ମନୋରଞ୍ଜନ

ଲକ୍‌ଡାଉନ୍‌: ଲଡୁ ତିଆରି ଶିଖୁଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ କାରଣରୁ ଏବେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ କରାଯାଉଛି। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। ତେଣୁ ସମସ୍ତେ ଘରେ ବସି ବସି କିଛି ନା କିଛି କାମ କରୁଥିବା ଦେଖାଯାଇଛି।…

ବାହା ବେଳ ହୋଇନି

ଯାହା କହନ୍ତୁ ନା କାହିଁକି କ୍ୟାଟ୍ରିନାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ମ୍ୟାରେଜ ନେଇ ପ୍ରଶ୍ନ କଲେ ତାହାର ଉତ୍ତର କେତେ ଚତୁରତାର ସହ ଦେବାକୁ ପଡ଼େ ତାହାର କାଇଦା ତାଙ୍କୁ ଜଣା। ଦେଖୁନାହାନ୍ତି, ନିକଟରେ ଏ ନେଇ ଏକ ପ୍ରଶ୍ନର ଉତ୍ତରକୁ…

୧୦ବର୍ଷ ପରେ…

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର। ଆଉ ଫିଲ୍ମ ଦୁଇଟି ସାଇନ୍‌ କରିବା ପରେ ତାଙ୍କର ପାଦ ଆଉ ତଳେ ଲାଗୁନି।…

ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡ଼ି ଯାଇପାରିବି ନାହିଁ।“ ଏପରି…

‘ତେଜାବ୍‌’ ଦେଖିବା ପରେ..

ସେତେବେଳେ ତାଙ୍କର ବୟସ ମାତ୍ର ୪ବର୍ଷ। ଏନ୍‌. ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ତଥା ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେଜାବ୍‌’ ଦେଖୁଥାଆନ୍ତି ସେ। ଏତେ କମ୍‌ ବୟସରେ ସେ ଅଭିନୟ ମାୟାରେ ଯେ ବାନ୍ଧି ହୋଇଯିବେ ତାହା…

ଇନ୍ଦ୍ରଜାଲ

ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହୋଇଛି…

କବିତା ଲେଖୁଛନ୍ତି ଜାହ୍ନବୀ

ଏବେ ତ କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ତେଣୁ ଲକ୍‌ଡାଉନ୍‌ ସମୟରେ କେବଳ ସାଧାରଣ ଜନତା ନୁହନ୍ତି, କଳାକାର ମଧ୍ୟ ନିଜକୁ ଘର ଭିତରେ ଆବଦ୍ଧ ରଖିଛନ୍ତି। ଶୁଟିଂ ତ ନାହିଁ। କ’ଣ ବା କରିବେ। ଏହି ଅବସର ସମୟରେ…

ଘରେ ରହିବାକୁ ନିବେଦନ କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିିଛି। ଏହି ସଙ୍କଟକୁ ରୋକିବାକୁ ସଞ୍ଜୟ ଦତ୍ତ ନିଜ ଫ୍ୟାନମାନଙ୍କୁ ହାତଯୋଡ଼ି ଘରେ ରହିବାକୁ ନିବେଦନ କରିଛନ୍ତି। ସୋମବାର ଏନେଇ ସେ ତାଙ୍କ ଟ୍ବିଟରରେ ଏକ ଭିଡିଓ ଶେୟାର କରିଛନ୍ତି।…

ବିବାଦରେ ଜାକ୍‌ଲିନଙ୍କ ‘ଗେନ୍ଦା ଫୁଲ’

ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ବାଦ୍‌ଶାହ-ଜାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କ ଗୀତ ‘ଗେନ୍ଦା ଫୁଲ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଲୋକପ୍ରିୟ ରାପର୍‌ ବାଦ୍‌ଶାହଙ୍କ ଏହି ବଙ୍ଗଳା-ପଞ୍ଜାବୀ ଫ୍ୟୁଜନ୍‌ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହି ଗୀତକୁ ବର୍ତ୍ତମାନ ୬କୋଟିରୁ ଅଧିକ ଥର…

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ

ମୁମ୍ବାଇ: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍‌ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୯୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖାସ୍‌କରି ଏହି ସଂକ୍ରମଣରୁ…

ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍‌ର ଅଫର୍‌

ବମ୍ବେ: ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍‌। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା ଚିଲଖିଆ। ନିକଟରେ ଏକ ସାକ୍ଷାତକାରରେ ଦୀପିକା ଏହା ସ୍ପଷ୍ଟ କରିଛନ୍ତି। ତାଙ୍କୁ ଫିଲ୍ମ ଅଫର…

ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ ମିଳୁଛି। ବିଗ୍‌ବସ୍‌ର ୧୩ତମ ସିଜନ୍‌ର ଲୋକପ୍ରିୟତାକୁ ଦେଖି ଲକ୍‌ଡାଉନ୍‌ ସମୟରେ ଶୋ’କୁ ପୁନଃ ପ୍ରସାରିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri