ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ
ବଲିଉଡ୍ର ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। କେବଳ ବଲିଉଡ୍ ନୁହେଁ, କନ୍ନଡ ଫିଲ୍ମରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିଲେ। ୧୯୬୦ ମସିହାରେ ସେ କନ୍ନଡ ଫିଲ୍ମରେ...
ପୂର୍ବତନ ମିସ୍ ଇଣ୍ଡିଆ ଏବେ ଲାଇମ୍ଲାଇଟ୍ରୁ ଦୂରରେ
ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍ ଇଣ୍ଡିଆର ଖ୍ୟାତି ପାଇଥିବା ଏହି ଅଭିନେତ୍ରୀ ଜଣକ ସିନେମାଜଗତରେ ମଧ୍ୟ ବହୁ ନାଁ...
ଆମେରିକା ଗଟ୍ ଟ୍ୟାଲେଣ୍ଟ ଶୋ’ ଜିତିଲେ ମୁମ୍ବାଇର ଭି. ଅନ୍ବିଟେବୁଲ୍ ଡ୍ୟାନ୍ସ ଗ୍ରୁପ୍
ମୁମ୍ବାଇ: ଆମେରିକା ଗଟ୍ ଟ୍ୟାଲେଣ୍ଟରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଛନ୍ତି ଅନେକ ନୃତ୍ୟଶିଳ୍ପୀ। ହେଲେ ଚଳିତ ଥର ସମସ୍ତଙ୍କୁ ଚକିତ କରି ମୁମ୍ବାଇର ଭି.ଅନ୍ବିଟେବୁଲ ଡ୍ୟାନ୍ସ ଗ୍ରୁପ୍ ଶୋ’ ବିଜେତା ହୋଇଛନ୍ତି। ଏ ନେଇ ଗ୍ରୁପ୍ର ସମସ୍ତ ନୃତ୍ୟଶିଳ୍ପୀଙ୍କୁ...
ଓଜନିଆ ଗାଉନ୍ ପିନ୍ଧି ଟ୍ରୋଲ୍ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା
ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା ବୋଲ୍ଡ ଲାଲ ରଙ୍ଗର ଏକ ଗାଉନ ପିନ୍ଧିଥିଲେ। ଏହା ଗାଉନ୍ ଏବେ ଚର୍ଚ୍ଚାରେ।...
ଜୁନ୍ରେ ରିଲିଜ୍ ହେବ ‘ବଣ୍ଟି ଔର ବବଲି ୨’
ମୁମ୍ବାଇ: ୟଶ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍ ୨୬ରେ ରିଲିଜ୍ ହେବ ବୋଲି ଜଣାପଡିଛି। ୟଶ ରାଜ ଫିଲ୍ମର ଅଫିସିଆଲ୍ ୟୁଟ୍ୟୁବ...
ନେହାଙ୍କ ସହ ବ୍ରେକ୍ଅପ୍କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ
ବଲିଉଡ୍ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍ଅପ୍କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏଥିରେ ନେହା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ସୋସିଆଲ ମିଡିଆରେ...
ଗୁଡ ବାୟ କହିବା ଏତେ ସହଜ ନୁହେଁ: ଅନୁଷ୍କା
ମୁମ୍ବାଇ: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍ ବିରାଟ କୋହଲିଙ୍କ ଯୋଡି ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିବାହ ପରେ ଅନୁଷ୍କା ଏକ ପ୍ରକାର ଅଭିନୟଠାରୁ ଦୂରେଇ ରହିଥିବା ବେଳେ ସେ ବିରାଟଙ୍କ ସହ...
ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍ ନମ୍ବର
ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି କେହି ନାହିଁ କହିଲେ ଚଳେ। ହେଲେ ଏଠି ଏମିତି ଜଣେ ସେଲିବ୍ରିଟି ରହୁଛନ୍ତି...
ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ
ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍ପି ଅମର ସିଂହଙ୍କ ଖରାପ୍ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି।...
‘ଲୁପ୍ ଲପେଟା’ରେ ଆସିବେ ତାପସୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଥାପ୍ପଡ’ର ଟ୍ରେଲର୍ ରିଲିଜ ହୋଇଥିଲା। ଦର୍ଶକଙ୍କୁ ଫିଲ୍ମର କନ୍ସେପ୍ଟ ବେଶ ଦମଦାର୍ ଲାଗୁଛି। ସୋସିଆଲ ମିଡିଆରେ ଏବେ...
ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା
ବଲିଉଡ୍ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ...
ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା
ଅଭିନୟ କ୍ୟାରିୟରରେ ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ...
Archives


