ପ୍ରେମରେ ପଡ଼ିଛନ୍ତି ରୁଦ୍ର
ଅଭିନେତା ରୁଦ୍ର ପାଣିଗ୍ରାହୀ ଏବେ ପ୍ରେମରେ ପଡ଼ିଯାଇଛନ୍ତି। ପୁଣି କାହା ସହ ରୋମାନ୍ସ ଚାଲିଛି ଜାଣନ୍ତି ? ବଙ୍ଗୀୟ ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କ ସହ। ହେଲେ ଆରମ୍ଭରୁ ଏହା ପଛରେ ଥିବା ସତ କଥା ବିଷୟରେ ସୂଚନା ଦେଇଦେବା ହିଁ...
ମାତ୍ର ୧୨ ଘଣ୍ଟା ମଧ୍ୟରେ ଷ୍ଟାର ପାଲଟି ଯାଇଥିଲେ ବିଗ୍ ବି ଅମିତାଭ
ମୁମ୍ବାଇ: ବଲିଉଡ୍ରେ ପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଏହାପରେ ତାଙ୍କୁ ମିଳିଥିଲା ଷ୍ଟାର ମାନ୍ୟତା। ତାଙ୍କ ଅଭିନୀତ ଫିଲ୍ମ ଆନନ୍ଦକୁ ଗୁରୁବାର ୪୮ ବର୍ଷ ପୂରିଛି। ଏହି ଫିଲ୍ମଟି ୧୯୭୧ ମାର୍ଚ୍ଚ ୧୨ରେ...
ଖୁସି ଅନ୍ତରାଳେ..
ବେଳେ ବେଳେ ମଣିଷ ଯାହା ଭାବୁଥାଏ ତାହା ସତରେ ପରିଣତ ହୁଏ। ସେଗୁଡ଼ିକ ମଧ୍ୟରୁ କେତେକରେ ସୁଖ ଅନୁଭୂତି ଥାଏ ତ କେତେକ ମନକୁ ଦୁଃଖରେ ଭାରାକ୍ରାନ୍ତ କରିଦିଏ। ହେଲେ ବେଶ୍ କିଛିଦିନ ଧରି ଦିଶା ପଟାନି ଯାହା ମନେ...
ମୁଁ ଅଭିନେତ୍ରୀ
ଶାରଳା ପ୍ରଡକ୍ସନ ପ୍ରଯୋଜିତ ଏବଂ ଏସ୍ ବିଏସ୍ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ସିନେମା ‘ମୁଁ ଅଭିନେତ୍ରୀ’ର ଶୁଟିଂ ଆରମ୍ଭ ହୋଇଯାଇଛି। ପ୍ରକାଶ ଚନ୍ଦ୍ର ନାୟକଙ୍କ କାହାଣୀକୁ ଆଧାରକରି ଚିତ୍ରନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି...
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ହାତ ଧରିଲେ ଅଭିନେତ୍ରୀ ଝିଲିକ୍
ଭୁବନେଶ୍ୱର: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନରେ ବୁଧବାର ଆୟୋଜିତ ଏକ ଘରୋଇ ଉତ୍ସବରେ ଗୋପନୀୟ...
ଟମ୍ ହଙ୍କ୍,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ
ଲସ୍ଏଞ୍ଜେଲସ୍,୧୨।୩: ହଲିଉଡ୍ ଅଭିନେତା ଟମ୍ ହଙ୍କ୍ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ହୋଇଥିବା ଏକ ପରୀକ୍ଷାରେ ଉଭୟ ଟମ୍ ଓ ରିଟାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ...
ରାଗିଲେ କରିନା!
ମୁମ୍ବାଇ: ନିକଟରେ ବଲିଉଡ୍ ବେବୋ କରିନା କପୁର ଖାଁ ହୋଲି ଖେଳି ଫେରୁଥିବା ସମୟରେ ତାଙ୍କୁ ସ୍ପଟ କରାଯାଇଥିଲା। ଆଉ ଏତିକିବେଳେ ତାଙ୍କ ପ୍ରଶଂସକମାନେ କରିନାଙ୍କ ସହ ଏକ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ। କେହି କେହି ଏଥିରେ ସଫଳ...
କରୋନା ଭାଇରସ: ବଦଳିପାରେ ସୂର୍ଯ୍ୟବଂଶୀ ଓ ୮୩ର ରିଲିଜ୍ ଡେଟ୍
ମୁମ୍ବାଇ: କରୋନା ଭାଇରସ ଏବେ ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି। ଏମିତିକି କାହା ସହିତ ହାତ ନ ମିଳାଇବା, କାହାକୁ...
ଭିନ୍ନ ଲୁକ୍ରେ ରବିନା
ମୁମ୍ବାଇ: ବଲିଉଡ୍ ନାୟିକା ରବିନା ଟଣ୍ଡନଙ୍କ ବୟସ ସିନା ବୃଦ୍ଧି ହୋଇଛି ହେଲେ ଏବେବି ସେ ବର୍ତ୍ତମାନର ନାୟିକାଙ୍କୁ ଟକ୍କର ଦେବାରେ ଓସ୍ତାଦ। ରବିନା ଏବେ ‘କେଜିଏଫ୍’ର ଦ୍ୱିତୀୟ ଭାଗ ଶୁଟିଂ ପାଇଁ ବ୍ୟସ୍ତ ଥିବା ଜଣାପଡିଛି। ଆଉ ଏହାରି...
‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କ ଲୁକ୍ସକୁ ପସନ୍ଦ କରୁଛନ୍ତି ଦର୍ଶକେ
ମୁମ୍ବାଇ,୧୦।୩: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ୬୯ ବର୍ଷ ବୟସରେ ବି ପ୍ରଶଂସକଙ୍କ ମନରେ ଘର କରି ରହିଛନ୍ତି। ଏବେବି ଦର୍ଶକେ ତାଙ୍କୁ ସେହି ସୁପରଷ୍ଟାର ବୋଲି ଭାବନ୍ତି। ଏଥର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର...
ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…
ମୁମ୍ବାଇ: ସାଉଥ୍ ଫିଲ୍ମରୁ ବଲିଉଡ୍ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ ସାକ୍ଷାତ୍କାରରେ ତମନ୍ନାଙ୍କୁ ତାଙ୍କ ସ୍ବୟମ୍ବର ସମ୍ପର୍କରେ ପଚରା ଯାଇଥିଲା। ସ୍ବୟମ୍ବରରେ ସେ କେଉଁ...
ବିବାହ କଥା ଚିନ୍ତା କରି ନ ଥିବାରୁ ସିଙ୍ଗଲ ମଦର ହେବାକୁ ପ୍ରସ୍ତୁତ ଥିଲେ ଏକତା!
ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ନାଁ ଏକତା କପୁର। ଏବେ ସେ ସିଙ୍ଗଲ ମଦର। କିନ୍ତୁ କ’ଣ ପାଇଁ ସେ ସିଙ୍ଗଲ ମଦର ହୋଇଛନ୍ତି ନିକଟରେ ଏକ ସାକ୍ଷାତ୍କାରରେ ସେ ଏହା ଖୋଲାଖୋଲି କଥା ହୋଇଛନ୍ତି। ଏକତା କହିଛନ୍ତି ବିବାହ...
Archives


