପାଇଁ ସବୁବେଳେ ସହଯୋଗର ହାତ ବଢାଇଛି। ଏ କ୍ଷେତ୍ରରେ…

